ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଟାଙ୍ଗୀରୁ ଉଦ୍ଧାର ହାତୀଛୁଆ ନନ୍ଦନକାନନରେ

ଖଣ୍ଡଗିରି: ଶୁକ୍ରବାର ଖୋର୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜରୁ ଉଦ୍ଧାର ୫ ମାସର ମାଈ ହାତୀ ଛୁଆକୁ ନନ୍ଦନକାନନରେ ଛଡ଼ା ଯାଇଛି। ମା’ ଓ ଦଳଠାରୁ ପରିତ୍ୟକ୍ତ ହେବା ପରେ ବନ ବିଭାଗ ଉପଯୁକ୍ତ ଚିକିତ୍ସା କରାଇ ତାକୁ ନନ୍ଦନକାନନରେ ରଖିଛି। ମଣିଷ ସଂସ୍ପର୍ଶରେ ଆସିଥିବାରୁ ହାତୀଛୁଆଟି ଆଉ ଦଳକୁ…
ଅଧିକ ଖବର ଦେଖନ୍ତୁ...

ଯୁବପିଢ଼ି ସ୍ୱପ୍ନ ବିଭୋର ହେବା ଜରୁରୀ: ଅନୁପମ

ଚନ୍ଦ୍ରଶେଖରପୁର: ଆଜିର ଯୁବପିଢ଼ି ସ୍ୱପ୍ନ ଦେଖିବା ଉଚିତ। ଏହାକୁ ସାକାର କରିବାପାଇଁ ଏକାଗ୍ରତାର ସହିତ କଠିନ ପରିଶ୍ରମ କରିବା ଉଚିତ। ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତୃତୀୟ କଳିଙ୍ଗ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ବଲିଉଡ୍‌ର ଖ୍ୟାତନାମା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ମା’ ଘର ଫାଉଣ୍ଡେସନ

ଭୁବନେଶ୍ୱର: ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମ ମାମାଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି ମା’ଘର ଫାଉଣ୍ଡେସନ। ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ଅଧ୍ୟକ୍ଷା ଋତୁପର୍ଣ୍ଣା ମହାନ୍ତି ସୂଚନା ଦେଇଥିଲେ। ନିକଟରେ ମା’ ଘର ଫାଉଣ୍ଡେସନ୍‌ର…
ଅଧିକ ଖବର ଦେଖନ୍ତୁ...

ହରିଡ଼ାମଡ଼ାରେ ଡିଭାଇନ୍‌ ରିଟ୍ରିଟ୍‌ କେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ

ମେଣ୍ଢାଶାଳ: ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ନିକଟସ୍ଥ ହରିଡ଼ାମଡ଼ା ଗ୍ରାମଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ମିତ ଡିଭାଇନ୍‌ ରିଟ୍ରିଟ୍‌ କେନ୍ଦ୍ରର ବାର୍ଷିକ ଉତ୍ସବ ଓ ଦାଦୀ ସଦେଶୀଙ୍କ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବ୍ରହ୍ମାକୁମାରୀ…
ଅଧିକ ଖବର ଦେଖନ୍ତୁ...

ମଧୁମେହର ନିୟନ୍ତ୍ରଣ ପାଇଁ ସଚେତନତା ସୃଷ୍ଟି ପ୍ରଧାନ ଲକ୍ଷ୍ୟ

ଚନ୍ଦ୍ରଶେଖରପୁର: ସମାଜରେ ଏକ ପ୍ରମୁଖ ବ୍ୟାଧି ଭାବରେ ଉଭା ହୋଇଥିବା ମଧୁମେହ(ଡାଇବେଟିସ୍‌)ର ନିୟନ୍ତ୍ରଣ ପାଇଁ ଗଣସଚେତନତା ସୃଷ୍ଟି କରାଯିବ। ଏହି କ୍ଷେତ୍ରରେ କରାଯାଉଥିବା ଗବେଷଣାରେ ଉନ୍ନତି ଓ ନୂଆ ନୂଆ ଗବେଷଣାକୁ ଗୁରୁତ୍ୱ ଦିଆଯିବ। ଏନେଇ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ପୋଷ୍ୟ ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦର ପାଇବ ନୂଆ ରୂପ : ଦୁଇ ଟର୍ମିନାଲ୍‌ ମିଶିବ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟି-୨ ଟର୍ମିନାଲର ଆଧୁନିକୀକରଣ ହେବ। ଦେଶର ଅନ୍ୟ ଅନ୍ତର୍ଜାତୀୟ ଟର୍ମିନାଲରେ ମିଳୁଥିବା ସୁବିଧା ସୁଯୋଗ ଭଳି ଏଠାରେ ସବୁ ପ୍ରକାରର ସେବା ଉପଲବ୍ଧ ହେବ। ଏରୋବ୍ରିଜ୍‌ରେ ବିମାନକୁ ଯାତାୟତଠାରୁ ଆରମ୍ଭ କରି ଅତ୍ୟାଧୁନିକ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ବୋଇତ ବନ୍ଦାଣ : ଡଙ୍ଗା ବଜାରରେ ଭିଡ଼

ଭୁବନେଶ୍ୱର : ଆ କା ମା ବଇ... ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର...। ଆଉ ଦିନକ ପରେ ଓଡ଼ିଶା ଐତିହ୍ୟ ପରମ୍ପରାର ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ବା ବୋଇତ ବନ୍ଦାଣ ପର୍ବ। ଏହି ଦିନ ପୋଖରୀ/ନଦୀ କୂଳରେ ଓଡ଼ିଆମାନେ ଡଙ୍ଗା  ଭସାଇ ଅତୀତର ସ୍ମୃତିକୁ ଉଜାଗର କରିଥା’ନ୍ତି।…
ଅଧିକ ଖବର ଦେଖନ୍ତୁ...

ଶୟନରୁ ଉଠିଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର : ଶନିବାର କାର୍ତ୍ତିିକ ପୂର୍ଣ୍ଣିିମା। ଏଥି ପାଇଁ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ମଠ ମନ୍ଦିର ଚଳଚଞ୍ଚଳ ହୋଇଛି। ଶ୍ରଦ୍ଧାଳୁମାନେ ସେଦିନ ଭୋରୁ ନଦୀ ପୁଷ୍କରିଣୀରେ ଡଙ୍ଗା ଭସାଇ ଦେବଦେବୀଙ୍କ ପାଖରେ ପୂଜାର୍ଚନା କରିବେ। ଏହି ଉପଲକ୍ଷେ ସବୁ ମନ୍ଦିରଙ୍କୁ ରଙ୍ଗବେରଙ୍ଗର…
ଅଧିକ ଖବର ଦେଖନ୍ତୁ...

ବଡ଼ଓଷାରେ ଠାକୁରଙ୍କୁ ଲାଗି ‘ତରଣ’ ପ୍ରସ୍ତୁତ କଲେ ମହିଳା

ପୁରୁଣା ଭୁବନେଶ୍ୱର : ଶ୍ରୀଧବଳେଶ୍ୱରଙ୍କୁ ଲାଗି ପାଇଁ ଆଜି ମହିଳାମାନେ ତରଣ ପ୍ରସ୍ତୁତି କରିଛନ୍ତି। ବଡ଼ଓଷା କରିଥିବା ମହିଳାମାନେ ଏହାକୁ ଆସନ୍ତାକାଲି ଠାକୁରଙ୍କ ନିକଟରେ ଲାଗି କରିବେ। ଚତୁର୍ଦଶୀ ବଡ଼ଓଷା ତିଥିରେ ତିଆରି ହୋଇଥିବା ଏହି ତରଣକୁ ପରଦିନ ଭୋରୁ ଠାକୁରଙ୍କୁ ଲାଗି କରାଯିବା ପରମ୍ପରା…
ଅଧିକ ଖବର ଦେଖନ୍ତୁ...

ଭିକାରୀ ବଳ ଭଜନ ସଂଧ୍ୟା : ‘ହେ ପରମ ପିତା ହେ ପରମ ଗୁରୁ….’

ଭୁବନେଶ୍ୱର : ମିଛ ଦୁନିଆରେ..., ହାତରେ ମୋ ମୁଠା ମୁଠା...., ଜଗା କାଳିଆରେ....., ମୁଁ ତ’ ବଡ଼ ଦେଉଳର ପାରା ରେ...., ମନ ପାରା.... ଆଦି ଭଜନରେ ଶ୍ରୀଜଗନ୍ନାଥଙ୍କୁ ସତେ ଯେପରି ଭକ୍ତିଅର୍ଘ୍ୟ ଢାଳୁଥିଲା ଜୟଦେବ ଭବନ ପ୍ରେକ୍ଷାଳୟ। ଭଜନ ସମ୍ରାଟ ଭିକାରୀ ବଳଙ୍କ ଏହି ସବୁ ଭଜନ ଆଜି ଶ୍ରୋତାଙ୍କ…
ଅଧିକ ଖବର ଦେଖନ୍ତୁ...