ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଡାକ୍ତରଙ୍କ ଘରୁ ନାବାଳିକା ଉଦ୍ଧାର

ଖଣ୍ଡଗିରି : ଘରେ ଶିଶୁ ଶ୍ରମିକଙ୍କୁ ଖଟାଇବା ଆଇନତଃ ଏକ ଅପରାଧ ବୋଲି ଜାଣି ବି ବହୁ ଉଚ୍ଚଶିକ୍ଷିତ ଲୋକେ ଏଭଳି କରିବାକୁ ପଛାଉନାହାନ୍ତି। ଖୋଦ୍‌ ରାଜଧାନୀରେ ଏଭଳି ଏକ ଘଟଣା ନଜରକୁ ଆସିଛି। ଗୁରୁବାର ସ୍ଥାନୀୟ ଜଗମୋହନନଗରସ୍ଥିତ ଜଣେ ଶଲ୍ୟ ବିଶେଷଜ୍ଞଙ୍କ ଘରୁ ଏକ ୧୩ ବର୍ଷ ବୟସର ଗରିବ…
ଅଧିକ ଖବର ଦେଖନ୍ତୁ...

ଚାପ ସହି ନ ପାରି ଜୀବନ ହାରିଲେ ଛାତ୍ର

ଭୁବନେଶ୍ୱର/ଖଣ୍ଡପଡ଼ା: ଏକ ଘରୋଇ ମନୋରଂଜନ ଚ୍ୟାନେଲ୍‌ର ଚଳଚ୍ଚିତ୍ର ପ୍ରଡକ୍ସନ୍‌ ହାଉସ୍‌ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ରକୁ ନୟାଗଡ଼ର ଦୁଇ କଲେଜ ଛାତ୍ର ସର୍ଭରରୁ ହ୍ୟାକିଂ କରିଥିବା ଅଭିଯୋଗ ଶେଷରେ ଜଣକୁ ମୃତ୍ୟୁ ମୁହଁକୁ ଟାଣି ନେଇଛି। ହ୍ୟାକିଂ ଓ କପି ସନ୍ଦେହରେ ଏହି ଦୁଇ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ବିକ୍ରି ହେବ ଓମ୍‌ଫେଡ୍‌ ଉତ୍ପାଦ

ଭୁବନେଶ୍ୱର: ଏଣିକି ଓମ୍‌ଫେଡ୍‌ର କ୍ଷୀର ଜାତୀୟ ଖାଦ୍ୟ ସାମଗ୍ରୀ ଅନ୍‌ଲାଇନ୍‌ରେ ମଗାଇ ହେବ। ଓମ୍‌ଫେଡ୍‌ କ୍ଷୀରଠୁ ନେଇ ପନିର୍‌, ଦହି, ଟେବୁଲ୍‌ ବଟର, ଦୁଗ୍ଧ ପାଉଡର, ମିଠା ଓ ଫ୍ଳେବର କ୍ଷୀର ସମେତ ଅନ୍ୟାନ୍ୟ କ୍ଷୀର ଜାତୀୟ ଖାଦ୍ୟ ସାମଗ୍ରୀ ଘରେ ବସି ଅର୍ଡର କରି ହେବ। ଅନ୍‌ଲାଇନ୍‌ରେ ଅର୍ଡର…
ଅଧିକ ଖବର ଦେଖନ୍ତୁ...

ଜଉପୋକ କ୍ଷୟକ୍ଷତିି ଅନୁଧ୍ୟାନ କଲେ କୃଷି ବିଶେଷଜ୍ଞ

ବାଲିଅନ୍ତା: ଆଜି ପୂର୍ବାହ୍ନରେ ତିନିଜଣିଆ କୃଷି ବିଶେଷଜ୍ଞ ଦଳ ବାଲିଅନ୍ତା ବ୍ଲକର ବିଭିନ୍ନ ମୌଜା ବୁଲି ଧାନ ଫସଲରେ ଲାଗିଥିବା ଜଉ ପୋକ ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପ କୃଷିନିର୍ଦ୍ଦେଶକ ସତ୍ୟନାରାୟଣ ମିଶ୍ରଙ୍କ ସହିତ ଶସ୍ୟ ସଂରକ୍ଷଣ ଅଧିକାରୀ ତୁଷାରକାନ୍ତି ତୁଙ୍ଗ ଓ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ଛକରେ ପୁଲିସକୁ ପିଟିଲା ସ୍କର୍ପିଓ

ଖଣ୍ଡଗିରି: ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଖଣ୍ଡଗିରି ଟ୍ରାଫିକ୍‌ ଛକରେ ଏକ ସ୍କର୍ପିଓ ଧକ୍କାରେ ପ୍ରଦୀପ କୁମାର ବେହେରା(୨୭) ନାମକ ଜଣେ କର୍ତ୍ତବ୍ୟରତ ଟ୍ରାଫିକ୍‌ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଖଣ୍ଡଗିରି ଥାନା ପୁଲିସ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ରର ବିଜେପି ସରକାର ବାରମ୍ବାର ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବୃଦ୍ଧି କରିବା ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ସିପିଆଇ ଭୁବନେଶ୍ୱର ଜୋନ୍‌। ଜୋନ ସଂପାଦକ ସୁର ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ପାର୍ଟି କାର୍ଯ୍ୟାଳୟରୁ ବାହାରି ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ ଆକାଉଣ୍ଟ୍‌ସର କର୍ମକର୍ତା ନିର୍ବାଚନ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‍ ଆକାଉଣ୍ଟ୍‌ସ ଅଫ୍‌ ଇଣ୍ଡିଆ ଭୁବନେଶ୍ୱର ଚାପ୍ଟର୍‌ର ୨୦୧୭-୧୯ ବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଭାବେ ଉତ୍ତମ କୁମାର ନାୟକ, ଉପାଧ୍ୟକ୍ଷ ଭାବେ ଦାମୋଦର ମିଶ୍ର, ସଂପାଦକ ଭାବ ତାପସ ରଂଜନ ସ୍ୱାଇଁ…
ଅଧିକ ଖବର ଦେଖନ୍ତୁ...

ପଛରେ ପଡ଼ିଗଲାଣି ଭୁବନେଶ୍ୱର : ଅନିଶ୍ଚିତତାରେ ସ୍ମାର୍ଟ ସିଟିର ମୁଖ୍ୟ ପ୍ରକଳ୍ପ

ଭୁବନେଶ୍ୱର : ସ୍ମାର୍ଟ ସିଟିର ସବୁ କାର୍ଯ୍ୟ ଅନଲାଇନ୍‌ ମାଧ୍ୟମରେ ହେବ। ସାରା ସହରରେ ସ୍ମାର୍ଟ ଟେକ୍ନୋଲୋଜି ବ୍ୟବହାର ହେବ। ପୂରା ରାଜଧାନୀରେ ଓ୍ଵାଇଫାଇ ସେବା ଉପଲବ୍ଧ ହେବ। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ମାଷ୍ଟର ସିଷ୍ଟମ ଇଣ୍ଟିଗ୍ରେଟର ଯୋଜନା ପ୍ରସ୍ତୁତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ପୁଲିସ କମିସନର୍‌ଙ୍କ କଡ଼ା ନିର୍ଦେଶ : ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ତୁରନ୍ତ ଫେରାଅ

ଭୁବନେଶ୍ୱର : ଦୀର୍ଘ ବର୍ଷ ଧରି ରାଜଧାନୀର ବିଭିନ୍ନ ଥାନା ସମ୍ମୁଖରେ ଶହ ଶହ ସଂଖ୍ୟାରେ ବାଇକ୍‌ ଖତ ଖାଉଛି। ସେହିଭଳି ହଜାର ହଜାର ସଂଖ୍ୟାରେ ଚୋରା ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରି ଥାନାରେ ପକାଇ ରଖିଛି କମିସନରେଟ ପୁଲିସ। ତେଣୁ ଜବତ ବାଇକ୍‌ଗୁଡ଼ିକୁ ଥାନା ସମ୍ମୁଖରୁ ହଟାଇବା ସହିତ ଚୋରା…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଅଭିଯୋଗ : ରାତି ୯ଟା ପରେ ଟ୍ରାଫିକ୍‌ ପୋଷ୍ଟ ଖାଲି

ଭୁବନେଶ୍ୱର : ରାତି ୯ଟା ପରେ ରାଜଧାନୀର ଅଧିକାଂଶ ଟ୍ରାଫିକ ପୋଷ୍ଟ ଖାଲି ହୋଇ ଯାଉଛି। ଡ୍ୟୁଟିରେ ଥିବା ଟ୍ରାଫିକ୍‌ କନଷ୍ଟେବଲ ଓ ହୋମଗାର୍ଡମାନେ ପୋଷ୍ଟ ଛାଡ଼ି ଘରକୁ ପଳାଉଛନ୍ତି। ଫଳରେ ସେହି ସବୁ ଛକରେ ନାହିଁ ନ ଥିବା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ୧୨୦ ବାଟାଲିଅନ୍‌ ଛକରୁ…
ଅଧିକ ଖବର ଦେଖନ୍ତୁ...