ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଘୁଞ୍ଚିବନି ବିପିୟୁଟି ପରୀକ୍ଷା:ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଭୁବନେଶ୍ୱର: କୌଣସି ପରିସ୍ଥିତିରେ ଅଡ୍‌ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଯିବ ନାହିଁ ବୋଲି ଆଜି ବୈଷୟିକ ଶିକ୍ଷା ବିଭାଗ ସଚିବ ତଥା କୁଳପତି ସଞ୍ଜୟ ସିଂ ସ୍ପଷ୍ଟ କରିଛନ୍ତି। ଆଜି ଅପରାହ୍ନରେ ଅଲ୍‌ ଓଡ଼ିଶା ବିପିୟୁଟି ଷ୍ଟୁଡ଼େଣ୍ଟ୍‌ନ୍ସ ଆସୋସିଏସନ୍‌(ଏଓବିଏସ୍‌ଏ)ର ଏକ ପ୍ରତିନିଧିଦଳ କୁଳପତିଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବାଲିଯାତ୍ରା ଆଶା ମଉଳିଲା

ଚନ୍ଦ୍ରଶେଖରପୁର: ରାଜଧାନୀରେ ପ୍ରଥମ ଥର ନିମନ୍ତେ ହେବାକୁ ଥିବା ବାଲିଯାତ୍ରା ପ୍ରସ୍ତୁତିକୁ ଝଟ୍‌କା ଲାଗିଛି। ବରିମୁଣ୍ଡ ଜରିପାଟଣା କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ସମିତି ପକ୍ଷରୁ ଦୀର୍ଘ ତିନି ମାସ ହେବ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଏହି ବାଲିଯାତ୍ରାକୁ…
ଅଧିକ ଖବର ଦେଖନ୍ତୁ...

ସିଇଟିରେ ଦୁଇ ହଷ୍ଟେଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଘାଟିକିଆସ୍ଥିତ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ହଷ୍ଟେଲ ମଧ୍ୟ ଆଜି ଉଦ୍‌ଘାଟିତ ହୋଇଛି। ୨୩.୫ କୋଟି ଟଙ୍କା ବ୍ୟୟରେ ୫୩୦ ସିଟ୍‌ ବିଶିଷ୍ଟ ଛାତ୍ରୀନିବାସ ଏବଂ ୨୧.୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ ସିଟ୍‌…
ଅଧିକ ଖବର ଦେଖନ୍ତୁ...

‘ଡକ୍ଟର ଅଗ୍ରଓ୍ଵାଲ୍‌ସ୍‌ ଚକ୍ଷୁ ଚିକିତ୍ସାଳୟ’ ଉଦ୍‌ଘାଟିତ

ଭୁବନେଶ୍ୱର : ଡକ୍ଟର ଅଗ୍ରଓ୍ଵାଲ୍‌ସ୍‌ ଚକ୍ଷୁ ଚିକିତ୍ସାାଳୟର ନୂତନ କେନ୍ଦ୍ର ଆଜି ସହିଦନଗରସ୍ଥିତ ବିଏମ୍‌ସି ଭବାନୀ ମଲ୍‌ରେ ଖୋଲିଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଗୁଣାତ୍ମକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ଚିକିତ୍ସା କେନ୍ଦ୍ର ସହାୟକ ହେବ…
ଅଧିକ ଖବର ଦେଖନ୍ତୁ...

ଶିବାନୀ ବିଲ୍‌ଡର ମାଲିକଙ୍କ ଆଉ ଏକ ଘର ସିଲ୍‌ କଲା ବ୍ୟାଙ୍କ

ଭୁବନେଶ୍ୱର: ଶିବାନୀ ସାରସ୍ୱତ ଏଜୁକେସନାଲ ଟ୍ରଷ୍ଟ୍‌ ନାମରେ ଋଣ ନେଇ ଖିଲାପ କରିଥିବା ଅଭିଯୋଗରେ ଆଜି ପୁଣି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ବିଲ୍‌ଡର ରତିକାନ୍ତ କାନୁନ୍‌ଗୋଙ୍କ ଲକ୍ଷ୍ମୀସାଗରସ୍ଥିତ ବାସ ଭବନକୁ ସିଲ୍‌ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏସିପିଙ୍କ ଉପସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଉଦ୍‌ଘାଟିତ ହେଲା ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌ର ନୂତନ କାର୍ଯ୍ୟାଳୟ

ଭୁବନେଶ୍ୱର : ରାଜଧାନୀର ୟୁନିଟ-୫ କେଶରୀନଗରଠାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏବଂ ସ୍ପେସାଲ ଟାସ୍କଫୋର୍ସ ଓ ସ୍ପେସାଲ ଆର୍ମଡ ଫୋର୍ସର କମାଣ୍ଡାଣ୍ଟ କଣ୍ଟ୍ରୋଲ ସେଣ୍ଟରର ନିଜସ୍ୱ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ନିୟମ ମାନୁନାହାନ୍ତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର: ଚେତାବନୀ ସତ୍ତ୍ୱେ ବାହାରୁ ଔଷଧ କିଣିବାକୁ ଲେଖୁଛନ୍ତ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ‘ନିରାମୟ’ ଛଡ଼ା ବାହାରୁ ଔଷଧ ନ ଲେଖିବା ପାଇଁ କଡ଼ା ନିର୍ଦେଶ ରହିଛି। ଏହା ସତ୍ତ୍ୱେ ହସ୍ପିଟାଲର ଡାକ୍ତର ନିର୍ଦେଶକୁ ବେଖାତିର କରୁଛନ୍ତି। ରୋଗୀଙ୍କୁ ବାହାରୁ ଔଷଧ କିଣିବା ପାଇଁ ଲେଖୁଥିବା ଅଭିଯୋଗ ହେଉଛି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ ହସ୍ପିଟାଲରେ ଜଳିଲା ଏଲଇଡି ଲାଇଟ୍‌

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଆଜି ବହୁ ପ୍ରତୀକ୍ଷିତ ଏଲ୍‌ଇଡି ଲାଇଟର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦ୍‌ଘାଟନ କରିଛନ୍ତି। ଏବେ ହସ୍ପିଟାଲରେ ୮୫ଟି ଏଲଇଡି ଲାଇଟ୍‌ ଲଗାଯାଇଛି। ହସ୍ପିଟାଲର ବଳକା ସ୍ଥାନଗୁଡ଼ିକରେ ଖୁବଶୀଘ୍ର ଲାଇଟ୍‌ର ବ୍ୟବସ୍ଥା କରାଯିବ…
ଅଧିକ ଖବର ଦେଖନ୍ତୁ...

ବହୁ ବିବର୍ତିତ ସମୟ ଦେଇ ଶ୍ରୀଜଗନ୍ନାଥ ପ୍ରତିମୂର୍ତି ଗତି କରିଛି

ଭୁବନେଶ୍ୱର: ଶ୍ରୀଜଗନ୍ନାଥ କେବଳ ଗବେଷଣାର ବିଷୟବସ୍ତୁ ନୁହନ୍ତି, ସେ ଜଣେ ପରମପୁରୁଷ। ତାଙ୍କ ଇଚ୍ଛାରେ ସବୁ କିଛି ଘଟୁଛି। ମହାପ୍ରଭୁ ଓଡ଼ିଆ ଜାତିର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ଆଜି ଆମେ ଜଗନ୍ନାଥଙ୍କୁ ଯେଉଁ ପ୍ରତିମୂର୍ତିରେ ଦେଖୁଛୁ, ଏହା ତାଙ୍କର ଆଦ୍ୟ ରୂପ ନୁହେଁ। ବହୁ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୭’

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୭’ ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ବୃନ୍ଦାବନ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...