ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମୃତ ଚାଷୀଙ୍କ ପାଇଁ ନବନିର୍ମାଣ ଯୁବ ଛାତ୍ର ସଂଗଠନର ଦୀପଦାନ

ଭୁବନେଶ୍ୱର: ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଉତ୍ତରା ମା’ ଦୁଲ୍ଲାଦେଇ ମନ୍ଦିର ନିକଟରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏଥିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍‌ ଡି ମନଓ୍ଵାର ଅଲ୍ଲୀ ଯୋଗ ଦେଇଥିଲେ। ଛାତ୍ରନେତା ଅମିତ…
ଅଧିକ ଖବର ଦେଖନ୍ତୁ...

ବଡ଼ ଧରଣର ଅଘଟଣ ଟଳିଲା

ଚନ୍ଦ୍ରଶେଖରପୁର: ଆଜି ଅପରାହ୍ଣରେ ମିନି ମାର୍କେଟ ସାଲିଆ ସାହିରେ ଥିବା ଭେଣ୍ଡିଂ ଜୋନ୍‌ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଛି। ଏଠାରେ ଥିବା ମା’ ଶାରଳା ଟିଫିନ୍‌ ଦୋକାନରେ ଥିବା ଏକ ଗ୍ୟାସ୍‌ ସିଲିଣ୍ଡରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏ ନେଇ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଲତା ଘୋଷଙ୍କୁ ଗୁରୁକୁଳ ଗୀତାଞ୍ଜଳି ସମ୍ମାନ

ଭୁବନେଶ୍ୱର: ଶାସ୍ତ୍ରୀୟ ସଂଗୀତ ଅନୁଷ୍ଠାନ ଗୁରୁକୁଳ ଗୀତାଞ୍ଜଳିର ୨ ଦିନିଆ ବାର୍ଷିକ ଉତ୍ସବ ଜୟଦେବ ଭବନରେ ଉଦ୍‌ଘାଟିତ ହୋଇଛି। କଲ୍ୟାଣ ରାଗରେ ଧୃପଦ ଗାୟନରୁ ଆରମ୍ଭ ହୋଇଥିଲା ଶାସ୍ତ୍ରୀୟ ରାଗ ରାଗିଣୀର କାର୍ଯ୍ୟକ୍ରମ। ଗୁରୁ ଡ.ଚିତ୍ତରଂଜନ ପାଣିଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିଷ୍ୟ ଏହି ସଂଗୀତ…
ଅଧିକ ଖବର ଦେଖନ୍ତୁ...

କମିସନରେଟ ପୁଲିସ୍‌ର ତତ୍ପରତା ହେତୁ ମାଆଙ୍କ ଶେଷ ଉପହାର ବାଇକ୍‌ ଫେରି ପାଇଲେ ପୁଅ

ହଜି ଯାଇଥିବା ସାମଗ୍ରୀ ମିଳିବା ବହୁତ କଷ୍ଟ। ହୁଏତ, ଆପଣଙ୍କ ଭିତରୁ ଅନେକ, ହଜି ଥିବା ସାମଗ୍ରୀ ଆଉ କେବେ ଫେରି ପାଇନଥିବେ। ସିଏ ବାଇକ୍‌ ହେଉ ବା ସୁନା ଗହଣା। କିନ୍ତୁ ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସ୍‌ ଫେରାଉଛି ଚୋରି ହୋଇଥିବା ସାମଗ୍ରୀ। ହଜି ଯାଇଥିବା ସାମଗ୍ରୀକୁ ଖୋଜି ବାହାର କରିବା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ମ୍ୟାନହୋଲ ଦବି ଯିବାରୁ ଓଲଟି ପଡ଼ିଲା ଟ୍ରକ

ଭୁବନେଶ୍ୱର: ଆଜି ସକାଳେ ରାଜଧାନୀ ର ପ୍ରଦର୍ଶନୀ ପଡ଼ିଆ ସମ୍ମୁଖରେ ଏକ ମ୍ୟାନ୍‌ହୋଲ ଦବି ଯିବାରୁ ସେହି ରାସ୍ତାରେ ଯାଉଥିବାଏକ ଟ୍ରକ୍‌ ଓଳଟି ପଡ଼ିଛି। ନିକଟରେ ନିର୍ମିତ ମ୍ୟାନ୍‌ହୋଲଟି ଟ୍ରକ୍‌ର ଭାର ସମ୍ଭାଳି ନ ପାରି ଦବିଯିବାରୁ ଟ୍ରକ୍‌ର ଚକା ସେଠାରେ ଦବି ଯାଇଥିଲା ଓ ସଙ୍ଗେସଙ୍ଗେ ଟ୍ରକ୍‌ଟି…
ଅଧିକ ଖବର ଦେଖନ୍ତୁ...

ସାଲିଆସାହିରେ ଘରେ ଘରେ ଡେଙ୍ଗୁ

ଭୁବନେଶ୍ୱର : ସାଲିଆସାହିର ଘରେ ଘରେ ଏବେ ଡେଙ୍ଗୁ ମାତିଛି। ୧୫/୨୦ଦିନ ଭିତରେ ୩ ଜଣଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବାବେଳେ ବସ୍ତିର ଶହେରୁ ଅଧିକ ବ୍ୟକ୍ତି  ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପରିକି କେତେକ କଟକ ବଡ଼ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

କମିସନରେଟ୍‌ ପୁଲିସର ନୂଆ ନିୟମ : ସ୍କୁଲ ପିଲାଙ୍କ ବାଇକ୍‌ ଚାଳନା ଉପରେ ଲାଗିବ କଟକଣା

ଯାଞ୍ଚ ପାଇଁ ସ୍କୁଲ ଆଗରେ ପଇଁତରା ମାରିବ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଭୁବନେଶ୍ୱର :  ଏଣିକି ସ୍କୁଲ ଛାତ୍ରଛାତ୍ରୀ ବାଇକ୍‌ ଚଳାଉଥିବାବେଳେ  ପୁଲିସ ହାବୁଡରେ ପଡ଼ି଼ିଲେ  ଜରିମାନା ଆଦାୟ କରାଯିବ ନାହିଁ ବରଂ ବାଇକ୍‌ ଜବତ ହେବ। ଜବତ ବାଇକ୍‌ ଥାନାରୁ ନେବାକୁ ହେଲେ ସେମାନଙ୍କ ଅଭିଭାବକମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ହେବ ଛାତ ଥିବା ପାଦଚଲା ରାସ୍ତା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଯିବା ଆସିବା କରୁଥିବା ଯାତ୍ରୀଙ୍କ ଲାଗି ଖୁସି ଖବର। ଟର୍ମିନାଲ-୧ରୁ କାର୍‌ ପାର୍କିଂ ସ୍ଥାନ ଏବଂ କାର୍‌ ପାର୍କିଂ ସ୍ଥାନରୁ ଟର୍ମିନାଲ-୧କୁ ଯିବା ଆସିବା ସମୟରେ ଯାତ୍ରୀଙ୍କ ଉପରେ ବର୍ଷା ପାଣି କି ସୂର୍ଯ୍ୟ କିରଣ ବି ପଡ଼ିବନି।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତି ବୈଠକ : ସୁରକ୍ଷା ବଳୟରେ ରହିବେ ଖେଳାଳି

ଭୁବନେଶ୍ୱର : ଭୁବନେଶ୍ୱରରେ ବିଶ୍ୱକପ୍‌ ହକି ବେଳେ ସୁରକ୍ଷା ବନ୍ଦୋବସ୍ତ ନେଇ ଆଜି  କମିସନରେଟ୍‌ ପୁଲିସର ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଶେଷକରି ବିଶ୍ୱକପ୍‌ ସମୟରେ ଖେଳାଳି, କଳିଙ୍ଗ ଷ୍ଟାଡିୟମ ଓ ହୋଟେଲରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଘେରାବନ୍ଦୀରେ ଭିଏସ୍‌ଏସ୍‌ ନଗର

ବିଏମ୍‌ସି ଓ୍ଵାର୍ଡ ନଂ-୧୧ ଭୁବନେଶ୍ୱରରେ ସ୍ମାର୍ଟ ସିଟିର ମୋହର ବାଜିଛି। ଏକ ରଙ୍ଗିନ୍‌ ଭବିଷ୍ୟତର ଚିତ୍ର ଆଙ୍କି ଆମେ ଏହି ସ୍ୱୀକୃତି ସାଉଁଟିଛୁ। ଅଥଚ ବାସ୍ତବତା ଆଉ କିଛି ବୟାନ କରୁଛି। ଅନେକ ମୌଳିକ ସମସ୍ୟା ଏବେ ବି ସହରକୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସାଜିଛି।…
ଅଧିକ ଖବର ଦେଖନ୍ତୁ...