ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବରମୁଣ୍ଡା-ସିଆରପି ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ଭୁବନେଶ୍ୱର : ବରମୁଣ୍ଡା-ସିଆର୍‌ପି ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଥରେ ଲ୍ୟାଣ୍ଡ୍‌ଫୋନ୍‌ କାର୍ଯ୍ୟ କରିବା ବନ୍ଦ ହେଲେ ପୁନଃକାର୍ଯ୍ୟକ୍ଷମ ହେବା ପ୍ରାୟ ଅସମ୍ଭବ ହୋଇପଡ଼ୁଛି। କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାକୁ ଲୋକାଭିମୁଖୀ କରିବାକୁ ସରକାର ଅନେକ ଯୋଜନା ହାତକୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ମାସ ପରେ ଭିନ୍ନକ୍ଷମ ପୁଅକୁ ଫେରି ପାଇଲେ ମା’

ଭୁବନେଶ୍ୱର: ମୋ ପୁଅ.. ମୋ ଧନ... । ଦୀର୍ଘ ୨ ମାସ ପରେ ହଜିଲା ଅନ୍ଧ-ମୂକ-ବଧିର ପୁଅକୁ ଫେରି ପାଇଥିବା ଜଣେ ମା’ର ସରଗଠୁ ବଳି ଏ ସ୍ନେହବୋଳା ସମ୍ବୋଧନ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ର କୋଳାହଳ ପରିବେଶକୁ କ୍ଷଣକ ପାଇଁ ନିଃଶବ୍ଦ କରିଦେଉଥିଲା। ଆଜକୁ ଠିକ୍‌ ୨ ମାସ ତଳେ ନିଜର ଠିକଣା ହଜାଇ ମା’କୁ…
ଅଧିକ ଖବର ଦେଖନ୍ତୁ...

ରମାଦେବୀ ବିଶ୍ୱବିଦ୍ୟାଳୟରେ ପ୍ରୟୋଗଶାଳା ଉଦ୍‌ଘାଟିତ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ନୂତନ ପ୍ରୟୋଗଶାଳା ଆଜି ଉଦ୍‌ଘାଟିତ ହୋଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ର୍ରଫେସର ପଦ୍ମଜା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରୟୋଗଶାଳାକୁ ଉଦ୍‌ଘାଟନ କରିବା ସହ ଛାତ୍ରୀଙ୍କ ଦକ୍ଷତା ବିକାଶରେ ଏହା ସହାୟକ ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିତ୍ୱ ଗଠନରେ କ୍ରୀଡ଼ାର ଭୂମିକା ଅନସ୍ୱୀକାର୍ଯ୍ୟ

ଚନ୍ଦ୍ରଶେଖରପୁର: ବ୍ୟକ୍ତିତ୍ୱ ଗଠନରେ ପାଠପଢ଼ା ସହିତ କ୍ରୀଡ଼ାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶୈଶବରୁ ପାଠ ପଢ଼ା ସହିତ ଖେଳକୁଦ ପ୍ରତି ସମାନ ଗୁରୁତ୍ୱ ପ୍ରଦାନ କରିବା ବର୍ତ୍ତମାନ ସମୟର ଏକ ଆହ୍ଵାନ। ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ମିଳିବେ ହୋମ୍‌ ଟ୍ୟୁଟର୍‌

ଚନ୍ଦ୍ରଶେଖରପୁର: ଆଜିକାଲି ପିଲାଙ୍କ ପାଠପଢ଼ାକୁ ନେଇ ସବୁ ବାପାମା’ ବ୍ୟସ୍ତ। ବାପା ମା’ କର୍ମଜୀବୀ ହେଲେ ତ’ ଆହୁରି ସମସ୍ୟା। ଏପରି ସ୍ଥଳେ ହୋମ୍‌ ଟ୍ୟୁଟର୍‌ଙ୍କ ଉପରେ ପିଲାଙ୍କ ଭବିଷ୍ୟତ ନ୍ୟସ୍ତ ଥାଏ। ମାତ୍ର କେଉଁଠୁ ଖୋଜିବେ ଜଣେ ଭଲ ହୋମ୍‌ ଟ୍ୟୁଟର୍‌ଙ୍କୁ?  ଅନ୍ୟପକ୍ଷରେ ଜଣେ ଟ୍ୟୁଟର୍‌…
ଅଧିକ ଖବର ଦେଖନ୍ତୁ...

ଦୂର ଜିନିଷ ଦେଖିବା ପାଇଁ ଲୋକଙ୍କୁ ମିଳିବ ଟେଲିସ୍କୋପ

ଭୁବନେଶ୍ୱର: ଦୂର ଜିନିଷ ଦେଖିବାରେ କଷ୍ଟ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଟେଲିସ୍କୋପ ଯୋଗାଇ ଦିଆଯିବ। ଟେଲିସ୍କୋପ ଜରିଆରେ ଲୋକମାନେ ଦୂର ଜିନିଷକୁ ଦେଖିପାରିବେ। ବିଶେଷକରି ବୟସ୍କ ବ୍ୟକ୍ତି ଓ ଯେଉଁ ଶିଶୁ ଏହି ରୋଗର ଶିକାର ସେମାନଙ୍କ ପାଇଁ ଏହା ଫଳପ୍ରଦ ହୋଇପାରିବ।…
ଅଧିକ ଖବର ଦେଖନ୍ତୁ...

ବେସିକ୍‌ ସାଇନ୍ସରେ ଖୋଲିବ ନୂଆ ପାଠ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନରେ ଥିବା ବେସିକ୍‌ ସାଇନ୍ସ କଲେଜରେ ଖୋଲିବ ନୂଆ ପାଠ୍ୟକ୍ରମ। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ କ୍ୱାଣ୍ଟମ ଫିଜିକ୍ସ, ବାୟୁମଣ୍ଡଳୀୟ ପଦାର୍ଥବିଜ୍ଞାନ ଏବଂ ନାନୋ ଟେକ୍ନାଲୋଜି ବିଷୟରେ ଶିକ୍ଷା ଦିଆଯିବ। ଏନେଇ…
ଅଧିକ ଖବର ଦେଖନ୍ତୁ...

ଘାଟିକିଆରେ ପାନୀୟ ଜଳ ପ୍ରକଳ୍ପର ଭୂମିପୂଜନ

ଭୁବନେଶ୍ୱର: ଘାଟିକିଆ ଅଞ୍ଚଳର ଶରଧାପଲ୍ଲୀ ଓ ଚାଳସାହି ବସ୍ତିରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଭୂମି ପୂଜନ କରାଯାଇଛି। ଅମୃତ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଭୂମି ପୂଜନ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ଅଘୋଷିତ ବିଦ୍ୟୁତ କାଟ; ଉପଭୋକ୍ତା ହନ୍ତସନ୍ତ

ଚନ୍ଦ୍ରଶେଖରପୁର: ରାଜଧାନୀରେ ଅଘୋଷିତ ବିଦ୍ୟୁତ କାଟ ହେବ ନାହିଁ। ଶକ୍ତିମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଏନେଇ ବାରମ୍ବାର ବାହାସ୍ପୋଟ ମାରୁଥିଲେ ମଧ୍ୟ ଫଳାଫଳ ସମ୍ପୂର୍ଣ୍ଣ ଓଲଟା। ଗ୍ରୀଷ୍ମ ଋତୁ କେବେଠୁଁ ଗଲାଣି। ତଥାପି ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

‘ବଜରଙ୍ଗୀ’ର ଅଡିଓ ରିଲିଜ୍‌

ଚନ୍ଦ୍ରଶେଖରପୁର: ମୁନ୍‌ ମୁଭିଜ୍‌ ଓ ସାର୍ଥକ ମ୍ୟୁଜିକ୍‌ ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ବଜରଙ୍ଗୀ’ର ଆଜି ଅଡିଓ ରିଲିଜ୍‌ ହୋଇଯାଇଛି। ହୋଟେଲ ସୂର୍ଯ୍ୟାଂଶରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଜି ଏହାର ନିର୍ଦେଶକ ବିନି ପଟ୍ଟନାୟକ ଓ କାହାଣୀ-ପ୍ରଯୋଜନା କରିଥିବା ଶଚିକାନ୍ତ…
ଅଧିକ ଖବର ଦେଖନ୍ତୁ...