ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଡାକ୍ତରଖାନାରେ ସ୍ତ୍ରୀର ମୃତଦେହ ଛାଡ଼ି ସ୍ବାମୀ ଚମ୍ପଟ

ପୁରୀ : ଗର୍ଭବତୀ ସ୍ତ୍ରୀର ମୃତଦେହକୁ ଛାଡ଼ି ପଳାଇଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ସ୍ତ୍ରୀ ହେଉଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ବିସିଂହପୁରର ଗାୟତ୍ରୀ ପାତ୍ର(୨୨)। ସ୍ବାମୀ ଟୁନା ପାତ୍ରଙ୍କ ଘର ନୟାଗଡ଼ ଜିଲ୍ଲା ଇଟାମାଟି ଥାନା…
ଅଧିକ ଖବର ଦେଖନ୍ତୁ...

ସପୋର୍ଟିଂ ବ୍ୟବସ୍ଥାରେ ରହିବ ନାଟମଣ୍ଡପ ବିମ୍‌, ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି

ପୁରୀ : ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଆବଶ୍ୟକସ୍ଥଳେ ମରାମତି କରାଯିବ। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ତିନି ରଥ କନା କାମ ଅନୁକୂଳ, ନଡ଼ିଆ ବାଡ଼େଇ କାମରେ ଯୋଗଦେଲେ ଦର୍ଜୀ‌ ସେବକ

ପୁରୀ : ଆଉ ୧୩ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି ରଥକାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କନା ଲାଗିବା ପାଇଁ ଶୁକ୍ରବାର ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଦର୍ଜୀ ସେବକମାନେ ନଡ଼ିଆ ବାଡ଼େଇ ରଥକନା କାମ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଶନିବାର ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ ପୁରୀ ଟାଉନ୍‌ ହଲ୍‌ଠାରେ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୧ ତାରିଖ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ହେବ। ପୂର୍ବାହ୍ନ ୧୧ଟାରେ ବୈଠକ ଆରମ୍ଭ ହେବାକୁଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା…
ଅଧିକ ଖବର ଦେଖନ୍ତୁ...

୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଦୁଇ ଗିରଫ

ପୁରୀ: ବଳଙ୍ଗା ଥାନା ପୁଲିସ ପ୍ରାୟ ୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି। ଏହାଛଡ଼ା ଗୋଟିଏ କାର ଓ ବାଇକ ମଧ୍ୟ ଜବତ କରିଛି ପୁଲିସ୍। ସୂଚନା ଅନୁଯାୟୀ, ହରିପୁର- ବଳଙ୍ଗା ରାସ୍ତାର ଦକ୍ଷିଣ ରାଡାସ ଗ୍ରାମରେ ଏଏସଆଇ ବେହେରା ପ୍ରତୀକ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ପ୍ରସ୍ତୁତ ହୁଏ ୭୦ ପ୍ରକାର କଣ୍ଟା

ପୁରୀ : ମହାପ୍ରଭୁଙ୍କ ଲୀଳା ଯେପରି ଅନନ୍ୟ, ତାଙ୍କ ପାଇଁ ପ୍ରସ୍ତୁତ ରଥର ନିର୍ମାଣ କୌଶଳ ବି ସେହିପରି ସ୍ବତନ୍ତ୍ର। ଶୁଣିଲେ ହୁଏତ ବିଶ୍ବାସ ହେବ ନାହିଁ ଯେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ବ୍ୟବହୃତ ‌ହୁଏ ୨ ଇଞ୍ଚରୁ ଆରମ୍ଭ କରି ସାଢ଼େ ୪ ଫୁଟର କଣ୍ଟା। ବ୍ୟବହୃତ କଣ୍ଟାର ପ୍ରକାର ଯେତିକି…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ୪୪ ଯୋକା; ଅଁଳା, ଗାରେଡ଼ି କାଠ ଚଉପଟ ଜାରି

ପୁରୀ : ରଥଖଳାରେ ରଥ ନିର୍ମାଣକୁ ଗୁରୁବାର ଦିନ ୪୩ ଦିନ ପୂରିଛି। ଗୁରୁବାର ଦିନ କାମ ଶେଷ ସୁଦ୍ଧା ତିନି ରଥର ୪୪ଟି ଯୋକା ସଂଯୋଗ ଶେଷ ହୋଇଛି। ତାଳଧ୍ବଜ ରଥ ଓ ନନ୍ଦିଘୋଷ ରଥର ୧୬ଟି ଲେଖାଏଁ ଯୋକା ସଂଯୋଗ ହୋଇଥିବା ବେଳେ ଦେବଦଳନ ରଥର ୧୨ଟି ଯୋକା ସଂଯୋଗ ହୋଇଛି। ଯୋକାଗୁଡ଼ିକୁ ରଥର…
ଅଧିକ ଖବର ଦେଖନ୍ତୁ...

ପୁରୀରେ ନିର୍ମିତ‌ ହେବ ସର୍ବୋଚ୍ଚ ଅଟ୍ଟାଳିକା ‘ରୟାଲ୍‌ ଆଟ୍‌ଲାଣ୍ଟିସ’

ପୁରୀ : ପୁରୀରେ ନିର୍ମାଣ ହେବ ସର୍ବୋଚ୍ଚ ଆବାସିକ ଆପାର୍ଟମେଣ୍ଟ। ବଳିଆପଣ୍ଡା ସିପସରୁବାଲି ନିକଟରେ ସାଢ଼େ ୭ .୪୬ ଏକର ଜମିରେ ୧୪ ତାଲା ବିଶିଷ୍ଟ ‘ରୟାଲ ଆଟଲାଣ୍ଟିସ’ ଆବାସିକ ଆପାର୍ଟମେଣ୍ଟ୍‌ରେ ରହିବାର ସୁଯୋଗ ମିଳିବ। ଏସ୍‌ଜେ-ଜେଆର୍‌ଜି ଭେନଚର୍ସ, ଜେଆର୍‌ଜି ଡେଭଲପର୍ସ ପ୍ରାଇଭେଟ୍‌…
ଅଧିକ ଖବର ଦେଖନ୍ତୁ...

ଜମି ଚିହ୍ନଟରେ ସୀମିତ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ନିର୍ମାଣ କାର୍ଯ୍ୟ ଇଞ୍ଚେ ବି ଆଗେଇଲାନି ୨୦୧୯ରୁ ୫ କୋଟି ମଞ୍ଜୁର କଲେଣି ସୁପ୍ରି‌ମକୋର୍ଟ ସୋସାଇଟି ଗଠନ ହୋଇନି , ବାଇ-ଲ’ ବି ପ୍ରସ୍ତୁତ ହୋଇନି ବିର୍ଲା ଚଳାଇବ ବିଦ୍ୟାଳୟ, ଦେବ ୧ କୋଟି ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ପିଲାମାନଙ୍କ ଅଧ୍ୟୟନ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଏଡିଜିଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ସିସିଟିଭି ନଜରରେ ରହିବ ରଥଯାତ୍ରା

ପୁରୀ : ଆଗାମୀ ରଥଯାତ୍ରାରେ ଯେପରି କୌଣସି ଅବ୍ୟବସ୍ଥା ନହୁଏ, ସେଥିପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତବର୍ଷ ରଥଯାତ୍ରାରେ ପୁରୀରେ ଅଧିକ ଭକ୍ତମାନଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଆଇନ…
ଅଧିକ ଖବର ଦେଖନ୍ତୁ...