Advertisment
Latest Posts
Advertisment
ଜିଲ୍ଲା
ତ୍ରିରଙ୍ଗା ପଦ ଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ନିମାପଡ଼ା ବ୍ଲକ ହରିପୁର ମନ୍ଦିର ପୀଠରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶାଳ ‘ତ୍ରିରଙ୍ଗା ପଦ ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି...
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
୪ଟି ନୁହେଁ ୨ଟି ସ୍ଲାବରେ ହେବ ଜିଏସଟି
ଜିଏସଟିକୁ ୨ଟି ସ୍ଲାବ ବିଶିଷ୍ଟ କରାଯିବ । ଗୋଟିଏ ହେଉଛି ୫% ସ୍ଲାବ ଓ ଅନ୍ୟଟି ହେଉଛି ୧୮% ସ୍ଲାବ । ବର୍ତ୍ତମାନ ୧୨% ଜିଏସଟି ଲାଗୁ ହେଉଥିବା ଅଧିକାଂଶ (ପ୍ରାୟ ୯୯%) ସାମଗ୍ରୀକୁ ୫% ସ୍ଲାବରେ ରଖାଯିବ ବୋଲି ସୂଚନା ମିଳିଛି ।
ଅପରାଧ
ବିଷାକ୍ତ ମଦ ବଳୟରେ ଆସିକା: ଚିକିଟି ମଦମୃତ୍ୟୁ ପରେ ମଧ୍ୟ ଚେତୁନି ଅବକାରୀ ବିଭାଗ...
ମଦ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା ଓ ଏହି ଚାଲାଣରେ କେଉଁମାନେ ସଂପୃକ୍ତ ତାହାର ତଦନ୍ତ ଚାଲିଛି । ଆଗକୁ ପାର୍ବଣ ଋତୁ ଥିବା ବେଳେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ଚଢ଼ାଉ ଜୋରଦାର ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।
ମନୋରଞ୍ଜନ
ଅମ୍ରିତାଙ୍କୁ କଣ ପଚାରିଲେ ଅମିତାଭ? କେତେ ଟଙ୍କା ଜିତିଲେ ଓଡ଼ିଆ ଝିଅ ଜାଣିଛନ୍ତି କି?
ଲୋକପ୍ରିୟ ସୋ କୌନ ବନେଗା କରୋଡ଼ପତିରେ ଓଡ଼ିଆ ଝିଅ | ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଲେ, ଓଡ଼ିଶାର କଳା ସଂସ୍କୃତିର କଥା କହିଲେ | ବିଗ ବିଙ୍କୁ ଖଜା ଦେଲେ ଆଉ ଅମିତାଭ ବି ଆଦରର ସହ ଗ୍ରହଣ କଲେ |
ପୁନଶ୍ଚ ପୃଥିବୀ
ଗଛ ଲଗାଇବା, ପରାଧିନ ପରିବେଶକୁ ସ୍ବାଧୀନ କରିବା… ନୂଆ ପ୍ରୟାସ ପକ୍ଷରୁ ବୃକ୍ଷରୋପଣ ଅଭିଯାନ
ପରିବେଶ ବଞ୍ଚିଲେ,ପ୍ରକୃତି ବଞ୍ଚିବ… ପ୍ରକୃତି ବଞ୍ଚିଲେ, ଆମେ ବଞ୍ଚିବା… ଏ କଥାକୁ ମର୍ମେମର୍ମେ ବୁଝି ପବିବେଶକୁ ସଜାଡି ପ୍ରକୃତିକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ନୂଆ ପ୍ରୟାସ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ । ସେମାନେ ଜାଣନ୍ତି ବୃକ୍ଷର ବିକଳ୍ପ ନାହିଁ ...