Latest Posts
ରାଜ୍ୟ
ଧାନକିଣାରେ ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଧାନକିଣା ଦାୟିତ୍ବ ସମବାୟ ବିଭାଗ ଉପରେ ନ୍ୟସ୍ତ। ଚଳିତ ବର୍ଷ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ୍) ଓ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତିଗୁଡ଼ିକ (ଲାମ୍ପସ୍) ରାଜ୍ୟରେ ୪,୦୦୦ରୁ ଊର୍ଦ୍ଧ୍ବ ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରିବେ।
ଜିଲ୍ଲା
୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆର୍ଆଇ
ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ ଗୁରୁବାର ଓଡିଶା ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି...
ଖେଳ
ଭାରତର ହ୍ୟାଟ୍ରିକ୍ ବିଜୟ: ଦୀପିକାଙ୍କ ୫ ଗୋଲ୍. ଥାଇଲାଣ୍ଡକୁ ୧୩-୦ରେ ହରାଇଲା
ବିହାରର ରାଜଗିରରେ ଚାଲିଥିବା ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ଭାରତ ହ୍ୟାଟ୍ରିକ୍ ବିଜୟ ପାଇଛି। ପ୍ରଥମ ଦୁଇ ମ୍ୟାଚ୍ରେ ମାଲେସିଆ ଓ କୋରିଆକୁ ମାତ୍ ଦେଇଥିବା ଭାରତ ଗୁରୁବାର ୧୩-୦ର ବଡ଼ ବ୍ୟବଧାନରେ ଥାଇଲାଣ୍ଡକୁ ହରାଇଛି।
ରାଜନୀତି
୨୯ରୁ ଡିଜିପି ସମ୍ମିଳନୀ: ମୋଦୀ, ଶାହ ଆସିବେ
ଆସନ୍ତା ୨୯ ତାରିଖରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ।
ଅପରାଧ
ବର୍ବରକାଣ୍ଡ: ୨ ନାବାଳକ ଭାଇଙ୍କୁ ପିଟିପିଟି ନିଆଁରେ ଫିଙ୍ଗିଦେଲେ
ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦାନୋଝାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ଜାଳି ଦେଇଥିବା କହି ଗାଁର ଦୁଇଜଣ ବ୍ୟକ୍ତି ଜଣେ ନାବାଳକଙ୍କୁ ପିଟିପିଟି ଜଳନ୍ତା ପାଳଗଦାରେ ଫିଙ୍ଗି ଦେଇଛନ୍ତି।
ମନୋରଞ୍ଜନ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଅନନ୍ତ, ଶ୍ରୀନିବାସ ଓ ଜୟୀଙ୍କୁ ‘ମୋହନସୁନ୍ଦର ଦେବ ଗୋସ୍ବାମୀ’ ପୁରସ୍କାର
ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଘୋଷଣା ହୋଇଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏଥର ଏକାଥରକେ ୩୨, ୩୩ ଓ ୩୪ତମ ଚଳଚ୍ଚିତ୍ର ପୁରସ୍କାର ଯଥାକ୍ରମେ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଘୋଷଣା ହୋଇଛି।