Advertisment
Latest Posts
Advertisment
ରାଜ୍ୟ
ଆରଡ଼ି ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ିଗଲେ ଯୁବକ
ଅଧା ରହିଲା ବାବାମଣିଙ୍କ ଦର୍ଶନ। ବାବାମଣିଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ। ମୃତ୍ୟୁବରଣ କରିଥିବା ଯୁବକଙ୍କ ଘର ଧାମନଗର ଥାନା ଦୋବଲ ସୋହଡା ଶାସନରେ। ମୃତକଙ୍କ ନାଁ ଦେବବ୍ରତ ମିଶ୍ର।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ ଦଳ ଘୋଷିତ: ଗିଲ୍ ଅଧିନାୟକ, ପନ୍ତ ଉପଅଧିନାୟକ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରୋହିତ ଶର୍ମା, ବିରାଟ କୋହଲି ଓ ଆର ଅଶ୍ବିନଙ୍କ ଅବସର ପରେ କିଏ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ ହେବ? ବହୁଦିନ ହେବ ଲାଗିରହିଥିବା ସେ ଅଙ୍କକଷାରେ ପୂର୍ଣ୍ଣଛେଦ ପଡ଼ିଛି।
ରାଜନୀତି
୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ଜୁନ୍ ୧୯ରେ ଭୋଟ୍
ପଞ୍ଜାବ ସମେତ ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଜୁନ୍ ୧୯ ତାରିଖରେ ମତଦାନ ହେବ ଏବଂ ଜୁନ୍ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ...
ଅପରାଧ
ହାବିଲଦାରଙ୍କ ଘରୁ ଚୋରି: ନେଇଗଲେ ୨୦ ଲକ୍ଷର ସୁନା ଗହଣା
ରାଉରକେଲାରେ ଘରେ ପଶି ଚୋରି କରୁଥିବା ଗ୍ୟାଙ୍ଗର ହିମ୍ମତ ଏବେ ଚରମ ସୀମାରେ ପହଞ୍ଚିଛି। ଆଜି ଦିନ ଦ୍ୱିପ୍ରହରେ ପ୍ଲାଣ୍ଟ ସାଇଟ୍ ଥାନା କ୍ୟାମ୍ପସ୍ରେ ଜଣେ ହାବିଲଦାରଙ୍କ ଘରେ ଚୋରମାନେ କଳା କନା ବୁଲାଇ ଦେଇଛନ୍ତି।
ମନୋରଞ୍ଜନ
'ମୁଁ ନିଜକୁ ଜଣେ ଦେହଜୀବୀ ପରି ଅନୁଭବ କରୁଥିଲି...', ମିସ୍ ୱାର୍ଲ୍ଡ ୨୦୨୫ ସୋ’ଛାଡିଲେ ମିସ୍ ଇଂଲଣ୍ଡ
ସମ୍ପ୍ରତି ମିସ୍ ୱାର୍ଲ୍ଡ ୨୦୨୫ ଶିରୋନାମାରେ ରହିଛି। ମିସ୍ ଇଂଲଣ୍ଡ ଟାଇଟଲ ଜିତିଥିବା ମିଲ୍ଲା ମେଗି ହଠାତ୍ ପ୍ରତିଯୋଗିତା ଛାଡି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଏହି ଘଟଣା ଉପରେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି...