Advertisment
Latest Posts
Advertisment
ଜିଲ୍ଲା
କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବତୀରନ୍ଦାଜ କ୍ଷୀରୋଦ କୁମାର
ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତଆଲୁମିନିୟମ ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଯୁବତୀରନ୍ଦାଜମାନଙ୍କୁ ସମର୍ଥନ କରିଆସୁଛି।
Gallery
ବାଣିଜ୍ୟ
ଦିନକୁ ୨୯ କିମି ସଡ଼କ ନିର୍ମାଣ: ୨୦୨୩-୨୪ ତୁଳନାରେ ୫ କିମି କମ୍
ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ ୨୯ କିମି ଜାତୀୟ ରାଜପଥ (ଏନ୍ଏଚ୍) ନିର୍ମାଣ କରାଯାଇଛି। ଏହା ୨୦୨୩-୨୪ରେ ଦୈନିକ ନିର୍ମାଣ ହୋଇଥିବା ୩୪ କିମ ଏନ୍ଏଚ୍ ତୁଳନାରେ ୫ କିମି ଏବଂ ୨୦୨୦-୨୧ରେ ନିର୍ମାଣ ହୋଇଥିବା ୩୭ କିମି ଏନ୍ଏଚ୍ ତୁଳନାରେ ୮ କିମି କମ୍।
ଅପରାଧ
ଅନ୍ତରଙ୍ଗ ଭିଡିଓ ଭାଇରାଲ୍: ବିଷ ପିଇଲେ ନର୍ସିଂ ଛାତ୍ରୀ, ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ସ୍ଥାନାନ୍ତର
ଏକତରଫା ପ୍ରେମରୁ ତୁମୁଳକାଣ୍ଡ। ବିଫଳ ପ୍ରେମିକ ଯୁବତୀଙ୍କୁ ମାଡ଼ ମାରିବା ସହ ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନର୍ସିଂ ଛାତ୍ରୀ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ମନୋରଞ୍ଜନ
ଜିମ୍ ନଯାଇ ୨୬ କିଲୋଗ୍ରାମ ଓଜନ ହ୍ରାସ କଲେ ବୋନି କପୁର
ଜିମ୍ ନଯାଇ ୨୬ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ବଲିଉଡ ପ୍ରଯୋଜକ ବୋନି କପୁର। ତାଙ୍କର ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ତାଙ୍କ କାମ ପାଇଁ ନୁହେଁ ବରଂ ତାଙ୍କର ନୂତନ ଫିଟନେସ ପାଇଁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।
ପୁନଶ୍ଚ ପୃଥିବୀ
ବିପଦ ବଢ଼ାଉଛନ୍ତି ପରଦେଶୀ ଉଦ୍ଭିଦ
ବିଶ୍ୱର ବିଭିନ୍ନ ଅଞ୍ଚଳରେ ନିଜର ଆବଶ୍ୟକତା ପୂରଣ ଲାଗି ମଣିଷ ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ଜନ୍ମିତ ଉଦ୍ଭିଦ ପ୍ରଜାତିକୁ ନିଜ ଅଞ୍ଚଳରେ ରୋପଣ କରିଆସିଛି। ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।