Advertisment
Latest Posts
Advertisment
ଜିଲ୍ଲା
ଅଜଣା ଅଟୋ ଧକ୍କାରେ ଛାତ୍ରୀ ଗୁରୁତର
ଅଜଣା ଅଟୋ ଧକାରେ ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଗୁରୁତର ହୋଇଛନ୍ତି। ଭାଇକୁ ଟ୍ୟୁସନରୁ ଆଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଛାତ୍ରୀଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି...
Gallery
ବାଣିଜ୍ୟ
ବ୍ୟାଟେରି ସ୍ବାପିଂ ଷ୍ଟେସନ୍ରେ ପଛୁଆ: ଦେଶରେ ୨୬୧୧ଟି, ଓଡ଼ିଶାରେ ମାତ୍ର ୨ଟି
ବ୍ୟାଟେରି ସ୍ବାପିଂ ଷ୍ଟେସନ୍ ସ୍ଥାପନ କରିବାରେ ଓଡ଼ିଶା ବହୁ ପଛରେ ରହିଛି। ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୨ଟି ସ୍ବାପିଂ ଷ୍ଟେସନ୍ ରହିଛି। ଚଳିତ ବର୍ଷ ଜୁଲାଇ ୧ ସୁଦ୍ଧା ତଥ୍ୟ ଅନୁସାରେ ସାରା ଦେଶରେ ଏଭଳି ଷ୍ଟେସନ୍ ସଂଖ୍ୟା ୨୬୧୧ ରହିଛି।
ଅପରାଧ
ବାଲେଶ୍ବରରୁ ଅମରେଶ ଗିରଫ: ଥାନା ଘେରିଲେ ପରିବାର ଓ ସମର୍ଥକ, ଅର୍ଚ୍ଚନାଙ୍କ ଷଡ୍ଯନ୍ତ୍ର ବିଜେଡିରୁ ନିଲମ୍ବିତ
ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୂଣହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ମହାନଗର ନିଗମର କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆ।
ମନୋରଞ୍ଜନ
ପ୍ରାୟ ୨୩୦ କୋଟି ସମ୍ପତ୍ତିର ମାଲିକ ଥିବା ଧନୁଷଙ୍କୁ ଏକଦା ସେଟରେ ଅଟୋ ଚାଳକ ବୋଲି ତାତ୍ସଲ୍ୟ କରୁଥିଲେ ଲୋକେ
ଦକ୍ଷିଣ ଅଭିନେତା ଧନୁଷ ପ୍ରାୟ ୨୩୦ କୋଟି ସମ୍ପତ୍ତିର ମାଲିକ। ଧନୁଷ କେବଳ ଦକ୍ଷିଣରେ ନୁହେଁ ବରଂ ବଲିଉଡରେ ମଧ୍ୟ ଅଭିନୟରେ ନିଜର ଛାପ ସୃଷ୍ଟି କରିଛନ୍ତି। ଅନେକ ତାତ୍ସଲ୍ୟ ସହି ପାଇଛନ୍ତି ସଫଳତା।
ପୁନଶ୍ଚ ପୃଥିବୀ
ଭଣ୍ଡାରିପୋଖରୀରେ ‘ପରିବେଶ ପଞ୍ଚାୟତ’; ସଚେତନ ନହେଲେ ମୃତ୍ୟୁମୁଖରେ ପଡ଼ିବା: ସଞ୍ଜୀବ
ପରିବେଶ ଏବେ ଅସନ୍ତୁଳିତ ଅବସ୍ଥାରେ ରହିଛି। ବିକାଶ ନାମରେ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ପାହାଡ଼ପର୍ବତକୁ ବି ଛଡ଼ାଯାଉନି। ଫଳରେ ଦିନକୁ ଦିନ ପରିବେଶ ବିଗିଡ଼ିଯାଉଛି। ଏବେଠୁ ପରିବେଶ ପ୍ରତି ଦୃଷ୍ଟି ନଦେଲେ ଆମେ ମୃତ୍ୟୁମୁଖକୁ ଟାଣି ହୋଇଯିବା।