Advertisment
Latest Posts
Advertisment
ରାଜ୍ୟ
ଯାଜପୁରରେ ଡାଇରିଆ-ହଇଜା: ସ୍ଥିତି ପରଖିବେ ୧୪ଜଣିଆ କେନ୍ଦ୍ରୀୟ ଟିମ୍
ଯାଜପୁର ଜିଲ୍ଲାରେ ଡାଇରିଆରେ ପରେ ହଇଜା ସଂକ୍ରମଣ ବ୍ୟାପିବା ଆରମ୍ଭ କରିଛି। ଜିଲ୍ଲାରେ ଡାଇରିଆର ବ୍ୟାପିବାର କାରଣ ହଇଜା ଜୀବାଣୁ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ଦକ୍ଷିଣ ଆଫ୍ରିକା ନୂଆ ବିଶ୍ବ ଟେଷ୍ଟ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି
ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ ।
ରାଜନୀତି
ସରକାର ବଦଳିଛି, ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନି: କଂଗ୍ରେସ
ରାଜ୍ୟରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରିଛି। ମାତ୍ର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶାସନକୁ ଆସିବା ପୂର୍ବରୁ ପ୍ରତିଶ୍ରୁତିରେ ପୋତି ପକାଇଥିଲେ। ପ୍ରତିଶ୍ରୁତି ନାଁରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି।
ଅପରାଧ
ପତ୍ନୀଙ୍କ ଦ୍ବାରା ନିର୍ଯାତିତ ହୋଇ ହାତକଡ଼ି ପିନ୍ଧି କରୁଛନ୍ତି ଚା’ ବେପାର
ପତ୍ନୀଙ୍କ ଦ୍ବାରା ପାଉଥିବା ନିର୍ଯାତନାର ପ୍ରତିବାଦରେ ରାଜସ୍ଥାନର କୃଷ୍ଣ କୁମାର ଧାକଡ ଏକ ନିଆରା କୌଶଳ ଆପଣେଇଥିବା ଦେଖିବାକୁ ମିଳିଛି। ରାଜସ୍ଥାନର କୃଷ୍ଣ କୁମାର ଧାକଡ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସମ୍ମୁଖରେ ଏକ ଅନନ୍ୟ ଚା ଦୋକାନ ଖୋଲିଛନ୍ତି। ଷ୍ଟଲର ନାମ ମଧ୍ୟ ବେଶ୍ ଆଖିଦୃଶିଆ ରଖିଛନ୍ତି ସେ।