Advertisment
Latest Posts
Advertisment
ଜିଲ୍ଲା
ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା: ୪ ଗିରଫ, ୩ ବନ୍ଧୁକ ଜବତ
ଓଡ଼ିଶା ଝାରସୁଗୁଡା ସୀମାନ୍ତ ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ପୁଲିସକୁ ସଫଳତା ମିଳିଛି। ଘଟଣାର ପ୍ରାୟ ୧୫ ଦିନ ପରେ ପୁଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି.....
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
ଜମାକାରୀଙ୍କୁ ବଡ ଝଟକା ଦେଲା ଆଇସିଆଇସିଆଇ ବ୍ୟାଙ୍କ
ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ବ୍ୟାଙ୍କ ତାର ସର୍ବନିମ୍ନ ହାରାହାରି ମାସିକ ବାଲାନ୍ସ (MAMB) ସମ୍ପର୍କରେ ଏକ ନୂତନ ନିୟମ ଜାରି କରିଛି। ବ୍ୟାଙ୍କ ୧ ଅଗଷ୍ଟ, ୨୦୨୫ କିମ୍ବା ତା'ପରେ ଖୋଲାଯାଇଥିବା ସଞ୍ଚୟ ଖାତା ପାଇଁ ପୂର୍ବରୁ ଥିବା ମାସିକ ବାଲାନ୍ସକୁ
ଅପରାଧ
ଯୁବକଙ୍କୁ ଥାର୍ଡ ଡିଗ୍ରି: ଥାନାରେ ଏସ୍ପିଙ୍କ ଖୋଳତାଡ଼, ସିସି କ୍ୟାମେରା ଫୁଟେଜ୍କୁ ନେଇ ଅଡୁଆ!
ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରି ଓ ପୁଲିସର ନିର୍ଯାତନା ସହି ନ ପାରି ବିଷ ପିଇବା ଘଟଣାରେ ଆଜି ଏସ୍ପି ୟଶ୍ ପ୍ରତାପ ଶ୍ରୀମଲ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ଜଣେ ଏସ୍ଆଇଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ ଏସ୍ପି।
ମନୋରଞ୍ଜନ
ଭାଇ ତୋ ଫଟୋକୁ ବାନ୍ଧିଲି ରାଖୀ..ଯନ୍ତ୍ରଣାରେ ଫାଟି ପଡ଼ୁଛି ଛାତି
ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପୋଷ୍ଟ ସେୟାର କରି ଲେଖିଛନ୍ତି,‘ ଯେତେବେଳେ ବାସ୍ତବତା କ’ଣ ମନେ ପଡ଼ିଯାଏ...ବୁଝିବାକୁ ହୁଏ ବଞ୍ଚିଥିଲା ଯାଏ ତୁମକୁ ଆଉ କେବେ ଦେଖିବି ନାହିଁ? ସେ କଥା ଭାବିଲା ବେଳକୁ ଛାତି ଯନ୍ତ୍ରଣାରେ ଫାଟି ପଡେ।’
ପୁନଶ୍ଚ ପୃଥିବୀ
ବଦଳୁଥିବା ଜଳବାୟୁ ପାଇଁ ସମସ୍ତେ ସଚେତନ ହୁଅନ୍ତୁ: ଅରୁଣ
ଜଣେ ସୁସ୍ଥ ମଣିଷ ପାଇଁ ପ୍ରତ୍ୟେକ ଦିନ ୫୫୦ ଲିଟର ଶୁଦ୍ଧ ଅମ୍ଳଜାନ ଆବଶ୍ୟକ। ଯେତେବେଳେ ସଭ୍ୟତା ବଢ଼ିନଥିଲା ସେତେବେଳେ ବିପୁଳ ଓ ବହୁଳ ପରିମାଣର ବୃକ୍ଷସମ୍ପଦ ରହିଥିଲା। ଏବେ ତାହାର ଅଧାରୁ ଯଥେଷ୍ଟ କମ୍ ଗଛ ରହିଛି।