Advertisment
Latest Posts
Advertisment
ରାଜ୍ୟ
ପୁଅ ଓ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅଭିଯୁକ୍ତ ବାପା ଫେରାର
ବାପା ସାଜିଲା ନର ଚଣ୍ଡାଳ, ପୁଅ ସହିତ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ପକାଇଛି ବାପା। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଭୋଗରାଇ ବ୍ଲକ ଅନ୍ତର୍ଗତ ଖଇରପିପଳ ପଞ୍ଚାୟତ ଦହମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଜିଲ୍ଲା
ଲୋକଙ୍କ ମତରେ ପ୍ରସ୍ତୁତ ହେବ ଓଡ଼ିଶା ଭିଜନ ୨୦୩୬-୨୦୪୭: ମନ୍ତ୍ରୀ
ମୃତ୍ତିକା ସଂରକ୍ଷଣ, ନଦୀକୂଳିଆ ଅଞ୍ଚଳରେ ବୃକ୍ଷ ରୋପଣ, କ୍ରୀଡାର ଭିତ୍ତି ଭୂମି ସହିତ ପ୍ରାଥମିକ ବିଦ୍ୟାଳୟରୁ କ୍ରୀଡା ପ୍ରଶିକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା । ଜଳସ୍ତର କମୁଥିବାରୁ ପୂର୍ବାନୁମାନ କରି ଜଳସ୍ତର ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରିବା....
ଖେଳ
ଗମ୍ଭୀରଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣଙ୍କୁ ଗୁରୁ ଦାୟିତ୍ବ: ଇଂଲଣ୍ଡ ଶୃଙ୍ଖଳା ପ୍ରସ୍ତୁତିର ତଦାରଖ କରିବେ
ମା’ଙ୍କ ହୃଦ୍ଘାତ ପାଇଁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ବଦେଶ ଫେରିବାକୁ ବାଧ୍ୟ ହେବା ପରେ ଇଂଲଣ୍ଡ ଶୃଙ୍ଖଳା ଲାଗି ଭାରତୀୟ ଦଳର ପ୍ରସ୍ତୁତିକୁ ତଦାରଖ କରିବେ ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟର୍ ଭିଭିଏସ୍ ଲକ୍ଷ୍ମଣ।
ରାଜନୀତି
ଆଝାରୁଦ୍ଦିନଙ୍କ ପୁଅ ରାଜନୀତିରେ: ୧୧ ଦିନ ଖେଳିଥିଲେ କ୍ରିକେଟ
ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନ ରାଜନୀତିରେ ପାଦ ଦେଇଛନ୍ତି ଏବଂ ତେଲେଙ୍ଗାନା କଂଗ୍ରେସର ମହାସଚିବ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ପିତା ଏବଂ ରାହୁଲ ଗାନ୍ଧୀଙ୍କ ଠାରୁ ପ୍ରେରଣା ନେଇ ସେ ଲୋକଙ୍କ ସେବା କରିବାକୁ ସଂକଳ୍ପ ନେଇଛନ୍ତି....
ଅପରାଧ
ମୃତକଙ୍କ ଫଟୋକୁ ନେଇ ଭୁଲ୍ ଖବର ପ୍ରସାରିତ ବନ୍ଦ୍ କରିବାକୁ ନିବେଦନ କଲେ ସଂପର୍କୀୟ
ଅହମଦାବାଦ୍ ବିମାନ ଦୁର୍ଘଟଣାକୁ ସହ୍ୟ କରିବା ପାଇଁ ସାରା ଦେଶ ସଂଘର୍ଷ କରୁଥିବା ବେଳେ ଜଣେ ମୃତକଙ୍କ ଶୋକାକୁଳ ପରିବାର ସଦସ୍ୟ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାକୁ ନେଇ ହେଉଥବା ଅପପ୍ରଚାରକୁ ବନ୍ଦ୍ କରିବାକୁ ନିବେଦନ କରିଛନ୍ତି।
ମନୋରଞ୍ଜନ
ମାତ୍ର ୨ଟି ଫିଲ୍ମ ପରେ ଗାୟବ ହୋଇଗଲେ ଏହି ଅଭିନେତା, ଏବେ ସମ୍ଭାଳୁଛନ୍ତି କୋଟି କୋଟି ଟଙ୍କାର କମ୍ପାନୀ
ଆଜି ଆମେ ଆପଣଙ୍କୁ ଏପରି ଜଣେ ଷ୍ଟାର କିଡ୍ ବିଷୟରେ କହିବାକୁ ଯାଉଛୁ ଯିଏ ଦୁଇଟି ଫିଲ୍ମରେ ନଜର ଆସିଛନ୍ତି। ସେ ଇଣ୍ଡଷ୍ଟ୍ରିରୁ ଗାଏବ ହୋଇଗଲେ ଏବଂ ଏବେ କୋଟି କୋଟି ଟଙ୍କାର କମ୍ପାନୀ ଚଳାଉଛନ୍ତି।