ମେଷ: ଆପଣଙ୍କ ଜୀବନରେ ହସଖୁସି ବଢ଼ିବ। ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଅଫିସର ପରିବେଶ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ପ୍ରେମରେ ସଫଳତା ପାଇବେ।
ମିଥୁନ: ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପ୍ରତିଟି କାମର ସମାଧାନ ସହସା ବାହାରିଯିବ। ଇ˚ଜିନିୟରଙ୍କର ପଦୋନ୍ନତି ହୋଇପାରେ।
କର୍କଟ: ଅନ୍ୟମାନଙ୍କ ସହିତ ନିଜ କାମର କଥା ଆଲୋଚନା କରନ୍ତୁ ନାହିଁ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
ସି˚ହ: ପୁଞ୍ଜି ନିବେଶ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ଅଫିସରେ ପରିବେଶ ଭଲ ରହିବ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।
କନ୍ୟା: ନୂଆ ଦିଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ମଧୁର ଭାଷା ସାହାଯ୍ୟରେ ନିଜର କାମ କରାଇନେବେ। ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ତୁଳା: କାରବାରରେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।
ବିଛା: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନାର ତଲାସ କରିବେ। ଆପଣଙ୍କ ପୁଅ ଲାଗି କନ୍ୟା ଖୋଜା ପୂରା ହେବ। ବନ୍ଧୁ ସହିତ ଦିନଟି ଭଲରେ କଟିବ।
ଧନୁ: କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ନିଜ ବ୍ୟବହାରରେ ସ˚ଯମ ରଖନ୍ତୁ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ।
ମକର: କମ୍ ବିଶ୍ବାସ କରୁଥିବା ଜିନିଷ ହାସଲ କରିବେ। ଆପଣଙ୍କ ମନରେ ନୂଆ ସକାରାତ୍ମକ ବିଚାର ସୃଷ୍ଟି ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।
କୁମ୍ଭ: ନିଜର ସଫଳତାକୁ ନେଇ ଆଶ୍ବସ୍ତ ରହିବେ। ବନ୍ଧୁଙ୍କୁ ସହଯୋଗ କରିବାର ଅବସର ପାଇବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।
ମୀନ: କୌଣସି କାର୍ଯ୍ୟ ସ˚ପୂର୍ଣ୍ଣ କରିବା ଲାଗି ସମୟ ଲାଗିପାରେ। କାହାରିକୁ ଆପଣଙ୍କ ଠାରୁ ଅତ୍ୟଧିକ ଆଶା ରହିବ। ବ୍ୟବସାୟରେ ଲାଭର ଯୋଗ ରହିଛି।