ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଜିଓ ପ୍ରଭାବ: ଭୋଡାଫୋନ ଘୋଷଣା କଲା ୪୯୬ ଏବଂ ୧୭୭ ଟଙ୍କିଆ ୨ଟି ଆକର୍ଷଣୀୟ ଅଫର୍‌

ନୂଆଦିଲ୍ଲୀ: ପ୍ରିପେଡ ଗ୍ରାହକଙ୍କ ପାଇଁ ଭୋଡାଫୋନ ନେଇ ଆସିଛି ନୂତନ ଆକର୍ଷଣୀୟ ଯୋଜନା। ଭୋଡାଫୋନ ୨ଟି ନୂଆ ଯୋଜନା ବାହାର କରିଛି। ଗୋଟାଏ ଯୋଜନାର ଦର ୪୯୬ ଟଙ୍କା ଥିବା ବେଳେ ଅନ୍ୟଟିର ଦର ୧୭୭ ଟଙ୍କା। ୨ଟି ଯାକ ଯୋଜନାରେ ଅସୀମିତ ଭଏସ କଲିଂ ଏବଂ ଡାଟା ପ୍ୟାକ୍‌ ସୁବିଧା ଉପଲବ୍ଧ। ୪୯୬ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଓପ୍ପୋ ଲଞ୍ଚ କଲା ସୁନ୍ଦର ଲୋକଙ୍କୁ ଦୂରରୁ ଚିହ୍ନିପାରୁଥିବା ପରି ଫୋନ୍‌

ଓପ୍ପୋ କମ୍ପାନି ଆଣିଲା ନୂଆ ସ୍ମାର୍ଟଫୋନ। କମ୍ପାନୀ ନିଜର ନୂଆ ସ୍ମାର୍ଟଫୋନ୍‌ ‘ଓପ୍ପୋ ଏଫ୫’ ଫିଲିପାଇନ୍‌ସରେ ଲଂଚ କରିଛି। ଏହି ଫୋନରେ ରହିଛି ରହିଛି ଏକ ସ୍ୱତନ୍ତ୍ର ଫିଚର ଯାହା ସୁନ୍ଦର ଲୋକଙ୍କୁ ଚିହ୍ନିପାରିବ। ଏହାସହ ଏହି ନୂତନ ସ୍ମାର୍ଟଫାନରେ ରହିଛି ଅନେକ ମଜାଦାର ଫିଚର। ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ହେଉଛି ଅଶୋଧିତ ତୈଳ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବଢ଼ିବାରେ ଲାଗିଛି। ବ୍ୟାରେଲ ପିଛା ଅଶୋଧିତ ତୈଳ ମୂଲ୍ୟ ୬୦ ଡଲାର ପାଖାପାଖି ପହଞ୍ଚିଗଲାଣି। ୨୦୧୫ ମଧ୍ୟ ଭାଗରେ ଦର ଏହି ସ୍ତରରେ ରହିଥିଲା। ଅଶୋଧିତ ତୈଳ ମହଙ୍ଗା ହେଉଥିବାରୁ ଆଗାମୀ ଦିନରେ ପେଟ୍ରୋଲ୍‌ ଏବଂ ଡିଜେଲ ଦର ବଢ଼ିବାର ଆଶଂକା…
ଅଧିକ ଖବର ଦେଖନ୍ତୁ...

ଭାରତ ଦ୍ୱିତୀୟ ବଡ଼ ସ୍ମାର୍ଟଫୋନ୍‌ ବଜାର

ମୁମ୍ବାଇ: ସ୍ମାର୍ଟଫୋନ୍‌ ବିକ୍ରି କ୍ଷେତ୍ରରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ଟପିଯାଇଛି। ସ୍ମାର୍ଟଫୋନ ବିକ୍ରିରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଦ୍ୱିତୀୟ ବୃହତ୍‌ ବଜାର ଥିବାବେଳେ ଏବେ ଏହି ସ୍ଥାନ ଭାରତ ହାସଲ କରିନେଇଛି। ପ୍ରଥମ ସ୍ଥାନରେ ଚୀନ୍‌ ରହିଛି। ଗତ ବର୍ଷର ତୃତୀୟ ତ୍ରୟମାସ…
ଅଧିକ ଖବର ଦେଖନ୍ତୁ...

କେୟାର ହସ୍‌ପିଟାଲ୍‌ରେ ନୂଆ ‘ମସ୍ତିଷ୍କ ଘାତକ କ୍ଲିନିକ୍‌’

ଭୁବନେଶ୍ୱର: କେୟାର ହସ୍‌ପିଟାଲ୍‌ ପକ୍ଷରୁ ଆଜି ଏକ ମସ୍ତିଷ୍କ ଘାତକ କ୍ଲିନିକ୍‌ ଖୋଲାଯାଇଛି। ଏହାକୁ ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଏହି କ୍ଲିନିକ୍‌ ଦ୍ୱାରା ବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କ ଘାତକ ରୋଗୀମାନଙ୍କ ପାଇଁ ଶ୍ରୀଘ ଏବଂ ଉତ୍ତମ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟସ୍‌ଆପ୍‌ରେ ଭୁଲ୍‌ରେ ପଠାଯାଇଥିବା ମେସେଜ୍‌ ଡିଲିଟ୍‌ କରିହେବ

ନୂଆଦିଲ୍ଲୀ: ହ୍ଵାଟସ୍ଆପ୍‌ରେ ମେସେଜ୍‌ ପଠାଉଥିବା ଲୋକମାନ ଭଲ ଭାବେ ଜାଣିଥିବେ ଯେ ଥରେ କୌଣସି ମେସେଜ୍‌, ଫଟୋ କିମ୍ବା ଭିିଡିଓ କାହାକୁ ପଠାଇ ଦେବା ପରେ ଆଉ କିଛି କରାଯାଇପାରିବ ନାହିଁ। ବ୍ୟବହାରକାରୀମାନେ ଅନେକ ସମୟରେ ଭୁଲ ଲୋକଙ୍କୁ ଭୁଲ ମେସେଜ୍‌ ପଠାଇବା ପରେ କେବଳ ଚିନ୍ତା ହିଁ କରନ୍ତି।…
ଅଧିକ ଖବର ଦେଖନ୍ତୁ...

‘ଦି ଡଗ୍‌ଆଉଟ୍‌’ର ନୂଆ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର):ନୟାପଲ୍ଲୀର କ୍ରିଷ୍ଣା ପ୍ଲାଜା ମଲ୍‌ର ତୃତୀୟ ମହଲାରେ ଦି ଡଗ୍‌ଆଉଟ୍‌ର ନୂଆ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ ହୋଇଛି। ଯୁବ ଉଦ୍ୟୋଗୀ ସୁନିଲ ରୁଙ୍ଗଟା ଏବଂ ରବି ମୋଡାଙ୍କ ଦ୍ୱାରା ଏହି ଆଉଟ୍‌ଲେଟ୍‌ ଖୋଲାଯାଇଛି। ଏହା କଂପାନିର ଚତୁର୍ଥ ଆଉଟ୍‌ଲେଟ୍‌। ଏହା ଏକ ସ୍ପୋର୍ଟସ୍‌ ଲାଉଞ୍ଜ ଏବଂ…
ଅଧିକ ଖବର ଦେଖନ୍ତୁ...

ହାର୍ଲେ-ଡେଭିଡ୍‌ସନ୍‌ର ପ୍ରଥମ ସୋ’ରୁମ୍‌

ଭୁବନେଶ୍ୱର: ବିଶ୍ୱ ସ୍ତରରେ ବାଇକ୍‌ ଚାଳକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆମେରିକୀୟ ବାଇକ୍‌ କଂପାନି ହାର୍ଲେ-ଡେଭିଡ୍‌ସନ୍‌ ପକ୍ଷରୁ ଓଡ଼ିଶାରେ ଏହାର ପ୍ରଥମ ସୋ’ରୁମ୍‌ ଖୋଲାଯାଇଛି। ଜାତୀୟ ନଖରା ପାଖାପାଖି ଜାତୀୟ ରାଜପଥ-୫ ପାର୍ଶ୍ୱରେ ଥିବା ପଦ୍ମା ଗେଟ୍‌େଓ୍ଵଠାରେ ଏହି…
ଅଧିକ ଖବର ଦେଖନ୍ତୁ...

ଖଣି ଅଞ୍ଚଳର ବିକାଶ ପାଇଁ ୯୦୦ କୋଟି

ଭୁବନେଶ୍ୱର: ରାଜ୍ୟର ୮ଟି ଜିଲ୍ଲାର ଖଣି ପ୍ରଭାବିତ ଅଂଚଳ ପାଇଁ ଓଏମ୍‌ବିଏଡିସି ଅଧୀନରେ ରାଜ୍ୟ ସରକାର ୯୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି। ଏବେ ସୁଦ୍ଧା ନିଗମକୁ ୧୦୦୦ କୋଟି ଟଙ୍କାର ପାଣ୍ଠି ମିଳିଛି। ଏହା ମଧ୍ୟରୁ ୯୦ ପ୍ରତିଶତ ପାଣ୍ଠି ବା ୯୦୦ କୋଟି ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲର ନୂତନ ପ୍ଲାନ୍‌, ରିଚାର୍ଜ ପରେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୫ରେ ରିଲାଏନ୍ସ ଜିଓ ଦମଦାର ଅଫର ସହିତ ବଜାରକୁ ପ୍ରବେଶ କରି ଟେଲିକମ ସେକ୍ଟେରରେ ହଇଚଇ ସୃଷ୍ଟି କରିଥିଲା। ତେବେ ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଯାଇ ଏୟାରଟେଲ ଓ ଭୋଡ଼ାଫୋନ୍‌ ସେମାନଙ୍କ ଡାଟା ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛିନ୍ତି। ତେବେ ଏୟାରଟେଲ୍‌…
ଅଧିକ ଖବର ଦେଖନ୍ତୁ...