ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ନଭେମ୍ବରରୁ ୫୦୦ ଟ୍ରେନ୍‌ର ଗତି ବଢ଼ିବ

ନୂଆଦିଲ୍ଲୀ: ଦେଶର ୫୦୦ଟି ଦୂରଗାମୀ ଟ୍ରେନ୍‌ର ଗତି ଆସନ୍ତା ମାସଠାରୁ ବୃଦ୍ଧି ପାଇବ। ଏହା ଦ୍ୱାରା ଯାତାୟାତ ସମୟ ମଧ୍ୟ ହ୍ରାସ ପାଇବ। ରେଳବାଇ ପକ୍ଷରୁ ‘ଅଭିନବ ଟାଇମ୍‌ଟେବୁଲ୍‌’ର ପ୍ରଚଳନ ମଧ୍ୟ କରାଯିବ। ନଭେମ୍ବରର ଟାଇମ୍‌ ଟେବୁଲ୍‌ (ସମୟ ସାରଣୀ)ରେ ଦୂରଗାମୀ ଟ୍ରେନ୍‌ଗୁଡ଼ିକର ନୂତନ ସମୟ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରେ ବିକ୍ରି ହେବ ସ୍ୱଳ୍ପ ସଞ୍ଚୟ ସ୍କିମ୍‌

ନୂଆଦିଲ୍ଲୀ,: ଲୋକମାନଙ୍କ ମଧ୍ୟରେ ସଞ୍ଚୟ ଅଭ୍ୟାସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ବିଭିନ୍ନ ପ୍ରକାର ସ୍ୱଳ୍ପ ସଞ୍ଚୟ ସ୍କିମ୍‌ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌ଠାରୁ ଆରମ୍ଭ କରି ରିକରିଂ ଡିପୋଜିଟ୍‌ (ଆର୍‌ଡି ଜମା) ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ ଆଧାର ସହିତ ୟୁଏଏନ୍‌ ଯୋଡ଼ିବା ସୁବିଧା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ ) ଏହାର ସଦସ୍ୟମାନଙ୍କୁ ଏକ ନୂଆ ସୁବିଧା ଯୋଗାଇ ଦେଇଛି। ତାହାହେଲେ ସଦସ୍ୟମାନେ ଅନ୍‌ଲାଇନ୍‌ରେ ସେମାନଙ୍କ ୟୁଏଏନ୍‌ ନମ୍ବରକୁ ଆଧାର ନମ୍ବର ସହିତ ଯୋଡ଼ିପାରିବେ। ଏହାଦ୍ୱାରା ସଦସ୍ୟମାନେ ଇପିଏଫଓର ବିଭିନ୍ନ ସେବା ତ୍ୱରିତ ବେଗରେ…
ଅଧିକ ଖବର ଦେଖନ୍ତୁ...

ଟ୍ରାୟମ୍ଫ୍‌ର ନୂଆ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଆର୍‌ଏସ୍‌ ବାଇକ୍‌

ଭୁବନେଶ୍ୱର: ଟ୍ରାୟମ୍ଫ ମୋଟରସାଇକଲ୍‌ ଏହାର ନୂଆ ବାଇକ୍‌ ୨୦୧୭ ଷ୍ଟ୍ରିଟ୍‌ ଟ୍ରିପଲ୍‌ ଆର୍‌ଏସ୍‌କୁ ଉନ୍ମୋଚନ କରିଛି। ଏହା ବହୁତ ଆକର୍ଷଣୀୟ ଏବଂ ଏଥିରେ ଅନେକ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ଏହା ଶକ୍ତିଶାଳୀ ମଧ୍ୟ। ଏଥିରେ ବ୍ୟବହାର କରାଯାଇଥିବା ଇଞ୍ଜିନ ଅଧିକ ଟର୍କ ଏବଂ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଡିଆଇ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏସ୍‌ଡିଆଇ, ଭୁବନେଶ୍ୱର ପକ୍ଷରୁ ବ୍ରହ୍ମପୁରରେ ଯୁବ ବର୍ଗଙ୍କ ପାଇଁ ସାତ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୧ରୁ ୧୭ ପର୍ଯ୍ୟନ୍ତ ଏହା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଇଣ୍ଡିଆନ୍‌ ଅଏଲର ମୁଖ୍ୟ ପ୍ରବନ୍ଧକ-ଅର୍ଥ ଅରୁଣ…
ଅଧିକ ଖବର ଦେଖନ୍ତୁ...

ନୂଆ ସଫ୍ଟଓୟାରକୁ ବିରୋଧ, ଧର୍ମଘଟକୁ ଓହ୍ଲାଇବେ ଆୟକର କର୍ମଚାରୀ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିଲା ନୂଆ ସଫ୍ଟଓୟାର-ଆଇଟି ବିଜ୍‌ ଆପ୍ଲିକେସନ୍‌ (ଆଇଟିବିଏ)କୁ ବିଭାର କର୍ମଚାରୀ ଓ ଅଧିକାରୀମାନେ ଘୋର ବିରୋଧ କରିଛନ୍ତି। ବିଭାଗ ପକ୍ଷରୁ ଏହି ସଫ୍ଟଓୟାରକୁ ଅକ୍ଟୋବର ୧ରୁ କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଏହାର କାର୍ଯ୍ୟକାରିତାକୁ…
ଅଧିକ ଖବର ଦେଖନ୍ତୁ...

ମୁଦ୍ରା ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ୟୁନାଇଟେଡ୍‌ ଇନ୍‌ସ୍ୟୁରାନ୍ସ ଷ୍ଟଲ୍‌

ଭୁବନେଶ୍ୱର: ଚଳିତ ମାସ ୧୪ରେ ଜନତା ମଇଦାନଠାରେ ଅନୁଷ୍ଠିତ ହୋଇଥିବା ମୁଦ୍ରା ପ୍ରୋତ୍ସାହନ ଅଭିଯାନରେ ୟୁନାଇଟେଡ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ଷ୍ଟଲ୍‌ ଖୋଲାଯାଇଥିଲା। ଏହି ଷ୍ଟଲ୍‌କୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କଂପାନିର…
ଅଧିକ ଖବର ଦେଖନ୍ତୁ...

ବିଜିୟୁରେ ବ୍ୟାଙ୍କିଙ୍ଗ ଆଲୋଚନାଚକ୍ର

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ) ଭୁବନେଶ୍ୱର ପକ୍ଷରୁ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଛନ୍ତି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଉପରେ ଗୁରୁତ୍ୱ ତଥା…
ଅଧିକ ଖବର ଦେଖନ୍ତୁ...

କ୍ୟୁନେଟ୍‌’ର କଲ୍ୟାଣମୂଳକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କଂପାନି କ୍ୟୁନେଟ୍‌ ପକ୍ଷରୁ ଦେଶର ଅନଗ୍ରସର ଲୋକମାନଙ୍କ କଲ୍ୟାଣ ନିମନ୍ତେ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ପାର୍ବଣ ସମୟରେ କ୍ୟୁନେଟ୍‌ର ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ୧୭ଟି ସହରରେ ଏହାକୁ ଆୟୋଜନ…
ଅଧିକ ଖବର ଦେଖନ୍ତୁ...

‘ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଆଧାରକାର୍ଡ ସଂଯୋଗ ନେଇ ଆର୍‌ବିଆଇ କୌଣସି ନିର୍ଦ୍ଦେଶ ଜାରି କରିନାହିଁ’

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଆଧାରକାର୍ଡ ସଂଯୋଗ ନ କରାଇଲେ ବ୍ୟାଙ୍କ୍‌ ଖାତା ରଦ୍ଦ ହୋଇଯିବ ବୋଲି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ମାତ୍ର ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ) ଆଧାରରେ ଏକ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...