ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ମାତ୍ର ୧ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା ଆପେଲ୍‌ ଆଇଫୋନ୍‌ ଏକ୍ସର ସବୁତକ ଫୋନ୍‌

ନୂଆଦିଲ୍ଳୀ: ନିକଟରେ ଆପେଲ୍‌ ଲଞ୍ଚ କରିଥିବା ଦାମୀ ମୋବାଇଲ୍‌ ଆପେଲ୍‌ ଆଇଫୋନ୍‌ ଏକ୍ସ ମାତ୍ର ୧ ଘଣ୍ଟା ମଧ୍ୟରେ ସବୁ ତକ ବିକ୍ରି ହୋଇ ଶେଷ ହୋଇଯାଇଛି। ଶୁକ୍ରବାର ଭାରତ ସମେତ ସମୁଦାୟ ୫୫ଟି ଦେଶରେ ଏହି ଫୋନ୍‌ଟି ଉପଲବ୍ଧ ହୋଇଥିଲା। ଆଇଫୋନ୍‌ ଏକ୍ସ ଭାରତୀୟ ସମୟରେ ୧୨.୩୦ରେ ପ୍ରି-ବୁକିଂ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଦୁବାଇରେ କୋଠାବାଡ଼ି କିଣାକିଣିରେ ଭାରତୀୟମାନେ ପୁଣି ଶୀର୍ଷରେ

ମୁମ୍ବାଇ: ଜାନୁଆରି ୨୦୧୬ରୁ ଜୁନ୍‌ ୨୦୧୭ ମଧ୍ୟରେ ଭାରତୀୟମାନେ ଦୁବାଇରେ ୪୨, ୦୦୦ କୋଟି ମୂଲ୍ୟର ସମ୍ପତ୍ତି ଖରିଦ କରିଛନ୍ତି। ଦୁବାଇ ଲ୍ୟାଣ୍ଡ୍‌ ଡିପାର୍ଟମେଣ୍ଟ୍‌ କହିବା ଅନୁସାରେ, ଏମିରେଟ୍‌ସ୍‌ରେ ବିଦେଶୀ ସମ୍ପତ୍ତି ବିନିଯୋଗକାରୀ ଭାବେ ଭାରତୀୟମାନେ ପୁନଶ୍ଚ ଶୀର୍ଷସ୍ତରକୁ ଆସିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଧାର ନଥିଲେ ବି ରାସନ୍‌ ମିଳିବ

ନୂଆଦିଲ୍ଲୀ: ଯେଉଁ ଲୋକମାନଙ୍କର ଆଧାର ନମ୍ବର ନାହିଁ କିମ୍ବା ଯେଉଁମାନେ ନିଜ ରାସନ କାର୍ଡକୁ ଆଧାର ସହିତ ସଂଯୋଗ କରିନାହାନ୍ତି ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଜରିଆରେ ପ୍ରଦାନ କରାଯାଉଥିବା ଖାଦ୍ୟଶସ୍ୟ ଦେବାକୁ ମନା କରନାହିଁ ବୋଲି କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ଧନୀ ସଂଖ୍ୟାରେ ଆମେରିକାକୁ ଟପିଲା ଏସିଆ

ବେଜିଂ: ପ୍ରଥମ ଥର ପାଇଁ ଏସିଆର କୋଟିପତି (ବିଲିଓନେୟାର) ସଂଖ୍ୟା ଆମେରିକାଠାରୁ ଅଧିକ ହୋଇଛି। ଚୀନ୍‌ରେ ସର୍ବାଧିକ ୩୧୮ ଜଣ ବିଲିଓନେୟାର ରହିଛନ୍ତି। ଗତବର୍ଷ ସମଗ୍ର ଏସିଆରେ ୧୬୨ ଜଣ ନୂଆ ବିଲିଓନେୟାର ସୃଷ୍ଟି ହୋଇଥିବା ବେଳେ ସେଥି ମଧ୍ୟରୁ ୧୦୧ ଜଣ ହେଉଛନ୍ତି ଚୀନ୍‌ର। ଏସିଆରେ…
ଅଧିକ ଖବର ଦେଖନ୍ତୁ...

ପଞ୍ଜୀକରଣ ରଦ୍ଦ ହୋଇଥିବା କଂପାନିଙ୍କ ସମ୍ପତ୍ତି ଉପରେ ସରକାରଙ୍କ ନଜର

ନୂଆଦିଲ୍ଲୀ: ସରକାର ପଞ୍ଜୀକରଣ ରଦ୍ଦ କରିଥିବା କଂପାନିଗୁଡ଼ିକର ସମ୍ପତ୍ତି ଉପରେ ନଜର ପକାଇଛନ୍ତି। ଏଭଳି କଂପାନିଗୁଡ଼ିକର ଯେଉଁ ସବୁ ସମ୍ପତ୍ତି ରହିଛି ତାହା ଚିହ୍ନଟ କରିବାକୁ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି। କଂପାନିଗୁଡ଼ିକର ସମ୍ପତ୍ତିକୁ ନେଇ ଯେଭଳି…
ଅଧିକ ଖବର ଦେଖନ୍ତୁ...

ବିଭ୍ରାନ୍ତିକର ବିଜ୍ଞାପନ ପାଇଁ କଡ଼ା ନିୟମ ଆସିବ

ନୂଆଦିଲ୍ଲୀ: ସରକାର ନୂଆ ଉପଭୋକ୍ତା ସୁରକ୍ଷା ନିୟମ ଉପରେ କାମ କରୁଛନ୍ତି। ସବୁ ଦୃଷ୍ଟିରୁ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିବ। ବିଭ୍ରାନ୍ତିକର ବିଜ୍ଞାପନ ଜରିଆରେ ଗ୍ରାହକମାନଙ୍କୁ ଠକିବାକୁ ପ୍ରୟାସ କରୁଥିବା କଂପାନିଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ୪୯୧ଟଙ୍କା ପ୍ଲାନ୍‌ ବୃଦ୍ଧି ପାଇ ହେଲା ୪୯୯ଟଙ୍କା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ପ୍ଲାନ୍‌ରେ ଆଣିଛି ପରିବର୍ତ୍ତନ। ରିଲାଏନ୍ସ ଜିଓର ୪୯୧ ପ୍ରିପେଡ ରିଚାର୍ଜ ପେକ୍‌କୁ ବୃଦ୍ଧି କରି ୪୯୯ଟଙ୍କା କରି ଦେଇଛି। ତେବେ ୪୯୧ପ୍ଲାନ୍‌ ବ୍ୟବହାର କରୁଥିବା ଗ୍ରାହକ ୯୧ଦିନ ପର୍ଯ୍ୟନ୍ତ ୯୧ଜିବି ସହିତ ଏଫ୍‌ୟୁପ ପାଇପାରିବେ  । ୪୯୯ପ୍ଲାନ୍‌  ଜିଓର ୪୫୯…
ଅଧିକ ଖବର ଦେଖନ୍ତୁ...

ଭୋଡାଫୋନ୍‌ର ନୂତନ ପ୍ଲାନ୍‌: ୬୯ଟଙ୍କାରେ ପାଇ ପାରିବେ ଅସୀମିତ କଲ ସହିତ ୫୦୦ଏମ୍‌ବି ଡାଟା

ନୂଆଦିଲ୍ଲୀ: ଭୋଡାଫୋନ୍‌ ଇଣ୍ଡିଆ ଗ୍ରାହକଙ୍କ ପାଇଁ ‘ସୁପରଉଇକ୍‌’ ପ୍ଲାନ୍‌ ଲଞ୍ଚ କରିଛି। ନୂତନ ସୁପର ଉଇକ୍‌ ପ୍ଲାନ୍‌ରେ ଭୋଡାଫୋନ୍‌ ୬୯ଟଙ୍କାରେ ଅସୀମିତ କଲ ସହିତ ଡାଟା ଅଫର ବି ଦେଇଛି। ନୂତନ ଭୋଡାଫୋନ୍‌ ସୁପରଉଇକ୍‌ ପ୍ଲାନ୍‌ ଜରିଆରେ, ଗ୍ରାହକଙ୍କୁ ୬୯ଟଙ୍କାରେ କୌଣସି ବି ନେଟଓ୍ଵାର୍କ…
ଅଧିକ ଖବର ଦେଖନ୍ତୁ...

ପୁଣି କେରଳରୁ ୨ ଆଇଏସଆଇଏସ୍‌ ଏଜେଣ୍ଟ ଗିରଫ

କନ୍ନୁର: କେରଳ ଭାଲାପାଟ୍ଟାନାମ ପୁଲିସ ଗୁରୁବାର ଦୁଇ ଜଣ ମୁସଲମାନ ଯୁବକଙ୍କୁ ଗିରଫ କରି କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନାମରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ୍‌ ପାଇଁ ସ୍ଥାନୀୟ ଲୋକଙ୍କୁ ଭର୍ତ୍ତି କରିବାର ଅଭିଯୋଗ ହୋଇଥିଲା। ଗିରଫ ଦୁଇ ଯୁବକଙ୍କ ନାମ ହାମସା ଓ ମାନାଫା। ହାମସା ଓ…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆରେ ଚାକିରି ସୁଯୋଗ: ଅଷ୍ଟମ ପାସ୍‌ ବି କରିପାରିବେ ଆବେଦନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିବା ଆବେଦକଙ୍କ ପାଇଁ ଖୁସି ଖବର। ଅଷ୍ଟମ ଶ୍ରେଣୀ ପାସ୍‌ କରିଥିବା କୌଣସି ପ୍ରାର୍ଥୀ ଏୟାର ଇଣ୍ଡିଆରେ ଖାଲି ଥିବା ପଦବି ଲାଗି ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି। ତେବେ ଆସନ୍ତୁ ଜାଣିବେ କିପରି କରିବେ ଏହି ପଦ ପାଇଁ ଆବେଦନ।…
ଅଧିକ ଖବର ଦେଖନ୍ତୁ...