ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

WhatsAppରେ ୭ ମିନିଟ୍‌ ସମୟର ନୂଆ ଫିଚର୍ସ୍‌ କ’ଣ? ଏମିତି ନୂଆ ଫିଚର୍ସ୍‌ ଆଣିଲା WhatsApp ଯାହାକୁ ଏବେଯାଏଁ ସମସ୍ତେ…

ବହୁଥର ଭୁଲ୍‌ରେ ଆପଣ ପଠାଉଥିବା ମେସେଜ୍‌ ଆଉ କାହାକୁ ପଳେଇ ଯାଇଥାଏ.... ପରେ ସମସ୍ୟା ଆରମ୍ଭ ହୋଇଯାଇଥାଏ। କିନ୍ତୁ ବର୍ତ୍ତମାନ ଯଦି ଜାଣିକି ବି ଭୁଲ୍‌ ମେସେଜ୍‌ ପଠେଇଲେ ମଧ୍ୟ ଆଉ ଡରିବାର ନାହିଁ। ଟେକ୍ସ୍‍ଟ ମେସେଜ୍‌ ସହ ଫଟୋ, ଭିଡିଓ ଆଦି ସବୁ ଜିନିଷକୁ ଆପଣ କରିପାରିବେ…
ଅଧିକ ଖବର ଦେଖନ୍ତୁ...

େଓ୍ଵଟିଂ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପଡ଼ିବ ମହଙ୍ଗା,ଟ୍ରେନ୍‌ରେ ରହିବେ ନାହିଁ ଟିଟିଇ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା। କିଛିଦିନ ମଧ୍ୟରେ ରେଳରେ ଯାତ୍ରା କରୁଥିବା ସମୟରେ ଆଉ ଟିଟିଇ ଦେଖାଯିବେ ନାହିଁ। ରେଳବାଇ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ଓ ସଂଶୋଧନ କରିବାକୁ ଯାଇ କହିଛି, ଏଣିକି ଯାତ୍ରା ସମୟରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ…
ଅଧିକ ଖବର ଦେଖନ୍ତୁ...

ରେଳବାଇର ନୂତନ ସ୍କିମ୍‌: ଯାତ୍ରୀଙ୍କୁ ମାଗଣାରେ ଯାତ୍ରା କରିବା ସୁଯୋଗ

ନୂଆଦିଲ୍ଲୀ: ରେଳବାଇ ନିକଟରେ ଟ୍ରେନ୍‌ର ସମୟ ସାରଣୀଠାରୁ ଆରମ୍ଭ କରି ନମ୍ବର ପରିବର୍ତ୍ତନ ନେଇ ଘୋଷଣା କରିଥିଲା। ଏଥିସହିତ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ କେତେକ ଟ୍ରେନ୍‌ର ବେଗକୁ ବୃଦ୍ଧି କରିବା ସହିତ ଟିକେଟ ବୁକିଂ କରିବା ସମୟରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧା…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ୍‌ ନିଷ୍ପତ୍ତି: କୃଷି ବିକାଶ ଯୋଜନାକୁ ୧୫,୭୨୨ କୋଟି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିଓ୍ଵାଇ) ଆଗାମୀ ତିନି ବର୍ଷ (୨୦୧୯-୨୦୨୦ ପର୍ଯ୍ୟନ୍ତ) ଆର୍‌କେଭିିଓ୍ଵାଇ-ରେମୁନରେଟିଭ୍‌ ଆପ୍ରୋଚେସ୍‌ ଫର୍‌ ଏଗ୍ରିକଲ୍‌ଚର୍‌ ଆଣ୍ଡ୍‌ ଆଲାଏଡ୍‌ ସେକ୍ଟର ରିଜୁଭେନେସନ୍‌ (ରଫତାର୍‌) ନାମରେ ଜାରି ରହିବ। ଏହି ଯୋଜନା ପାଇଁ ୧୫,୭୨୨ କୋଟି…
ଅଧିକ ଖବର ଦେଖନ୍ତୁ...

ମୁକେଶ ଏସିଆର ଶ୍ରେଷ୍ଠ ଧନୀ

ମୁମ୍ବାଇ: ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଏସିଆର ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ହେଉଛି ୪୨.୧ ବିଲିଅନ ଡଲାର। ଆଜି ସେ ଚୀନ୍‌ର ହୁଇ କା ୟାନ୍‌ଙ୍କୁ ଶୀର୍ଷ ସ୍ଥାନରୁ ଗାଦିଚ୍ୟୁତ କରିଛନ୍ତି। ଫୋବର୍ସର ତଥ୍ୟ ଅନୁଯାୟୀ ରିଲାଏନ୍ସ…
ଅଧିକ ଖବର ଦେଖନ୍ତୁ...

୨୦୧୯ ପୂର୍ବରୁ ବଦଳିବନି

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ବର୍ଷ ଚକ୍ର ପରିବର୍ତନ ନେଇ ଯେଉଁ ଯୋଜନା ରହିଥିଲା ତାହା ଶୀତଳ ଭଣ୍ଡାରକୁ ଚାଲିଯାଇଛି। ୨୦୧୯ ପୂର୍ବରୁ ଆର୍ଥିକ ବର୍ଷ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ଯାହା ବି କିଛି ହେବ ତାହା ୨୦୧୯ ପରେ ହେବ। ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଲାଗୁ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଅଣ ସବ୍‌ସିଡି ଏଲ୍‌ପିଜି ଦର ୯୩ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଆଜି ସବ୍‌ସିଡି, ଅଣ ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ଏବଂ ବିମାନ ଇନ୍ଧନ ଏଟିଏଫ୍‌ର ମୂଲ୍ୟ ବୃଦ୍ଧି କରାଯାଇଛି। ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ଦରରେ ୪ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ୨୦୧୬ ଜୁଲାଇ ପରେ ଏହି ଧରଣର ସିଲିଣ୍ଡର ଦରରେ ଏହା ୧୯ତମ ବୃଦ୍ଧି। ଏହାର ପରଠାରୁ ୧୯…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ର ନୂଆ ପୋଷ୍ଟପେଡ୍‌ ଅଫର୍‌

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଦୂର ସଂଚାର କଂପାନି ବିଏସଏନଏଲ୍‌ ପକ୍ଷରୁ ପୋଷ୍ଟ୍‍ପେଡ୍‌ ମୋବାଇଲ୍‌ ଗ୍ରାହକଙ୍କ ପାଇଁ ନୂଆ ଅଫର ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ ୬୦% ପର୍ଯ୍ୟନ୍ତ ରିହାତି ପାଇବେ। ସାତଟି ପୋଷ୍ଟପେଡ୍‌ ପ୍ଲାନ୍‌ ଏହି ଅଫର ଲାଗୁ ହେବ। ସେଗୁଡ଼ିକ ହେଉଛି ୨୨୫ ଟଙ୍କା, ୩୨୫…
ଅଧିକ ଖବର ଦେଖନ୍ତୁ...

‘କ୍ୟାମ୍ପସ୍‌ ସୁଜ୍‌’ର ନୂଆ ଲୋଗୋ

ନୂଆଦିଲ୍ଲୀ: କ୍ୟାମ୍ପସ୍‌ ସୁଜ୍‌ ଏହାର ନୂତନ ଲୋଗୋକୁ ଉନ୍ମୋଚନ କରିଛି। ସ୍ୱତନ୍ତ୍ର ଡିଜାଇନ୍‌ ଏବଂ ରଙ୍ଗକୁ ନେଇ ଏକ ନୂଆ ଲୋଗୋ ପ୍ରସ୍ତୁତ କରାଯାଇଛି। ନୂତନ ଦର୍ଶନ ଏବଂ ଗ୍ରାହକ ସମ୍ପର୍କ ଅନୁଭୂତି ଜରିଆରେ କ୍ୟାମ୍ପସ୍‌ ଭାରତ ଏବଂ ଆନ୍ତର୍ଜାତିକ ବଜାରରେ ଏହାର ବଜାର ଅଂଶ ପରିମାଣ ବଢ଼ାଇବାକୁ…
ଅଧିକ ଖବର ଦେଖନ୍ତୁ...

ବଜାରରେ ‘ନୋକିଆ ୨’ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ଏଚଏମଡି ଗ୍ଲୋବାଲ ପକ୍ଷରୁ ନୋକିଆ ୨ ସ୍ମାର୍ଟଫୋନ୍‌କୁ ଭାରତୀୟ ବଜାରରେ ଉନ୍ମୋଚନ କରାଯାଇଛି। ଏହାର ବ୍ୟାଟେରି ଥରେ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ରହିବ। ପାଞ୍ଚ ଇଞ୍ଚ ସ୍କ୍ରିନ୍‌ ଥିବା ଏହି ଫୋନ୍‌ରେ କ୍ୱାଲାକମ ସ୍ନାପଡ୍ରାଗନ ପ୍ରୋସେସର ରହିଛି। ଏହି ଆଣ୍ଡ୍ରଏଡ୍‌ ଫୋନ୍‌ଟି…
ଅଧିକ ଖବର ଦେଖନ୍ତୁ...