ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ହ୍ଵାଟସ୍‌ଆପ୍‌ ସେବାରେ ତ୍ରୁଟି, ବ୍ୟବହାରକାରୀ ଟୁଇଟରରେ ଜଣାଇଲେ ଅସୁବିଧା

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଲୋକପ୍ରିୟ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସମଗ୍ର ଦୁନିଆରେ ପାଖାପାଖି ୧୦୦କୋଟି ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀ ୧୮୦ଟି ଦେଶରେ ରହିଛନ୍ତି। ତେବେ ଶୁକ୍ରବାର ଏହି ମେସେଜିଂ ଆପ୍‌ର ସେବାରେ ତ୍ରୁଟି ହେବାରୁ କିଛି ସମୟ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ତଦନ୍ତ ଦାବି କଲେ ବ୍ୟବସାୟୀ

ବେଙ୍ଗାଲୁରୁ: ଜିଏସ୍‌ଟି ନେଟଓ୍ଵର୍କରେ ବାରମ୍ବାର ଦେଖାଦେଉଥିବା ସମସ୍ୟାର ସମାଧାନ ହୋଇପାରୁନଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ଜାହିର କରିଛନ୍ତି। ଜିଏସ୍‌ଟି ଲାଗୁ ଦେବା ଦିନଠାରୁ ଏହି ପୋର୍ଟାଲ୍‌ ଠିକ୍‌ ଭାବେ କାମ କରିବା କଥା। ମାତ୍ର ଚାରି ମାସ ପରେ ମଧ୍ୟ ତାହା ପରୀକ୍ଷାମୂଳକ ଭାବେ କାମ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧ରୁ ନୂଆ ଚାରି ଚକିଆ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ସମସ୍ତ ନୂଆ ଚାରି ଚକିଆ ଯାନ ଯଥା କାର୍‌, ବସ୍‌, ଟ୍ରକ୍‌ରେ ଫାସ୍‌ଟ୍ୟାଗ୍‌ ଲଗାଇବା ବାଧ୍ୟତାମୂଳକ। ଗାଡ଼ିରେ ସାମ୍ନାରେ ଥିବା ଚଉଡ଼ା ସ୍କ୍ରିନ୍‌ରେ ଏହି ଫାସ୍‌ଟ୍ୟାଗ୍‌ ଲାଗିବ। କାରଖାନା କିମ୍ବା ଡିଲରସିପ୍‌ରୁ ଗାଡ଼ି ବାହାରିବା ପୂର୍ବରୁ ଏହାକୁ ଲଗାଇବାକୁ…
ଅଧିକ ଖବର ଦେଖନ୍ତୁ...

ନିଜେ ଚଲାଇବା ପାଇଁ ଭଡ଼ାରେ ଗାଡ଼ି ଦେବ ‘ଜୁମ୍‌କାର୍‌’

ଭୁବନେଶ୍ୱର: ଭୁବନେଶ୍ୱରରେ ଜୁମ୍‌କାର୍‌ ଏହାର ସେବା ଆରମ୍ଭ କରିଛି। ଏହା ହେଉଛି ଏଭଳି ଏକ ସଂସ୍ଥା ଯାହା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କୁ ଭଡ଼ାରେ କାର୍‌ ଯୋଗାଇ ଦେଉଛି। ଏହି ସଂସ୍ଥାର ପ୍ରଦାନ କରୁଥିବା ସବୁଠୁ ବଡ଼ ସୁବିଧା ହେଉଛି ଲୋକମାନେ ଗାଡ଼ିକୁ ଭଡ଼ାରେ ନେବା ପରେ ନିଜେ…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ୍‌ ୩ଜି ସେବା ବନ୍ଦ କରିବ

ମୁମ୍ବାଇ: ଏୟାରଟେଲ୍‌ ଆସନ୍ତା ୩-୪ ବର୍ଷ ଭିତରେ ଏହାର ୩ଜି ସେବାକୁ ବନ୍ଦ କରିଦେବ। ଦେଶରେ ଯେଉଁଭଳି ଭାବେ ଡାଟା ବ୍ୟବହାର ବୃଦ୍ଧି ପାଇଛି ତାହାକୁ ନଜରରେ ରଖି କଂପାନି ୪ଜି ନେଟଓ୍ଵର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମନୋନିବେଶ କରିଛି। କିଛି ବର୍ଷ ପରେ ଏହା କେବଳ ୨ଜି ଏବଂ ୪ଜି ସେବା ଜାରି…
ଅଧିକ ଖବର ଦେଖନ୍ତୁ...

‘ଷ୍ଟାଇଲ୍‌ ସୁଜ୍‌’ ସାରା ରାଜ୍ୟରେ ଷ୍ଟୋର୍‌ ଖୋଲିବ

ଭୁବନେଶ୍ୱର: ରାଜ୍ୟ ଜୋତା ବଜାରର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ‘ଷ୍ଟାଇଲ୍‌ ସୁଜ୍‌’ ସାରା ଓଡ଼ିଶାରେ ଏହାର ଷ୍ଟୋର୍‌ ଖୋଲିବାକୁ ଯୋଜନା ରଖିଛି। ସୟଦ ହୁସେନ୍‌ ଅହମ୍ମଦଙ୍କ ନେତୃତ୍ୱରେ ବ୍ୟବସାୟ ପ୍ରଦର୍ଶନର ଶୀର୍ଷରେ ଥିବା ଏହି ସଂସ୍ଥା ଫ୍ରାଞ୍ଚାଇଜି ମଡେଲ୍‌ରେ ଏହାର ଷ୍ଟୋର୍‌ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଏଚ୍‌ପିସିଏଲ୍‌କୁ ପୁରସ୍କାର କେନ୍ଦ୍ରୀୟ ଭିଜିଲାନ୍‌ସ କମିସନଙ୍କ ତରପରୁ ଏଚ୍‌ପିସିଏଲ୍‌କୁ ‘ଦୁର୍ନୀତି ନିବାରଣ ଉତ୍କର୍ଷ ପୁରସ୍କାର-୨୦୧୭’ ପ୍ରଦାନ କରାଯାଇଛି। ଏକ ଉଚ୍ଚ ସ୍ତରୀୟ କମିଟି ତରଫରୁ ପୁରସ୍କାରର ବିଜେତା ଚୟନ କରାଯାଇଛି। କଂପାନିର ସିଭିଓ ୟୁ କ୍ରିଷ୍ଣମୂର୍ତି ଉପ ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲର ୩ଜି ସେବା ବନ୍ଦ ହେବ !

ନୂଆଦିଲ୍ଲୀ: ଟେଲିକମ କମ୍ପାନି ଭାରତୀ ଏୟାରଟେଲ ତାର ୩ଜି ସେବା ଆଗାମୀ କିଛି ବର୍ଷରେ ବନ୍ଦ କରିବା ପାଇଁ ଯୋଜନା କରୁଛି ।ଏୟାରଟେଲର ଭାରତ ଓ ଦକ୍ଷିଣ ଏସିଆର ଏମଡ଼ି ଓ ସିଇଓ ଗୋପାଲ ବିଟ୍ଟଲଙ୍କ କହିବା ଅନୁସାରେ, ସେମାନେ ୩ଜି ଉପରେ ଟଙ୍କା ନିବେଶ କରିବା ବନ୍ଦ କରି ଦେଇଛନ୍ତି । ଏମିତିରେ ୩ ଜିରେ…
ଅଧିକ ଖବର ଦେଖନ୍ତୁ...

ହ୍ୟାକ୍‌ରଙ୍କ କବଳରୁ ଆପଣଙ୍କ ଫୋନ୍‌କୁ ସୁରକ୍ଷା ତେବେ ଏହି ତିନିଟି ସେଟିଙ୍ଗ,ପରୀକ୍ଷା କରି ଦେଖନ୍ତୁ

ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ସ୍ମାର୍ଟଫୋନ । ଅଧିକାଂଶ ବ୍ୟକ୍ତି ମୋବାଇଲରେ ବିଭିନ୍ନ ବ୍ୟକ୍ତିଗତ ଡାଟା ମଧ୍ୟ ରଖିଥିବା ବେଳେ ତଥ୍ୟ ଚୋରି ହୋଇଥିବାର କଥା ସାମ୍ନାକୁ ଆସିଛି । ଏପରିକି ବିଭିନ୍ନ ସମୟରେ ସାଇବର ଆଟାକ ହେଉଥିବାର ଘଟଣା ଶୁଣିବାକୁ ମିଳୁଛି। ଏଣିକି ଆପଣଙ୍କ ଫୋନରେ ୩ଟି ଏପରି…
ଅଧିକ ଖବର ଦେଖନ୍ତୁ...

WhatsAppରେ ୭ ମିନିଟ୍‌ ସମୟର ନୂଆ ଫିଚର୍ସ୍‌ କ’ଣ? ଏମିତି ନୂଆ ଫିଚର୍ସ୍‌ ଆଣିଲା WhatsApp ଯାହାକୁ ଏବେଯାଏଁ ସମସ୍ତେ…

ବହୁଥର ଭୁଲ୍‌ରେ ଆପଣ ପଠାଉଥିବା ମେସେଜ୍‌ ଆଉ କାହାକୁ ପଳେଇ ଯାଇଥାଏ.... ପରେ ସମସ୍ୟା ଆରମ୍ଭ ହୋଇଯାଇଥାଏ। କିନ୍ତୁ ବର୍ତ୍ତମାନ ଯଦି ଜାଣିକି ବି ଭୁଲ୍‌ ମେସେଜ୍‌ ପଠେଇଲେ ମଧ୍ୟ ଆଉ ଡରିବାର ନାହିଁ। ଟେକ୍ସ୍‍ଟ ମେସେଜ୍‌ ସହ ଫଟୋ, ଭିଡିଓ ଆଦି ସବୁ ଜିନିଷକୁ ଆପଣ କରିପାରିବେ…
ଅଧିକ ଖବର ଦେଖନ୍ତୁ...