ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

୭୬% ଏଲ୍‌ଇଡି ବଲ୍‌ବ ବିପଜ୍ଜନକ

ନୂଆଦିଲ୍ଲୀ: ଭାରତରେ ବିକ୍ରି କରାଯାଇଥିବା ୭୬% ଏଲ୍‌ଇଡି ବଲ୍‌ବ ବିପଜ୍ଜନକ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହି ବଲ୍‌ବଗୁଡ଼ିକ ପାଇଁ ଉପଭୋକ୍ତା ନିରାପତ୍ତା ଦୃଷ୍ଟିରୁ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡଗୁଡ଼ିକ ନିର୍ମାତାମାନେ ପାଳନ କରିନାହାନ୍ତି। ବଜାର ଗବେଷଣା ସଂସ୍ଥା ନିଲ୍‌ସନ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସରକାରୀ ବ୍ୟାଙ୍କ ମିଶ୍ରଣ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମିଶ୍ରଣ ପ୍ରସ୍ତାବଗୁଡ଼ିକର ଦେଖାଶୁଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ନେତୃତ୍ୱରେ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ଅନ୍ୟ ସମସ୍ତମାନେ ହେଉଛନ୍ତି ରେଳ ମନ୍ତ୍ରୀ ପୀୟୂଷ ଗୋୟଲ…
ଅଧିକ ଖବର ଦେଖନ୍ତୁ...

ଜିଓ ଫିଚର ଫୋନ୍‌ ବୁକିଙ୍ଗ ଶୀଘ୍ର ଆରମ୍ଭ ହେବ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଏହାର ୧୫୦୦ ଟଙ୍କିଆ ଫିଚର୍‌ ଫୋନ୍‌ର ବିକ୍ରି ଶୀଘ୍ର ଆରମ୍ଭ କରାଯିବ ବୋଲି କୁହାଯାଇଛି। ଏହି ଫୋନ୍‌ର ଉତ୍ପାଦନକୁ କଂପାନି ବନ୍ଦ କରିଦେଇଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଜିଓ ପକ୍ଷରୁ ଏହା କୁହାଯାଇଛି। ଗଣମାଧ୍ୟମ ରିପୋର୍ଟକୁ କଂପାନି…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ୍‌ ଆଣିବ ୧୩୪୯ ଟଙ୍କିଆ ୪ଜି ଫୋନ୍‌

ନୂଆଦିଲ୍ଲୀ: ସୁଲଭ ମୂଲ୍ୟର ୪ଜି ସ୍ମାର୍ଟଫୋନ୍‌ ଆଣିବା ପାଇଁ ହ୍ୟାଣ୍ଡ୍‌ସେଟ୍‌ ନିର୍ମାତା ସେଲ୍‌କନ୍‌ ସହିତ ହାତ ମିଳାଇଛି ଏୟାରଟେଲ୍‌। ଏହା ଏକ ଆଣ୍ଡ୍ରଏଡ୍‌ ଫୋନ୍‌ ହେବ। ଏହାର ମୂଲ୍ୟ ୧୩୪୯ ଟଙ୍କା ରହିବ। ଏହି ଫୋନ୍‌ ସହିତ ଏୟାରଟେଲ୍‌ର ୧୬୯ ଟଙ୍କିଆ ପ୍ଲାନ୍‌ ମିଳିବ ଯେଉଁଥିରେ ଗ୍ରାହକମାନେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ରେଳବାଇ ବିନା-ଟିକେଟ ଯାତ୍ରୀଙ୍କ ଠାରୁ ୧୧କୋଟି ଜରିମାନା ସଂଗ୍ରହ କରିଛି

ନୂଆଦିଲ୍ଲୀ: କେନ୍ଦ୍ର ରେଳବାଇ(ସିଆର) ଅନଧିକୃତ ଏଜେଣ୍ଟଙ୍କ ବିରୋଧରେ ଚଳିତ ମାସରୁ ଏକ ଅନୁସନ୍ଧାନ ଅଭିଯାନ ଆରମ୍ଭ କରିଛି। ଯେଉଁମାନେ କି ଅନ୍‌ଲାଇନ୍‌ରେ ବଲକ୍‌ ଟିକେଟ ବୁକିଂ କରିବା ସହିତ ବେଆଇନ୍‌ ସଫ୍ଟଓୟାର ବ୍ୟବହାର କରି କଳା ବ୍ୟବସାୟ ଚଳାଇଥାଆନ୍ତି। ଦୀପାବଳି ସମୟରେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ପୁଣିଥରେ ରିଲାଏନ୍ସ ଜିଓ ବଦଳାଇଲା ଟାରିଫ୍‌ ପ୍ଲାନ! ଏଣିକି ଗ୍ରାହକଙ୍କୁ ପ୍ରତ୍ୟେକ ଦିନ ମିଳିବ ୩ଜିବି ଡାଟା!

ମୁମ୍ବାଇ: ଭାରତୀୟ ଟେଲିକମ୍‌ କଂପାନି ରିଲାଏନ୍ସ ଜିଓ ପୁଣିଥରେ ନିଜର ଗ୍ରାହକଙ୍କ ଖୁସିକୁ ଆଖିଆଗରେ ରଖି ଟାରିଫ୍‌ ପ୍ଲାନ୍‌କୁ ଅପ୍‌ଡେଟ୍‌ କରିଛି। ଏଥିସହିତ ଗତ ୧୫ ଦିନ ମଧ୍ୟରେ ଏହା ହେଉଛି କଂପାନି ପକ୍ଷରୁ ତୃତୀୟ ଥର ପାଇଁ ବଦଳାଯାଇଥିବା ନୂତନ ଟାରିଫ୍‌ ପ୍ଲାନ୍‌। ତେବେ, ଏନେଇ ରିଲାଏନ୍ସ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ଜବରଦସ୍ତ ଅଫର: ଆଇଫୋନ୍‌ କିଣି ୭୦ ପ୍ରତିଶତ ପାଆନ୍ତୁ ବାୟବ୍ୟାକ

ନୂଆଦିଲ୍ଲୀ: ଆମେରିକା ଫୋନ ର୍ନିମାଣ କମ୍ପାନି ଆପୋଲର ଆଇଫୋନଏକ୍ସର ପ୍ରି ବୁକିଂ ଇ-କମର୍ସ ୱେବସାଇଟ୍‌ ଆମାଜନ ଏବଂ ଫ୍ଲିପକାର୍ଟରେ ଆରମ୍ଭ ହୋଇସାରିଛି । ଆଉ ଏହି ଫୋନ ସହିତ ଟେଲିକମ କମ୍ପାନି ରିଲାଏନ୍‌ସ ଜିଓ ଆଣି ଦେଇଛି ୭୦ ପ୍ରତିଶତ ବାୟବ୍ୟାକର ଅଫର । ସେହିପରି ଚାଇନା କମ୍ପାନି ସାଓମିର…
ଅଧିକ ଖବର ଦେଖନ୍ତୁ...

ଏୟାର୍‌ଟେଲ୍‌ ଆଣିଲା ମାତ୍ର ୧,୩୪୯ଟଙ୍କା ମୂଲ୍ୟରେ ଆଉ ଏକ ଶସ୍ତା ୪ଜି ସ୍ମାର୍ଟଫୋନ୍‌!

ମୁମ୍ବାଇ: ଭାରତୀୟ ଟେଲିକମ୍‌ କଂପାନି ଭାରତୀ ଏୟାର୍‌ଟେଲ୍‌ ପକ୍ଷରୁ ଏବେ ଆଉ ଏକ ଶସ୍ତା ୪ଜି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଛି। ତେବେ ଏନେଇ କଂପାନି ପକ୍ଷରୁ ସେଲ୍‌କାନ୍‌ ମୋବାଇଲ୍‌ କଂପନି ସହିତ ବୁଝାମଣା ହୋଇଛି। ଯେଉଁଥିରେ କି ଗ୍ରାହକମାନେ ଏବେ ମାତ୍ର ୧,୩୪୯ଟଙ୍କା ଦେଇ ଏହି ଶସ୍ତା…
ଅଧିକ ଖବର ଦେଖନ୍ତୁ...

ଏଣିକି କଣ୍ଠସ୍ୱର ଦ୍ୱାରା ହେବ୍‌ ଅନ୍‌ଲାଇନ୍‌ ପେମେଣ୍ଟ୍‌!

ନୂଆଦିଲ୍ଲୀ: ଅନଲାଇନ କାରବାରକୁ ପୂର୍ବପେକ୍ଷା ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନମାନଙ୍କରେ ଅନେକ ନୂଆ ଫିଚର ଜାରି କରିପାରେ। ଇତି ମଧ୍ୟରେ ଖୁବ୍‌ ଶୀଘ୍ର ଏକ ନୂଆ ଫିଚର ଲଂଚ ହେବାକୁ ଯାଉଛି। ଯାହାକି ରହିଛି ଆପଣଙ୍କ ଭଏସ ଉପରେ ଆଧାରିତ। ଏହି ଫିଚର ଜରିଆରେ ଅନଲାଇନ ପେମେଂଟ ପାଇଁ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟସ୍‌ଅପ୍‌ରେ ଆସିଲା ନୂତନ ‘ରିକଲ୍‌ ଫିଚର୍‌’! ଏହା ସାହାଯ୍ୟରେ ପାଇବେ ଏସବୁ ଫାଇଦା!

ହ୍ଵାଟସ୍‌ଅପ୍‌ ବ୍ୟବହାରକାରୀଙ୍କ ଲାଗି ଖୁସି ଖବର! ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ହ୍ଵାଟସ୍‌ଅପ୍‌ ତରଫରୁ ଉପଭୋକ୍ତାମାନଙ୍କ ପାଇଁ ସବୁଠାରୁ ଆକର୍ଷଣୀୟ ଫିଚର୍‌କୁ ଲଞ୍ଚ୍‌ କରାଯାଇଛି। ତେବେ, ଏହି ଫିଚର୍‌ଟି ଆସିବା ପରେ ଦୁଃଖି ହୋଇଥିବା ବ୍ୟବହାରକାରୀଙ୍କ ତୁଳନାରେ ଖୁସି ହୋଇଥିବା…
ଅଧିକ ଖବର ଦେଖନ୍ତୁ...