ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଚାହିଦା ୮ ବର୍ଷରେ ସବୁଠୁ କମ୍‌

ମୁମ୍ବାଇ: ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ସୁନା ବଜାର। ଚୀନ୍‌ ପରେ ଭାରତରେ ସବୁଠୁ ଅଧିକ ସୁନା ବିକ୍ରି ହୋଇଥାଏ। କିନ୍ତୁ ଭାରତୀୟ ଗ୍ରାହକଙ୍କ ନିକଟରେ ସୁନା ଏହାର ଚମକ ହରାଇଛି। ଭାରତରେ ଚଳିତବର୍ଷ ସୁନା ଚାହିଦା ଯେଉଁ ସ୍ତରରେ ରହିବ ବୋଲି ଅନୁମାନ କରାଯାଉଛି ତାହା ଗତ ୮ ବର୍ଷର…
ଅଧିକ ଖବର ଦେଖନ୍ତୁ...

ଜିଓର ଟ୍ରିପଲ୍‌ କ୍ୟାସ୍‌ବ୍ୟାକ୍‌ ଅଫର୍‌

ମୁମ୍ବାଇ: ରିଲାଏନ୍‌ସ ଜିଓ ପକ୍ଷରୁ ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ଅନେକ ପ୍ରକାର ଅଫର ଘୋଷଣା କରାଯାଇଛି। ସେଥିରେ ରହିଛି ଟ୍ରିପଲ୍‌ କ୍ୟାସ୍‌ବ୍ୟାକ୍‌ ଅଫର ସୁବିଧା ଯେଉଁଥିରେ ଗ୍ରାହକମାନେ ୩୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ କରି ୨୫୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌…
ଅଧିକ ଖବର ଦେଖନ୍ତୁ...

ରୋଷେଇ ପାଇଁ ପାଇପ୍‌ରେ ପ୍ରାକୃତିକ ଗ୍ୟାସ୍‌

ଭୁବନେଶ୍ୱର: ସହରାଞ୍ଚଳରେ ଲୋକମାନେ ପ୍ରାକୃତିକ ଗ୍ୟାସ୍‌କୁ ପାଇପ୍‌ ଜରିଆରେ ନିଜ ରୋଷେଇ ଘରେ ପାଇପାରୁଛନ୍ତି। ଏହି ସୁବିଧା ରାଜଧାନୀରେ ଆରମ୍ଭ ହୋଇଛି। ପାଇପ୍‌ ଜରିଆରେ ଯୋଗାଇ ଦିଆଯାଉଥିବାର ପ୍ରାକୃତିକ ଗ୍ୟାସ୍‌କୁ ପିଏନ୍‌ଜି କୁହାଯାଉଛି। ଏହା ଏକ ପରିବେଶ ମିତବ୍ୟୟୀ ଇନ୍ଧନ। ଯେହେତୁ ଏହା…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଗୋ କର୍ମଚାରୀ ଯାତ୍ରୀଙ୍କୁ ମାଡ ମାରିବା ପରେ ଅନ୍ୟ ଏୟାରଲାଇନ୍ସ ଜାରିକଲେ ମଜାଦାର ବିଜ୍ଞାପନ

ନୂଆଦିଲ୍ଲୀ:ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋ ଏୟାରଲାଇନ୍‌ସ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ଦ୍ୱାରା ଜଣେ ଯାତ୍ରୀଙ୍କୁ ମାରିବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏ ସଂପର୍କିତ ଭିଡିଓ ଗଣମାଧ୍ୟମରେ ପ୍ରସାରଣ ହେବାପରେ ଇଣ୍ଡିଗୋ ସଭାପତି ଆଦିତ୍ୟ ଘୋଷ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ…
ଅଧିକ ଖବର ଦେଖନ୍ତୁ...

୩ ହଜାର ଟଙ୍କାରୁ ବି କମ୍‌ରେ ମିଳୁଛି ଏହି ସମସ୍ତ ସ୍ମାର୍ଟ୍‌ଫୋନ୍‌

ଯେଉଁମାନେ ସ୍ମାଟ୍‌ର୍ଫୋନ୍‌ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି କିନ୍ତୁ ବଜେଟ୍‌ ପାଇଁ କିଣିପାରୁ ନାହାନ୍ତି ତାଙ୍କ ପାଇଁ ଭଲ ଖବର। ଇ-କମର୍ସ୍‌ େଓ୍ଵବ୍‌ସାଇଟ୍‌ Shopclues ରେ ମାଇକ୍ରୋମ୍ୟାକ୍ସ୍‍, ଲାଭା, ଇଣ୍ଟେକ୍ସ୍‍ ଓ ସ୍ୱାଇପ୍‌ ଆଦି ଭଲ ବ୍ରାଣ୍ଡ୍‌ର ସ୍ମାର୍ଟ୍‌ଫୋନ୍‌ ରହିଛି, ଯାହା…
ଅଧିକ ଖବର ଦେଖନ୍ତୁ...

ଜିଓର ନୂତନ ଅଫର: ୩୯୯ଟଙ୍କାରୁ ଅଧିକ ରିଚାର୍ଜରେ ମିଳିବ ୨,୫୯୯ଟଙ୍କାର ଫାଇଦା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ପ୍ରତି ସପ୍ତାହରେ ନୂତନ ପ୍ଲାନ୍‌ର ଘୋଷଣା କରୁଛି। କମ୍ପାନି ଦୀପାବଳି ପୂର୍ବରୁ ନିଜର ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନ୍‌ରେ ପରିବର୍ତ୍ତନ ଆଣିଥିଲା। ରିଲାଏନ୍ସ ଜିଓ ପୁଣିଥରେ କ୍ୟାସବ୍ୟାକ୍‌ ଅଫର ଆରମ୍ଭ କରିବାକୁ ଯାଉଛି। କମ୍ପାନି ଏହି ଅଫର ତଥା…
ଅଧିକ ଖବର ଦେଖନ୍ତୁ...

୧୦୦୦ଫୁଟ ଉଚ୍ଚରୁ ପଡ଼ିଲା ଆଇଫୋନ୍‌ ଏକ୍ସ, ତେବେ ବି କାମ କରୁଛି କ୍ୟାମେରା ସହିତ ସମସ୍ତ ଅପସନ୍‌: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ଆପେଲରର ଆଇଫୋନ୍‌ ଏକ୍ସ କିଛିଦିନ ହେବ ଭାରତରେ ପ୍ରବେଶ କରିଛି। ଏହି ଫୋନ୍‌ର ଏଯାବତ୍‌ ଅନେକଥର ଡ୍ରାପ୍‌ ପରୀକ୍ଷା ମଧ୍ୟ ହୋଇସାରିଛି। ତେବେ ୟୁଟୁବ୍‌ ଚାନେଲ unlockriver.com ଆଇଫୋନ୍‌ ଏକ୍ସକୁ ୧୦୦୦ଫୁଟ ଉଚ୍ଚରୁ ଫିଙ୍ଗି ଏକ୍ସଟ୍ରିମ୍‌ ଡ୍ରାପ୍‌ ପରୀକ୍ଷା କରି ସେହି…
ଅଧିକ ଖବର ଦେଖନ୍ତୁ...

୭୫୦ ଟନ୍‌ ଓଜନର ନୋଟ୍‌କୁ କିଣିବ ଦକ୍ଷିଣ ଆଫ୍ରିକା, ବ୍ୟବହାର କରିବ ନିର୍ବାଚନରେ !

ନୂଆଦିଲ୍ଲୀ: ବିମୁଦ୍ରାୟନ ପରେ ଅଚଳ ହୋଇ ପଡ଼ିଥିବା ବିପୁଳ ପରିମାଣର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଚିନ୍ତା ମଧ୍ୟରେ ପଡ଼ି ଯାଇଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)। ବିପୁଳ ପରିମାଣର ଏହି ଅଚଳ ନୋଟ୍‌କୁ କିପରି ନଷ୍ଟ କରାଯିବ, ଅବା କେଉଁ ଉପାୟ ପ୍ରୟୋଗ କରି ଏହାକୁ ପୁନଃ…
ଅଧିକ ଖବର ଦେଖନ୍ତୁ...

ବୀମା ପଲିସି ସହିତ ଆଧାର ସଂଯୋଗ ବି ବାଧ୍ୟତାମୂଳକ

ବୀମା ନିୟାମକ ଆଇ ଆର ଡିଏଆଇ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟେକ ବୀମା ପଲିସି ସହିତ ଆଧାର ସଂଯୋଗ କରାଯିବା ବାଧ୍ୟତାମୂଳକ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଅର୍ଥ କାରବାରର ନିବାରଣ ଦ୍ୱିତୀୟ ସଂଶୋଧନ ନିୟମ-୨୦୧୭ ଅନୁଯାୟୀ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ…
ଅଧିକ ଖବର ଦେଖନ୍ତୁ...

୨ ଲକ୍ଷ ୨୫ ହଜାର କୋଟିର କ୍ଷତି

ନୂଆଦିଲ୍ଲୀ: ବିମୁଦ୍ରାକରଣର ବର୍ଷ ପୂର୍ତି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଏହାକୁ କ୍ଷତିକାରକ ବୋଲି କହିଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବିମୁଦ୍ରାକରଣ ଯୋଗୁଁ ଦେଶର ଜିଡିପିକୁ ୨ ଲକ୍ଷ ୨୫ ହଜାର କୋଟି ଟଙ୍କାର କ୍ଷତି ପହଞ୍ଚିଛି।…
ଅଧିକ ଖବର ଦେଖନ୍ତୁ...