ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଆଧାର: ମୋବାଇଲ୍‌ ସଂଯୋଗ କଟିବନି

ନୂଆଦିଲ୍ଲୀ: ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଅନେକ ଗ୍ରାହକ ଏପର୍ଯ୍ୟନ୍ତ ନିଜର ମୋବାଇଲ୍‌କୁ ଆଧାର ସହିତ ଲିଙ୍କ୍‌ କରିନାହାନ୍ତି। ଯେଉଁମାନେ ଆଧାର ଲିଙ୍କ୍‌ କରିନାହାନ୍ତି ସେମାନଙ୍କର ମୋବାଇଲ୍‌ ସଂଯୋଗକୁୁ ସରକାର କାଟିବେନି ବୋଲି ଟେଲିକମ୍‌…
ଅଧିକ ଖବର ଦେଖନ୍ତୁ...

ଭୋଡାଫୋନ୍‌ ସେବା ପାଇପାରିବେ ରିଲାଏନ୍ସ କମ୍ୟୁନିକେସନ୍‌ ଗ୍ରାହକ

ମୁମ୍ବାଇ: ଓଡ଼ିଶା ସର୍କଲ ରିଲାଏନ୍‌ସ କମ୍ୟୁନିକେସନ ଗ୍ରାହକମାନଙ୍କୁ ନିଜ ନେଟଓ୍ଵର୍କରେ ସାମିଲ କରିବା ପାଇଁ ଭୋଡାଫୋନ୍‌ ଆହ୍ଵାନ ଦେଇଛି। ରିଲାଏନ୍ସର ଗ୍ରାହକମାନେ ପୋର୍ଟିଂ ଜରିଆରେ ଭୋଡାଫୋନ୍‌ର ସେବା ହାସଲ କରିପାରିବେ। ଗ୍ରାହକମାନେ ନେଟଓ୍ଵର୍କ ସେଟିଂକୁ ଯାଇ ଭୋଡାଫୋନ୍‌କୁ ଚୟନ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବରରେ ଆସିବ ଇ-ସ୍କୁଟ୍‌, ଇ-ମୋପେଡ୍‌

ଭୁବନେଶ୍ୱର: ଗୁଜରାଟ ଟୁନିଓ୍ଵାଲା ନାମକ ସଂସ୍ଥା ପକ୍ଷରୁ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଇ ସ୍କୁଟ ଏବଂ ଇ-ମୋପେଡ୍‌କୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯିବ। ଚାରିଟି ଭାରିଆଣ୍ଟ୍‌ ଏବଂ ୭ଟି ରଙ୍ଗରେ ଇ-ସ୍କୁଟ ଉପଲବ୍ଧ ହେବ। ଥରେ ଚାର୍ଜ କଲେ ଏହା ୧୦୦-୧୫୦ କିମି ପର୍ଯ୍ୟନ୍ତ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ନୂଆ ଉତ୍ପାଦ: ହୋଣ୍ଡାର ସ୍କୁଟର ‘ଗ୍ରାଜିଆ’

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ସହରାଞ୍ଚଳ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ନୂଆ ଅଟୋମେଟିକ୍‌ ସ୍କୁଟର ଗ୍ରାଜିଆକୁ ଉନ୍ମୋଚନ କରାଯାଇଛି। ଦିଲ୍ଲୀରେ ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ ହେଉଛି ୫୭,୮୯୭ ଟଙ୍କା। ଏହି ୧୨୫ ସିସିର ନୂଆ ସ୍କୁଟର…
ଅଧିକ ଖବର ଦେଖନ୍ତୁ...

ସୁଜୁକି ସୁପର ସେଲସ୍‌ର ନୂଆ ସବ୍‌-ଡିଲର

ଭୁବନେଶ୍ୱର: ସୁଜୁକି ସୁପର ସେଲ୍‌ସର ନୂଆ ସବ୍‌ ଡିଲର୍‌ ‘ସୁଜୁକି ଅଟୋ ରାଇଡର’ ରାମଚଣ୍ଡି ମନ୍ଦିର ନିକଟସ୍ଥ ଚାନ୍ଦପୁରଠାରେ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ୩୦୦୦ ଲୋକଙ୍କ ସମାଗମ ହୋଇଥିଲା ଏବଂ ୩ ଜଣ ଗ୍ରାହକ ନଗଦ ଟଙ୍କା ଦେଇ ଗାଡ଼ି କିଣିଥିଲେ। ଏହି ସୋ’ରୁମ୍‌କୁ ଓଲିଉଡ୍‌ ଅଭିନେତ୍ରୀ ମିସ୍‌…
ଅଧିକ ଖବର ଦେଖନ୍ତୁ...

ବାଲିଯାତ୍ରାରେ ଖିମ୍‌ଜୀ, ହିରୋ ଷ୍ଟଲ୍‌

ଭୁବନେଶ୍ୱର: କଟକର ପ୍ରସିଦ୍ଧ ବାଲିଯାତ୍ରାରେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷରୀୟ ଷ୍ଟଲ୍‌ ସ୍ଥାପନ କରାଯାଇଛି। ଏଠାରେ ଲୋକମାନଙ୍କୁ ଧନଲକ୍ଷ୍ମୀ ଯୋଜନା (ମାସିକ କିସ୍ତି ଯୋଜନା) ବିଷୟରେ ବୁଝାଯାଉଛି। ଗ୍ରାହକମାନେ ଷ୍ଟଲ୍‌ରେ ନିଜକୁ ଏହି ସ୍କିମ୍‌ରେ ସାମିଲ କରିପାରିବେ। ସେହିପରି ଅଗ୍ରଣୀ…
ଅଧିକ ଖବର ଦେଖନ୍ତୁ...

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଖୋଲିଲା ସ୍ମାର୍ଟଅପ୍‌ ଜୋନ୍‌

ଭୁବନେଶ୍ୱର: ଷ୍ଟାର୍ଟ ଅପ୍‌ ଉଦ୍ୟୋଗୀଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ଏବଂ ବୈଷୟିକ ପରାମର୍ଶ ଦେବା ଲାଗି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ସ୍ମାର୍ଟଅପ୍‌ ଜୋନ୍‌ ଆରମ୍ଭ କରାଯାଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ଥାନୀୟ ରାମମନ୍ଦିର ନିକଟ ଜନପଥ ଶାଖାରେ ଏହି ଜୋନ୍‌କୁ ଆଜି ରିଜର୍ଭ ବ୍ୟାଙ୍କର…
ଅଧିକ ଖବର ଦେଖନ୍ତୁ...

‘ରିଭେଞ୍ଜ ପର୍ଣ୍ଣ’ରୁ ବଞ୍ଚିବା ପାଇଁ ଫେସ୍‌ବୁକ୍‌କୁ ପଠାନ୍ତୁ ନିଜର ନଗ୍ନ ଚିତ୍ର!

ସିଡ୍‌ନୀ: ଫେସ୍‌ବୁକ୍‌ ଜରିଆରେ ହେଉଥିବା ପ୍ରତିଶୋଧମୂଳକ ଅଶ୍ଳୀଳ ଛବି ପୋଷ୍ଟିଂକୁ ରୋକିବା ପାଇଁ କମ୍ପାନି ଏବେ ଏକ ନୂତନ ପରୀକ୍ଷଣ ଆରମ୍ଭ କରିଛି। ଏହି ପରୀକ୍ଷଣରେ ସାମିଲ୍‌ ହୋଇ ନିଜକୁ ସୁରକ୍ଷା ଦେବାକୁ ଚାହୁଁଥିବା ବ୍ୟବହାରକାରୀ ଫେସ୍‌ବୁକ୍‌କୁ ମେସେଞ୍ଜର ଜରିଆରେ ନିଜର ଏକ ନଗ୍ନ ଫଟୋ…
ଅଧିକ ଖବର ଦେଖନ୍ତୁ...

ଆଧାର ସହିତ ମୋବାଇଲ ନମ୍ବର ସଂଯୋଗ ନକଲେ ବି ସକ୍ରିୟ ରହିବ ଆପଣଙ୍କ ସିମ୍‌: ଡିଓଟି

ନୂଆଦିଲ୍ଲୀ: ସରକାର ଏଣିକି ବିଭିନ୍ନ କ୍ଷେତ୍ରରେ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିଦେଇଛନ୍ତି। ତେବେ ଏବେ ସମସ୍ତେ ନିଜର ବ୍ୟାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ଫୋନ୍‌ ନମ୍ବର ସହିତ ଆଧାର ସଂଯୋଗ କରିବା ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛନ୍ତି। କାରଣ ଏହି ସଂଯୋଗର ସମୟ ସୀମା ଡିସେମ୍ବର…
ଅଧିକ ଖବର ଦେଖନ୍ତୁ...

‘ଯାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରିବା ଇଣ୍ଡିଗୋର ଅଭ୍ୟାସରେ ପରିଣତ ହୋଇଗଲାଣି’

ନୂଆଦିଲ୍ଲୀ: ନିକଟରେ ଇଣ୍ଡିଗୋର ଜଣେ ଗ୍ରାଉଣ୍ଡ ଷ୍ଟାଫ୍‌ ଜଣେ ଯାତ୍ରୀଙ୍କୁ ମାରଧର କରିବା ଘଟଣାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ବୁଧବାର ଉଭୟ ପକ୍ଷକୁ ସମନ ଜାରି କରିଛନ୍ତି। ବିଜେପି ମୁଖପାତ୍ର ଶାହାନଓ୍ଵାଜ ହୁସେନ କହିଛନ୍ତି ଯେ ଏପରି ଅଂହକାରୀ ବ୍ୟବହାର ଦେଖାଇବା…
ଅଧିକ ଖବର ଦେଖନ୍ତୁ...