ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଆମ୍ବିଟ୍‌ର ଆକଳନ: ଆସନ୍ତା ବର୍ଷ ୭% ଅଭିବୃଦ୍ଧି ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପାଣ୍ଠି ପ୍ରଦାନ କରିବା ପାଇଁ ଯେଉଁ ବୃହତ ଯୋଜନା ଘୋଷଣା କରିଛନ୍ତି ତାହା ଦ୍ୱାରା ଦେଶରେ ଋଣ ପ୍ରଦାନ ପରିମାଣ ବଢ଼ିବ। ବ୍ୟାଙ୍କଗୁଡ଼ିକ ପାଖରେ ଅଧିକ ପାଣ୍ଠି ରହିଲେ ସେମାନେ ଅଧିକ ଟଙ୍କା ଋଣ ଆକାରରେ ପ୍ରଦାନ କରିପାରିବେ। ଏହାର…
ଅଧିକ ଖବର ଦେଖନ୍ତୁ...

୨୦୧୯ରୁୁ ସବୁ କାର୍‌ରେ ଏୟାରବ୍ୟାଗ

ନୂଆଦିଲ୍ଲୀ: କାର୍‌ ନିର୍ମାତାମାନଙ୍କୁ ୨୦୧୯ ସୁଦ୍ଧା ସମସ୍ତ କାର୍‌ରେ ଏୟାରବ୍ୟାଗ୍‌, ସ୍ପିଡ୍‌ ଆଲର୍ଟ ଏବଂ ପାର୍କିଂ ସେନ୍‌ସର୍‌ ଭଳି ସୁବିଧା ପ୍ରଦାନ କରିବାକୁ ପଡ଼ିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି ସବୁ ସୁବିଧା କେବେଠାରୁ କାର୍ଯ୍ୟକାରୀ କରାଯିବ ତାହାର ସମୟ ସୀମା…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ଇଣ୍ଟରନେଟ୍‌ ବ୍ୟବହାରକାରୀ ଭାରତରେ ସବୁଠୁ ଅଧିକ

ନୂଆଦିଲ୍ଲୀ: ୟୁଏନ୍‌ କନ୍‌ଫରେନ୍ସ ଅନ୍‌ ଟ୍ରେଡ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ (ଅଙ୍କ୍‌ଟାଡ୍‌) ପକ୍ଷରୁ କୁହାଯାଇଛି ଯେ ୨୦୧୨ରୁ ୨୦୧୫ ମଧ୍ୟରେ ପ୍ରଥମ ଥର ପାଇଁ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଭାରତରେ ଅଧିକ ଥିଲା। ଏହି ସମୟରେ ୧୭.୮ କୋଟି ଭାରତୀୟ ଇଣ୍ଟରନେଟ୍‌ ଦୁନିଆରେ…
ଅଧିକ ଖବର ଦେଖନ୍ତୁ...

୮୭୦୦ କୋଟି ଜିଏସ୍‌ଟି କ୍ଷତିପୂରଣ ଦେଇଛି କେନ୍ଦ୍ର

ବେଙ୍ଗାଲୁରୁ: ଜିଏସ୍‌ଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ରାଜ୍ୟଗୁଡ଼ିକୁ ୮୬୯୮ କୋଟି ଟଙ୍କା ପ୍ରଦାନ କରିଛି। ଅରୁଣାଚଳ ପ୍ରଦେଶ ଏବଂ ରାଜସ୍ଥାନ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକୁ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି। ଜିଏସ୍‌ଟି ଲାଗୁ ହେବା ପରେ ସେସ୍‌ ବାବଦରେ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଡାଲି ଉତ୍ପାଦନ ହ୍ରାସ ଉଦ୍‌ବେଗଜନକ

ଚନ୍ଦ୍ରଶେଖରପୁର: ଦେଶରେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ଉଦ୍‌ବେଗଜନକ ଭାବରେ ହ୍ରାସ ପାଉଛି। ଦେଶର ଏହି ଚାହିଦାକୁ ପୂରଣ କରିବା ନିମନ୍ତେ ବିଦେଶରୁ ଚଢ଼ା ଦରରେ ଡାଲି ଜାତୀୟ ଶସ୍ୟ ଆମଦାନୀ କରାଯାଉଛି। ଏହା ଦେଶର ଅର୍ଥନୀତି ଉପରେ ପ୍ରତିକୁଳ ପ୍ରଭାବ ପକାଉଛି। ବିଜ୍ଞାନ ଓ କାରିଗରୀ କୌଶଳର…
ଅଧିକ ଖବର ଦେଖନ୍ତୁ...

ରେଳବାଇ ଖଟାଇବ ୧୫୦ ବିଲିଅନ ଡଲାର

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଆସନ୍ତା ପାଞ୍ଚ ବର୍ଷରେ ୧୫୦ ବିଲିଅନ ଡଲାର ନିବେଶ କରାଯିବ। ଏହା ଦ୍ୱାରା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ରେଳବାଇକୁ ନୂଆ ପଥରେ ଆଗେଇ ନେବାକୁ ପ୍ରୟାସ କରୁଥିବା ଶ୍ରୀ ଗୋୟଲ କହିଛନ୍ତି ଯେ ରେଳବାଇ ସୁରକ୍ଷିତ,…
ଅଧିକ ଖବର ଦେଖନ୍ତୁ...

‘କଟକ ହାର୍ଡଓୟାର’ ଷ୍ଟୋର୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ବ୍ୟବସ୍ଥାୟ ପ୍ରତିଷ୍ଠାନ କଟକ ହାର୍ଡଓୟାର ପକ୍ଷରୁ ସହିଦନଗରର ମାର୍କେଟ୍‌ ବିଲ୍‌ଡିଂଠାରେ ଏକ ନୂଆ ଷ୍ଟୋର୍‌ ଖୋଲାଯାଇଛି। ଏହାକୁ ବିଶିଷ୍ଟ ଓଡ଼ିଆ ଅଭିନେତା ମିହିର ଦାସ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଷ୍ଟୋର୍‌ର ଶିବଶଙ୍କର ଗୁପ୍ତା, ରାଜେନ୍ଦ୍ର ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

୫ ବର୍ଷରେ ରେଳବାଇରେ ମିଳିବ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି: ପିୟୂଷ ଗୋଏଲ୍‌

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧୫୦ ବିଲିୟନ୍‌ ଡଲାର ନିବେଶ କରାଯାଇ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ରବିବାର ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍‌ ଘୋଷଣା କରିଛନ୍ତି। ଚଳିତବର୍ଷ ଅଗଷ୍ଟ ମାସରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ନୂଆ କରି ରେଳ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିମୁଦ୍ରାୟନକୁ ବରଷେ ହେବ: ଆରବିଆଇ କହିଲା ଏବେ ବି ଚାଲିଛି ଅଚଳ ନୋଟ୍‌ ଯାଞ୍ଚ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ୧ ବର୍ଷ ପୂରିବାକୁ ବସିଲାଣି ମାତ୍ର ଏବେ ବି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ଯାଞ୍ଚ ବନ୍ଦ ହୋଇ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆରବିଆଇ) ପକ୍ଷରୁ ପ୍ରକାଶ ପାଇଛି। ସୂଚନା ଅଧିକାର…
ଅଧିକ ଖବର ଦେଖନ୍ତୁ...

କେବଳ ବଦଳାନ୍ତୁ ଏହି ୪ଟି ସେଟିଙ୍ଗ୍‌! ସ୍ପିଡ଼୍‍ ହୋଇଯିବ ଆପଣଙ୍କର ୪ଜି ଜିଓଫୋନ୍‌!

କେତେକ ଉପଭୋକ୍ତା ଜିଓ ୪ଜି ର ବ୍ୟବହାର କରିବା ପରେ ଏହାର ସ୍ପିଡ଼୍‍କୁ ନେଇ ସନ୍ତୁଷ୍ଟ ନାହାନ୍ତି। ତେବେ ଏନେଇ ସେମାନଙ୍କର କଂପ୍ଲେନ୍‌ ରହିଛି ଯେ ଜିଓ ୪ଜି ରେ ଆଉ ଆଗ ଭଳି ସ୍ପିଡ଼୍‍ ମିଳୁନାହିଁ। ଯେଉଁ କାରଣକୁ ନେଇ ତାଙ୍କୁ ଭଏସ୍‌ କଲିଂଙ୍ଗ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ଉପଯୋଗ କରିବାରେ…
ଅଧିକ ଖବର ଦେଖନ୍ତୁ...