ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

୪୦ ପେଟି ଆସ୍କା ଫର୍ଟି ଜବତ, ଜଣେ ଗିରଫ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ପୁଲିସ ଜଣେ ଚୋରା ମଦ ବ୍ୟବସାୟୀକୁ ଗିରଫ କରିଛି।  ପୁଲିସ ପେଟ୍ରୋଲିଙ୍ଗ ବେଳେ ୪୦ ପେଟି ବା ୧ ହଜାର ପିସ୍ ଆସ୍କା ଫର୍ଟି ମଦ ଜବତ ହୋଇଛି। ଏହି ଚୋରା ମଦ ଚାଲାଣରେ ବାଳକାଟି ଅଞ୍ଚଳର ପ୍ରମୋଦ କୁମାର ସାହୁ (୪୮)ଙ୍କୁ ଗିରଫ କରିବା…
ଅଧିକ ଖବର ଦେଖନ୍ତୁ...

ବାରହା ମାଂସ ଜବତ, ଶିକାରୀ ବାପ-ପୁଅ ଗିରଫ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାନଛପାପାଲି ଗାଁରେ ବାରହା ଶିକାର କରିଥିବା ଅଭିଯୋଗରେ ଶିକାରୀ ହରିଶ୍ଚନ୍ଦ୍ର ଦେହୁରୀ (୬୨ବର୍ଷ) ଏବଂ ତାଙ୍କ ପୁଅ ଶ୍ରୀଧାରୀ ଦେହୁରୀ (୧୯ବର୍ଷ)ଙ୍କୁ ବନ ବିଭାଗ ଗିରଫ କରିଛି। ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନଙ୍କ ସୂଚନା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ କଲେଜ ବାଇପାସ୍‌ରେ ଡକାୟତି ଯୋଜନା : ୫ ଗିରଫ, ୩ ବାଇକ୍ ଓ ବହୁ ମାରଣାସ୍ତ୍ର ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁର ବାଇପାସ୍‌ ରୋଡ୍‌ରେ ଡକାୟତି ପାଇଁ ଯୋଜନା କରି ମାରଣସ୍ତ୍ର ସହ ପ୍ରସ୍ତୁତ ହେଉଥିବା ୫ ଜଣିଆ ଡକାୟତ ଦଳକୁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ କାବୁ କରିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ସହରର ମହମ୍ମଦ ମୋବିନ, ଦେବାଶିଷ ତନ୍ତୀ, ମନୀଷ…
ଅଧିକ ଖବର ଦେଖନ୍ତୁ...

ସୂଚନା ଅଧିକାର କର୍ମୀଙ୍କୁ ବୋମାମାଡ଼ ଘଟଣା: ଏତଲାରେ ବିଧାୟକଙ୍କ ନାଁ

ଧର୍ମଶାଳା: ଯାଜପୁର ଜିଲ୍ଲାର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରାଙ୍କ ଉପରେ ଶନିବାର ରାତିରେ ହୋଇଥିବା ବୋମାମାଡ ଘଟଣା ସଂପର୍କରେ ତାଙ୍କ ପତ୍ନୀ ସୁନ୍ଦୁରିଆ ପଞ୍ଚାୟତର ସମିତି ସଭ୍ୟା ରିଲୁ ବେହୁରା ଆଜି ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ପିଟିଲେ, ଏତଲାର ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍‌

ଟାଙ୍ଗରପାଲି : ଭଷ୍ମା ଥାନା ଅନ୍ତର୍ଗତ ନିଆଳିପାଲି ଗ୍ରାମର ଯୁଗଳ ଦାଶଙ୍କ ଘରକୁ ପଶି କେତେକ ଯୁବକ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲାବେଳେ ଏତଲାର ୮ ଦିନ ପରେ ବି ଭଷ୍ମା ପୁଲିସ ପକ୍ଷରୁ  କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଫଳରେ ସଂପୃକ୍ତ ପୀଡ଼ିତ ପରିବାରଟି ଭୟଭୀତ ହୋଇ ରହିଛି…
ଅଧିକ ଖବର ଦେଖନ୍ତୁ...

ଛଅ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଗିରଫ

ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ବାବଧାନରେ ଜିଲ୍ଲା ଅବକାରୀ ଟିମ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନବଜାର ଅଞ୍ଚଳରେ ଚଢଉ କରିଥିଲେ। ଚଢଉ ସମୟରେ ଛଅ ଗ୍ରାମ ବ୍ରାଉନ ସୁଗାର୍ ସହିତ ବିକ୍ରି କରି ରଖିଥିବା ୩୫୦୦ ଟଙ୍କା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ କନ୍ୟା ଘରେ ପହଞ୍ଚିଲେ ୭ ବର !

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। କନ୍ୟା ଘରେ ଏକାଠି ୭ଜଣ ବର ପହଞ୍ଚିଥିଲେ। କିନ୍ତୁ ସେଠାରେ ନା କନ୍ୟା ଥିଲା ତାଙ୍କ ଘରଲୋକ ଥିଲେ ବୋଲି ୭ଜଣ ବର ପୁଲିସରେ ଅଭିଯୋଗ କରିଛନ୍ତି। ଏଥିସହିତ ସେମାନେ ଠକାମୀର ଶିକାର ହୋଇଥିବା ନେଇ ବି ମାମଲା…
ଅଧିକ ଖବର ଦେଖନ୍ତୁ...

ପୁଲିସ ଅଧିକାରୀଙ୍କ ଘରକୁ ଚୋରି କରିବାକୁ ଯାଇଥିବା ବେଳେ ନରମ ବିଛଣା ଓ ଏସି ଦେଖି ଶୋଇ ପଡ଼ିଲା ଚୋର, ଆଉ ତା’ପରେ…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶିଥିଲା। ଘରୁ ଚୋରି ସାମଗ୍ରୀ ସାଥୀରେ ଧରି ବାହାରିବା ସମୟରେ ତାକୁ ଜୋରରେ ନିଦ ଲାଗିଥିଲା। ନରମ ବିଛଣା ଓ ଏସି ଦେଖି ସେ ସେଠାରେ କିଛି ସମୟ ପାଇଁ ଗଡ଼ି…
ଅଧିକ ଖବର ଦେଖନ୍ତୁ...

୩ ଛୁଆଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ମା’, ୨ ପୁଅ ମୃତ ଓ ଝିଅ ଗୁରୁତର

ଭୁବନେଶ୍ବର: ପାରିବାରିକ ଅଶାନ୍ତିର କରୁଣ ଚିତ୍ର । ୩ ଛୁଆଙ୍କୁ ବିଷ ପିଆଇ ମା' ନିଜେ ବିଷ ପିଇ ଦେଇଛି । ୨ ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ମା' ଓ ଅନ୍ୟ ଜଣେ ଶିଶୁକନ୍ୟା ମୃତ୍ୟୁ ସହ ସଂଗ୍ରାମ କରୁଛି । ଏଭଳି ଅଭାବନୀୟ ଘଟଣା ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଈ ଗାଁରେ ଘଟିଛି । ନିଜ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ସ୍ବାସ୍ଥ୍ୟ ମିସନ ଅଧିକାରୀ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ

ନୂଆଦିଲ୍ଲୀ: ଝାଡଖଣ୍ଡର ସିମଡେଗା ସଦର ଉସ୍ପତାଲ ଜିଲ୍ଲା ପୋଗ୍ରାମ ମ୍ୟାନେଜର ରାଜୀବ କୁମାରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ସିମଡେଗା ପୁଲିସ ତାଙ୍କୁ ଗିରଫ କରି ନେଇଛି। ରାଜୀବ କୁମାର ଜଣେ ନୁହେଁ ଅନେକ ମହିଳାଙ୍କୁ ଯୌନ ନିର୍ଯାତନା…
ଅଧିକ ଖବର ଦେଖନ୍ତୁ...