ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ମୁକୁନ୍ଦପୁର ଯାତ୍ରାରେ ଗଣ୍ତଗୋଳ ଘଟଣା, ୬ ଗିରଫ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ଚକ୍ରଧରପୁର ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଯାତ୍ରାରେ ଘଟିଥିବା ଗଣ୍ତଗୋଳ ମାମଲାରେ ଜେନାପୁର ପୁଲିସ ୬ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସଂଗ୍ରାମ କିଶୋର ସାହୁ (୩୧), ଉଦୟ ନାରାୟଣ ସାହୁ (୩୮), କାଳିଆ ରାଉଳ…
ଅଧିକ ଖବର ଦେଖନ୍ତୁ...

ପୁଇଗୁଡ଼ା ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ସଢ଼ୁକୁ କୋର୍ଟଚାଲାଣ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ପୁଇଗୁଡ଼ା ରାଜୁ ମାଝୀ ହତ୍ୟା ମାମଲାର ଅଭିଯୁକ୍ତ ପାହାଡ଼ପଦର ଗାଁର ଆନନ୍ଦ ହରିଜନ(୪୩ବର୍ଷ)କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଆନନ୍ଦ ମୃତ ରାଜୁଙ୍କ ବଡ଼ସଢୁ ବୋଲି ଜଣାପଡ଼ିଛି। ଟଙ୍କା ଦିଆନିଆରୁ ଗଣ୍ଡ‌ଗୋଳ ଘଟି ଏହି…
ଅଧିକ ଖବର ଦେଖନ୍ତୁ...

ମଣିଷ ରୂପରେ ରାକ୍ଷସ! ୪ଟି ଛୁରୀରେ ସ୍ତ୍ରୀ ଉପରେ ୩୦୦ଥର ସ୍ବାମୀ କଲା ଆକ୍ରମଣ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିବା ପରେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି। କୋର୍ଟରେ ଉକ୍ତ ବ୍ୟକ୍ତିଙ୍କ ଝିଅ ନିଜ ବାପାଙ୍କ ବିରୋଧରେ ଅଭିଯୋଗ କରି କହିଥିଲା, ‘ମୋ ବାପା ମା’ର ଚେହେରାରେ ୩୦୦ଥର ଛୁରାମାଡ଼ କରି ହତ୍ୟା କରିଛନ୍ତି।’ ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ନବବିବାହିତାଙ୍କ ଆତ୍ମହତ୍ୟା, ଯୌତୁକ ପାଇଁ ହତ୍ୟା ଅଭିଯୋଗ

କଂଟାବାଞ୍ଜି/ଲାଠୋର: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ କୁଶପାଲି ଗାଁରେ ନୀଲେ ମାଝୀ (୨୧) ନାମ୍ନୀ ଜଣେ ନବବିବାହିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ବାପାଘର ଲୋକେ ଯୌତୁକ ପାଇଁ ନୀଲେଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ନୀଲେଙ୍କ ଶାଶୂଘର…
ଅଧିକ ଖବର ଦେଖନ୍ତୁ...

ଭୋଟରଙ୍କ ପାଇଁ ତିଆରି କରିଥିଲେ ୨କୁଇଣ୍ଟାଲ ଜିଲାପି ଓ ଏକ ହଜାର ସିଙ୍ଗଡ଼ା, ଧରାପଡ଼ି ବନ୍ଧା ହେଲେ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ଜିତିବା ପାଇଁ ପ୍ରାର୍ଥୀମାନେ ମିଠା ଜାତୀୟ ଖାଦ୍ୟ ଦ୍ରବ୍ୟର ସାହାର ନେଉଛନ୍ତି। ଅମରୋହାରେ ଏକ ସପ୍ତାହ ତଳେ ୧୦୦କିଲୋଗ୍ରାମ ରସଗୋଲା ଜବତ ହୋଇଥିଲା ବେଳେ ଉନ୍ନାୱରେ ପୁଲିସ ଚଢ଼ାଉ କରି ୨କୁଇଣ୍ଟାଲ ଜିଲାପି ଏବଂ ଏକ ହଜାରରୁ ଅଧିକ ସିଙ୍ଗଡ଼ା…
ଅଧିକ ଖବର ଦେଖନ୍ତୁ...

ଆଖି ମାରିବା ଓ ଫ୍ଲାଇଂ କିସ ଦେବା ମହଙ୍ଗା ପଡ଼ିଲା; ଯୁବକଙ୍କୁ ହେଲା ବର୍ଷେ ଜେଲ

ମୁମ୍ବାଇ: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ମୁମ୍ବାଇରେ ୨୦ବର୍ଷର ଜଣେ ଯୁବକ ଜଣେ ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ କରିବା ଅଭିଯୋଗରେ କୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ କରିଛନ୍ତି। କୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

ଝରାଫୁଲ ହତ୍ୟା ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ସହଯୋଗୀ ଏବେବି ଫେରାର

ଯାଜପୁର: ଝରାଫୁଲ ମୃତ୍ୟୁ ଘଟଣାରେ ୩ୟ ଅଭିଯୁକ୍ତକୁ ଗିରଫ କରିବାରେ ଯାଜପୁର ପୁଲିସ ସଫଳ ହୋଇଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ଶେଖର ଏବେ ବି ଫେରାର ଅଛି। ତେବେ ଗତକାଲି ପୁଲିସ ଝରା ଫୁଲ ମୃତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ଅନୁଯାୟୀ ଏରପୋର୍ଟ ଥାନା…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପନିର୍ବାଚନ ଲାଗି ପ୍ରଚାର ବେଳେ ହିଂସା; ୨ ଗୋଷ୍ଠୀର ସମର୍ଥକ ମୁହାଁମୁହିଁ, ୩ ଜଣ ଆହତ

ଭୁବନେଶ୍ବର: ଆଉ ମାତ୍ର ୫ ଦିନ ପରେ ପିପିଲି ଉପନିର୍ବାଚନ। ଏହି ନିର୍ବାଚନ ପାଇଁ ଏବେ ରାଜନୈତିକ ଦଳମାନେ ଜୋରଦାର୍‌ ପ୍ରଚାର କରୁଛନ୍ତି। ତେବେ ଏହି ପ୍ରଚାର ସମୟରେ ଆଜି ହିଂସାକାଣ୍ଡ ଦେଖାଯାଇଛି । ଉପନିର୍ବାଚନକୁ ନେଇ ପିପିଲି ରାଜନୀତି ସରଗରମ ରହିଥିବାବେଳେ ଆଜି ଡେଲାଙ୍ଗରେ ଦୁଇ ଗୋଷ୍ଠୀର…
ଅଧିକ ଖବର ଦେଖନ୍ତୁ...

୫୫ ଲକ୍ଷ ଟଙ୍କାର ସୁପାରି ଦେଇ କିନ୍ନର ଗୋଷ୍ଠୀର ନେତ୍ରୀଙ୍କୁ ହତ୍ୟା କଲେ ଆଉ ୪ କିନ୍ନର

ନୂଆଦିଲ୍ଲୀ: ନିଜ ରାସ୍ତାରେ ପ୍ରତିବନ୍ଧକ ସାଜୁଥିବା ଶତ୍ରୁଙ୍କୁ ମାରିବା ପାଇଁ ଦେଲେ ୫୫ ଲକ୍ଷ ଟଙ୍କାର ସୁପାରି | ତେବେ ଆପଣ ଭାବିବେ ଏଥିରେ ନୂଆ କଥା କଣ ଅଛି | କଥାଟି ହେଉଛି ଯେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ କଳହ ଏତେ ବଢିଗଲା ଯେ ଗୋଟିଏ ଗୋଷ୍ଠୀ ଏତେ ଟଙ୍କାର ସୁପାରି ଦେଇ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ହାଇଦର ପାଇଁ ବାଲେଶ୍ବର ସୀମାରେ ବି ହାଇଆଲର୍ଟ

ବାଲେଶ୍ବର: କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ଗତକାଲି କେଉଁଆଡ଼େ ଫେରାର ହୋଇ ଯାଇଥିବା ବେଳେ ପୁଲିସ ତାକୁ ଧରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି। ଘଟଣାକୁ ନେଇ ଗତକାଲି ପୁଲିସ ଡିଜି ଅଭୟଙ୍କ ଉଚ୍ଚସ୍ତରୀୟ ବୈଠକ ପରେ କଟକ ସହର ସମେତ…
ଅଧିକ ଖବର ଦେଖନ୍ତୁ...