ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ପେସାରେ ଇଞ୍ଜିନିୟର, ନିଶା ଗାଡ଼ିଚୋରି !

ସାଇବରାବାଦ: ତେଲେଙ୍ଗାନାର ସାଇବରାବାଦ ପୁଲିସ ଜଣେ ହାଇଟେକ୍‌ ଚୋରକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଚୋର ଜଣକ ଭଲ ପାଠପଢ଼ିବା ସହିତ ଇଞ୍ଜିନିୟରିଂ ପାସ କରିଛି ଆଉ ତାର ବୁଲିବାରେ ବହୁତ ସଉକ ରହିଥିବା ଜଣାପଡ଼ିଛି। ପୁଲିସ ଉକ୍ତ ଚୋର ପାଖରୁ ୬ଟି କାର ଏବଂ ଗୋଟିଏ ବୁଲେଟ…
ଅଧିକ ଖବର ଦେଖନ୍ତୁ...

ହାଇଦର ଫେରାର୍ ଘଟଣାରେ ଏତଲା ଦେଲେ କନଷ୍ଟେବଳ, ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ

କଟକ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣାକୁ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ଏହି ଏତଲା ପରେ ଏବେ ପୁଲିସ ହାଇଦରଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍

କଟକ: ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୁଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ ଓରଫ ସାଲୁ ଆତ୍ମସମର୍ପଣ କରିଛି । ଏସସିବି ମେଡିକାଲରୁ ହାଇଦରକୁ ଫେରାର କରିବାରେ  ୟାକୁବ ସହଯୋଗ କରିଥିବା ସୂଚନା ରହିଛି। କଟକ ଚାଉଳିଆଗଞ୍ଜ…
ଅଧିକ ଖବର ଦେଖନ୍ତୁ...

ଏମ୍‌ବିଏ ଛାତ୍ରରୁ କୁଖ୍ୟାତ ଠକ, ରାଜଧାନୀର ପଞ୍ଚ ତାରକା ହୋଟେଲରୁ ଗିରଫ କଲା ପୁଲିସ

ସୁନା ଦୋକାନୀଙ୍କୁ କୋଟି କୋଟି ଟଙ୍କା ଚୂନ ଲଗାଉଥିଲା ତିନି ଜିଲ୍ଲାର ପୁଲିସ ପାଇଁ ଥିଲା ମୋଷ୍ଟ ‌ୱାଣ୍ଟେଡ୍‌ ଭୁବନେଶ୍ବର : ବୟସ ମାତ୍ର ୨୫, ହେଲେ ରୋଜଗାର ବର୍ଷକୁ ୨.୫କୋଟି। ଏହି ରୋଜଗାର କୌଣସି ଚାକିରି କିମ୍ବା ବ୍ୟବସାୟରୁ ନୁହେଁ, ପେସା ଥିଲା ଅଭିନବ ଉପାୟରେ ଠକେଇ। ସୁନା…
ଅଧିକ ଖବର ଦେଖନ୍ତୁ...

ସୁନା ଚୋରି ରୢାକେଟ୍‌ର ପର୍ଦାଫାସ୍‌: ୬ ଗିରଫ, ବିପୁଳ ସୁନା ଅଳଙ୍କାର ଜବତ

ଭୁବନେଶ୍ବର: ଏକ ବଡ଼ଧରଣର ସୁନା ଚୋରି ରୢାକେଟର ପର୍ଦ୍ଦାଫାସ୍ ହୋଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଏହି ରୢାକେଟକୁ ଧରିବା ସହ ୬ ଜଣଙ୍କୁ ଗିରଫ କରିଛି। ଏଥିରେ ଦୁଇ ଜଣ ସୁନା ଦୋକାନୀ ରହିଥିବା ଜଣାପଡ଼ିଛି। ଲୁଟ୍ ଓ ଚୋରି ସୁନାକୁ କେମିତି କିଣିବା ପରେ ବିକ୍ରି କରା ଯାଉଥିଲା, ତାହାର ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ଫିଟୁଛି ଜଗା ହତ୍ୟାର ଗୁମର: ଫାଇନାନ୍ସ ବାଇକ୍‌ ବନ୍ଧକକୁ ନେଇ ଘଟିଛି ହତ୍ୟାକାଣ୍ଡ!

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାର୍ଡୋଲ ଗାଁ ମୁଣ୍ଡ ରାସ୍ତା କଡ଼ରୁ ମାର୍ଚ୍ଚ ମାସ ୭ ତାରିଖରେ ସେହି ଗାଁର ଜଗା ନାଏକ (୩୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ତାଙ୍କ ବଡ଼ ଭାଇ ଶମ୍ଭୁ ନାଏକ ଅଭିଯୋଗ କରିଥିଲେ। ଏହି ଘଟଣାର…
ଅଧିକ ଖବର ଦେଖନ୍ତୁ...

କଲେଜରୁ ଫେରିବା ବାଟରେ ଛାତ୍ରୀଙ୍କୁ ଅସଦାଚରଣ ସହ ପ୍ରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ବୁର୍ଲା ଭିମ୍‌ସାର୍‌ରେ…

ଏସ୍‌. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ମହିଳା କଲେଜର ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ସହ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶନିବାର ଦିନ ପ୍ରାୟ ୧ଟାରେ ଛାତ୍ରୀ ଜଣକ କଲେଜରୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

କାଠଗାଡ଼ି ଜବତ, ଜଣେ ଗିରଫ

ଯାଜପୁର : ରବିବାର ସନ୍ଧ୍ୟାରେ ଯାଜପୁରରୋଡ ଥାନା ନିକଟରେ ଏକ କାଠଗାଡ଼ିକୁ ବନବିଭାଗ ଜବତ କରିଛି। ଏହି ଗାଡ଼ିରୁ ୨୦ ସିଫ୍ଟ ଶାଳ କାଠ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଓଡି-୦୯ଆର-୭୭୨୭ ନମ୍ବର ବିଶିଷ୍ଟ ଏକ ଟାଟା ଏସିରେ ଶାଳକାଠ ବୋଝେଇ ହୋଇ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତ ସାନକମଣ୍ଡରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଚତୁର୍ଭୁଜ ବେହେରାଙ୍କ ପୁଅ ଦେବବ୍ରତ ବେହେରା (୪୩) ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଗତ ୭ ତାରିଖ ରାତିରେ ଭଡ଼ାଘରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ରେଳବାଇ ପୁଲିସ ଦ୍ୱାରା ମୋବାଇଲ ଲୁଟେରା ଗିରଫ

ଭଦ୍ରକ : ଭଦ୍ରକ ରେଳବାଇ ପୁଲିସ ହାତରେ ଧରା ପଡିଲେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଗିରଫ, ୧୩ଟି ଚୋରା ମୋବାଇଲ ଜବତ। ହାଓଡ଼ା - ଯଶବନ୍ତପୁର ଟ୍ରେନ ଯାଉଥିବା ସମୟରେ ବିଳମ୍ବିତ ରାତିରେ ଭଦ୍ରକ ଜିଆରପି ପୁଲିସ ଏହି ମୋବାଇଲ ଲୁଟେରାଙ୍କୁ ଧରିଥିଲା। ପରେ ଅଧିକ…
ଅଧିକ ଖବର ଦେଖନ୍ତୁ...