ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି; ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭବାନୀପାଟଣା : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାର ଭବାନୀପାଟଣା ପୋକ୍‌ସୋ କୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ଶୁଣାଣି କରି ମାନ୍ୟବର ପୋକ୍‌ସୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ପାଷ୍ଟିକୁଡ଼ି…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଘଟଗାଁ : ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିିଯୋଗରେ ଘଟଗାଁ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ପାଲବଣି ଗ୍ରାମର ମଙ୍ଗରାଜ ବେହେରା (୨୨)। ପ୍ରାପ୍ତ ସୂଚନା ଅନୁସାରେ, ୧୩ ତାରିଖରେ ଘଟଗାଁ ଥାନା‌ ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପୋଖରୀକୁ ଗାଧୋଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁପରିଜନଙ୍କୁ ଭୋଜିରେ ଆପ୍ୟାୟିତ ପାଇଁ କରିଥିଲେ ବାର୍‌ହା ଶିକାର 

ଥୁଆମୂଳ ରାମପୁର: ବନ୍ଧୁମାନଙ୍କୁ ଭୋଜିରେ ଅପ୍ୟାୟିତ କରିବାର ଥିଲା। ଏଥିପାଇଁ ବାର୍‌ହା ଶିକାର ମଧ୍ୟ କରିଥିଲେ। ଏହାପରେ ଭୋଜିଭାତ ହେବ ବୋଲି ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଠିକ୍‌ ଏତିକି ବେଳକୁ ବନବିଭାଗ ସୂଚନା ପାଇ ବାର୍‌ହା ମାଂସ ଜବତ କରିଥିଲା। ଖବରଟି ଜଣାପଡ଼ିବା…
ଅଧିକ ଖବର ଦେଖନ୍ତୁ...

ବାଇକରେ ଷ୍ଟଣ୍ଟ ଦେଖାଇବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଲା; ମାଲିକଙ୍କୁ ଗଣିବାକୁ ପଡ଼ିଲା ୨୮ ହଜାର ଟଙ୍କାର ତଣ୍ଡ

ଗାଜିଆବାଦ: ବାଇକରେ ବସି ରାସ୍ତାରେ ବିପଜ୍ଜନକ ଢଙ୍ଗରେ ଷ୍ଟଣ୍ଟ କରିବା ଦୁଇଜଣ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଗାଡ଼ି ମାଲିକଙ୍କୁ ୨୮ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି। ଗତ ଶନିବାର ଦୁଇ ଯୁବତୀ ଏକ ବାଇକ୍‌ରେ ଷ୍ଟଣ୍ଟ ଦେଖାଉଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦୁହେଁ…
ଅଧିକ ଖବର ଦେଖନ୍ତୁ...

କରୋନା ରିପୋର୍ଟ ଅପେକ୍ଷାରେ ଚାଲିଗଲା ଦୁର୍ଘଟଣାରେ ଗୁରୁତର ହୋଇଥିବା ଯୁବକଙ୍କ ଜୀବନ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ଜଣେ ଯୁବକଙ୍କ କରୋନା ରିପୋର୍ଟ ଅପେକ୍ଷାରେ ମୃତ୍ୟୁ ହୋଇଯାଇଛି। ସାଇକେଲରେ ଯାଉଥିବା ବେଳେ ଯୁବକଙ୍କୁ ଦ୍ରୁତଗତିରେ ଆସୁଥିବା କାର ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାରଲୋକ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଲୁଟ ନାଟକ କରି ଲୁଟିଥିଲେ ୧୫ଲକ୍ଷ ଟଙ୍କାର କୁସନ୍, ୨ ଗିରଫ

ଖୋର୍ଦ୍ଧା: କଟକରୁ ବ୍ରହ୍ମପୁରକୁ କୁସନ୍ ଗଦି ନେଇ ଯାଉଥିଲେ । କିନ୍ତୁ ଲୋଭବଶତଃ ଏହାକୁ ହଡ଼ପ କରିବାକୁ ଯୋଜନା କଲେ । ଯୋଜନା ଅନୁସାରେ ଲୁଟ ହୋଇଥିବା ଭଳି ଏକ ମିଛି ମିଛିକା ନାଟକ କଲେ । କିନ୍ତୁ ଶେଷରେ ପୁଲିସ ହାତରେ ନାଟକର ପର୍ଦ୍ଦାଫାଶ୍ ହେବା ସହ ଏଥିରେ ସମ୍ପୃକ୍ତ ଗାଡ଼ିଚାଳକ ଓ ସହଯୋଗୀ…
ଅଧିକ ଖବର ଦେଖନ୍ତୁ...

ସପ୍ତମ ଶ୍ରେଣୀ ଛାତ୍ର ସହିତ ତିନି ପିଲାର ମା’ ଫେରାର ! ଗ୍ରାମରେ ଚାଞ୍ଚଲ୍ୟ, ଖୋଜୁଛି ପୁଲିସ୍

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗୋରଖପୁର ନିକଟସ୍ଥ କେମ୍ପିୟରଗଞ୍ଜ ଅଞ୍ଚଳରେ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ତିନିଟି ପିଲାର ମା’ ଜଣେ ସପ୍ତମ ଶ୍ରେଣୀ ଛାତ୍ର ସହିତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବାଳକର ପରିବାରଲୋକ ପୁଲିସକୁ ଗୁହାରି କରି ତାଙ୍କ ପିଲାକୁ ଖୋଜି ଆଣିବାକୁ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ବାପା, ଜେଲଗଲା ସ୍ବାମୀ

ବାଲିଅନ୍ତା: ପାହାଳ ଫାଣ୍ଡି ଅଞ୍ଚଳରେ ରହୁଥିବା ସୁଚିତ୍ମିତା ସାହୁ (୨୬)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ପୁଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସ୍ବାମୀ ହେଲେ ଯାଜପୁର ରୋଡ଼ ଅଞ୍ଚଳର ସୁବୀର କୁମାର ମୁଦୁଲି (୩୨) । କୋର୍ଟରେ ସୁବୀରଙ୍କ ଜାମିନ ଆବେଦନ…
ଅଧିକ ଖବର ଦେଖନ୍ତୁ...

ମଦନପୁର ଆଶ୍ରମ ଛକରେ ଯୁବକଙ୍କୁ ହତ୍ୟା, ଜଣେ ଅଟକ

କର୍ଲାମୁଣ୍ଡା/ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ମଦନପୁର ଆଶ୍ରମ ଛକ (ପିଟାମାଲ ଛକ) ନିକଟରୁ ରୂପେଶ ଅଗ୍ରୱାଲ (୩୬ବର୍ଷ) ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତାଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦିଆଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି…
ଅଧିକ ଖବର ଦେଖନ୍ତୁ...

ମହୁଲ ଗୋଟେଇ ଯାଇଥିବା ବେଳେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଲଇକେରା: ଉଭୟ ସ୍ବାମୀ, ସ୍ତ୍ରୀ ମହୁଲ ଗୋଟେଇବାକୁ ଯାଇଥିଲା। ପୂର୍ବରୁ ସେମାନଙ୍କ ମଧ୍ୟରେ ଘରେ ମତାନ୍ତର ହୋଇଥିଲା। ପୁଣି ମହୁଲ ଗୋଟାଇବା ବେଳେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ସ୍ତ୍ରୀର ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କରିଛି। ଏପରି ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...