ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଛେଣ୍ଡିପଦା ରାଜନୀତି: ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ବିଜେଡି

ଅନୁଗୁଳ: ୨୦୦୯ରେ ନୂଆ ନିର୍ବାଚନମଣ୍ଡଲୀ ମାନ୍ୟତା ପାଇବା ପରଠାରୁ ଛେଣ୍ଡିପଦା ବିଧାନସଭା ଆସନରେ ଆଜିପର୍ଯ୍ୟନ୍ତ ଅପରାଜେୟ ରହିଛି ବିଜେଡି। ଗତ ଦୁଇ ପାଳିରେ ବିଜେଡିର ସୁଶାନ୍ତ ବେହେରା ଜିତିଛନ୍ତି ଓ ଏଥର ହାଟ୍ରିକ୍‌ ଲକ୍ଷ୍ୟରେ ରହିଛନ୍ତି। ହେଲେ ବିଜେପି ଏହି ଆସନରେ ଅଧିକ ଫୋକସ୍‌…
ଅଧିକ ଖବର ଦେଖନ୍ତୁ...

ବାପାକୁ ଠେଙ୍ଗାରେ ପିଟିପିଟି ମାରିଲା ପୁଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ଟଙ୍କା ପାଇଁ ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଇଛି ପୁଅ। ତଳଗଡ଼ ଗାଁରୁ ସାମ୍ନାକୁ ଆସିଛି ନୃଶଂସ ପୁଅର ଏଭଳି ବର୍ବରକାଣ୍ଡ। ମୃତକ ହେଲେ ବିପ୍ରବର ଭୋଇ। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ବଳରାମ।…
ଅଧିକ ଖବର ଦେଖନ୍ତୁ...

ଅନିଶ୍ଚିତତାରେ ସାତକୋଶିଆର ‘ପ୍ରୋଜେକ୍ଟ ଟାଇଗର୍‌’

ଅନୁଗୁଳ: ଶିମିଳିପାଳରୁ ସାତକୋଶିଆକୁ ବାଘ ଆଣିବାର କୌଣସି ଯୋଜନା ନାହିଁ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଆଜି ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏଭଳି ରୋକଠୋକ୍‌ ମନା କରି ଦେଇଛନ୍ତି। ଫଳରେ ସାତକୋଶିଆରେ ମହାବଳ ବାଘ ଛାଡ଼ିବା ନେଇ ଯେଉଁ ଯୋଜନା କରାଯାଇଥିଲା ତାହା ଅନିଶ୍ଚିତତାକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାକୁ ୨୩୦୦ କୋଟିର ଉପହାର: ଧର୍ମେନ୍ଦ୍ର

ତାଳଚେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ସମେତ ଦେଶର ୪୧, ୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଏହା ପ୍ରଧାନମନ୍ତ୍ରୀଙ୍କର ଆଉ ଏକ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷା,…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ଶୀଘ୍ର ସରିବ ତାଳଚେର-ବିମଳାଗଡ଼ ରେଳ ଲାଇନ୍‌: ଧର୍ମେନ୍ଦ୍ର

ତାଳଚେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ସମେତ ଦେଶର ୪୧, ୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରି ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା,…
ଅଧିକ ଖବର ଦେଖନ୍ତୁ...

ପୁସ୍ତକ ‘ଅନୁଗୋଳ ଇତିହାସ’ ଉନ୍ମୋଚିତ: ସମସ୍ତେ ଆଞ୍ଚଳିକ ଇତିହାସ ଜାଣିବା ଉଚିତ

ଅନୁଗୁଳ: ଇତିହାସର ପୁନର୍ଲିଖନ ନୁହେଁ, ବରଂ ସମସ୍ତେ ଆଞ୍ଚଳିକ ଇତିହାସ ଜାଣିବା ଉଚିତ। କେବଳ କିମ୍ବଦନ୍ତି ପଢ଼ି ଆମେ ଇତିହାସ ଜାଣିଛୁ ବୋଲି କହିପାରିବା ନାହିଁ। ଇତିହାସ ଏଭଳି ଲେଖାଯିବା ଦରକାର ଯାହା ଆମକୁ ଉତ୍ସାହିତ କରିବ। ଆଞ୍ଚଳିକ ଇତିହାସ ଜାଣିଲେ, ହଜିଲା ଅତୀତକୁ ଖୋଜି ପାଇବା ସହଜ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରୁ ୫୦୦ରୁ ଉର୍ଦ୍ଧ୍ବ ରାମଭକ୍ତଙ୍କୁ ନେଇ ଅଯୋଧ୍ୟା ଗଡ଼ିଲା ସ୍ୱତନ୍ତ୍ର ଆସ୍ଥା ଟ୍ରେନ

ଅନୁଗୁଳ: ଦୀର୍ଘ ୫୦୦ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଗତ ଜାନୁଆରୀ ୨୨ରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହୋଇଯାଇଛି। ସମଗ୍ର ବିଶ୍ୱରେ ମନ୍ଦିର ପ୍ରତିଷ୍ଠାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅଯୋଧ୍ୟାରେ ଭଗବାନ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ‌ଦେଲେ ଅନୁଗୁଳ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି

ଭୁବନେଶ୍ବର: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ପଦବିରୁ କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିବା ବିପ୍ଳବ ଜେନା ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିପ୍ଳବଙ୍କ ସମେତ ପ୍ରାୟ ୧୫ଶହ କଂଗ୍ରେସ ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଗେମ୍ ହେଲା କାଳ, ନିଜ ବେକକୁ ବ୍ଲେଡରେ କାଟିଦେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗ୍ରାମର ସୌମ୍ୟରଞ୍ଜନ ନାୟକ ମୋବାଇଲ ଫୋନରେ ଗେମ୍ ଖେଳୁଥିବା ବେଳେ ସେଥିରେ ହାରିଯାଇ ନିଜ ବେକ ନିଜେ କାଟି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଜେରେଙ୍ଗ ଗ୍ରାମର ଅଚ୍ୟୁତାନନ୍ଦ…
ଅଧିକ ଖବର ଦେଖନ୍ତୁ...

ଆର୍‌ପିଡିଏସି ବୈଠକରେ ଜନପ୍ରତିନିଧିଙ୍କ ଉଦ୍‌ବେଗ: ‘ବିସ୍ଥାପିତଙ୍କ ଦୁଃଖ ଶୁଣୁନି ଏମ୍‌ସିଏଲ୍‌’

ଅନୁଗୁଳ: ବିସ୍ଥାପିତଙ୍କ ଦୁଃଖ ବୁଝୁନି ଏମ୍‌ସିଏଲ୍‌। ଥଇଥାନ ବ୍ୟବସ୍ଥା ବାଟବଣା ହୋଇଥିଲା ବେଳେ ପାରିପାର୍ଶ୍ବିକ ଉନ୍ନୟନ ଚୁଲିକୁ ଗଲାଣି। ଏଥିନେଇ ଯେତେ କହିଲେ ବି ଏମ୍‌ସିଏଲ୍‌ ଶୁଣୁନି। ଆଗାମୀ ଦିନରେ ଏହାର ଫଳ ଏମ୍‌ସିଏଲ୍‌ ଭୋଗିବ ବୋଲି ଚେତାବନୀ ଦେଇଛନ୍ତି ତାଳଚେର ବିଧାୟକ…
ଅଧିକ ଖବର ଦେଖନ୍ତୁ...