ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ସୁରକ୍ଷାକର୍ମୀଙ୍କୁ ଆମ୍ବୁସରେ ଫସାଇବାକୁ ଯୋଜନା କରିଥିଲେ ମାଓବାଦୀ; ନିଜେ ଫସିଲେ, ଗୁଳିବିନିମୟରେ ୧୦ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ସଂଗଠନକୁ ଲାଗିଛି ବଡ ଝଟକା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆମ୍ବୁସ ଲଗାଇଥିଲେ। କିନ୍ତୁ ନିଜେ ଫସିଗଲେ।ପୁଲିସ ସହ ଗୁଳିବିନିମୟରେ ୧୦ ଜଣ ଆଗଧାଡିର କ୍ୟାଡର ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ବିଜାପୁର…
ଅଧିକ ଖବର ଦେଖନ୍ତୁ...

ବିଜେପି, ବିଜେଡି ସରକାର ବିରୋଧରେ ଗର୍ଜିଲା ମାଓ ସଂଗଠନ‌; ଜାରି କଲା ପ୍ରେସ୍‌ ବିଜ୍ଞପ୍ତି

ମାଲକାନଗିରି: ମାଓ ସଂଗଠନର ମାଲକାନଗିରି-କୋରାପୁଟ ବଡର ଡିଭିଜନର ସଚିବ ରାକେଶ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଉପରେ ଗର୍ଜିଛନ୍ତି। ଏହି ଦୁଇ ସରକାରଙ୍କୁ ବିରୋଧ କରିବା ନେଇ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏଥିସହ ନକଲି ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ପୁଲିସକୁ ବଡ଼ ସଫଳତା: ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହିତ

ମାଲକାନଗିରି: ଛତିଶଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ଯବାନଙ୍କ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି। ସୁକୁମା-ବିଜାପୁର ସୀମାବର୍ତ୍ତୀ ଗାଂଗାଲୁର ଜଂଗଲରେ ଏହି ଗୁଳି ବିନିମୟ ହୋଇଛି। ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

ଚାଷୀ ପ୍ରଦୀପ ପ୍ରଧାନଙ୍କ ଅଭିନବ କୌଶଳ: ୟୁଟ୍ୟୁବ ଦେଖି ଫସଲକୁ ସୁରକ୍ଷା ଦେବା ନେଇ ଝଟକା ପାଚେରୀ କଲେ

ମାଲକାନଗିରି: ଆପଣ ଅନେକ ପାଚେରୀ କଥା ଶୁଣିଥିବେ ଏବଂ ଦେଖିଥିବେ।କିନ୍ତୁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଦୁର୍ଗମ ପାରକାନମାଲା ପଞ୍ଚାୟତର ଟେକଗୁଡା ଗ୍ରାମରେ ଫସଲକୁ ସୁରକ୍ଷା ଦେବା ପାଇଁ କରାଯାଇଛି ଝଟକା ପାଚେରୀ। ଯାହାକୁ କରିଛନ୍ତି ଜଣେ ଶିକ୍ଷିତ ଯୁବକ ପ୍ରଦୀପ ପ୍ରଧାନ। ଦଶ ଏକର…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳେ ଟେଟମଡଗୁ ଅଂଚଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗତକାଲି ରାତିରେ ନକ୍ସଲ ଟେଟମଡଗୁ ଅଂଚଳରେ କ୍ୟାମ୍ପ କରି ରହିଥିବା ପୁଲିସ ଖବର ପାଇବା…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବରୁ ପାଠ ପଢି ଚାଷୀ ମୁଲିଆଙ୍କ ପୁଅ ଆଇଆଇଟି ପାଇଲେ

ମାଲକାନଗିରି: ଦୃଢ଼ ଇଚ୍ଛା ଶକ୍ତି ହିଁ ମଣିଷର ସବୁଠାରୁ ବଡ ସମ୍ପତ୍ତି। ଏହାକୁ ପ୍ରମାଣ କରିଛନ୍ତି ଜଣେ ଗରିବ ମୂଳିଆ ବାପାର ପୁଅ। ଦରିଦ୍ରତାର କଶାଘାତ ଭିତରେ ବହୁ ସଂଘର୍ଷ କରି ଏହି ସଫଳ ପାଇଛନ୍ତି। ବହୁ ସଂଘର୍ଷ କରି ଆଇଆଇଟିରେ ସଫଳତା ପାଇଲା ଦୁରାଗୁଡାର ଗରିବ ଛାତ୍ର ପ୍ରକାଶ। ୟୁଟୁବରୁ…
ଅଧିକ ଖବର ଦେଖନ୍ତୁ...

ୟୁ-ଟ୍ୟୁବ୍‌ ଦେଖି ପଢ଼ୁଥିଲେ: ଆଇଆଇଟିରେ ପଢ଼ିବେ ମୂଲିଆ ପୁଅ

ମାଲକାନଗିରି: ପଢ଼ିବା ପାଇଁ ସାଧନ ନଥିଲା। ବହୁ କଷ୍ଟରେ ସ୍ନାତକ ପର୍ଯ୍ୟାନ୍ତ ପଢ଼ିଲେ। ଏହାପରେ ନିଜ ଖର୍ଚ୍ଚ ବାହାର କରିବାକୁ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। କିନ୍ତୁ ପିଲାଦିନେ ଦେଖିଥିବା ସ୍ବପ୍ନ ସବୁବେଳେ ବିବ୍ରତ କରୁଥିଲା। ତେଣୁ ୟୁ-ଟ୍ୟୁବ୍‌ର ସହାୟତା ନେଇ ନିଜେ ନିଜେ ପଢ଼ି ଶେଷରେ ସଫଳତା…
ଅଧିକ ଖବର ଦେଖନ୍ତୁ...

ପୁଣି ନକ୍ସଲ ହିଂସା: ୪ଟି ଟ୍ରକ୍‌କୁ ନିଆଁ ଲଗାଇ ପୋଡ଼ିଦେଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ନାରାୟଣପୁର ଜିଲ୍ଲାର ଛୋଟେଡଙ୍ଗର ଥାନା ଠାରୁ ମାତ୍ର ୫ ଶହ ମିଟର ଦୁରରେ ନକ୍ସଲ ଉତ୍ପାତ ମଚାଇଥିଲେ। ସ୍ଥାନୀୟ ମାଇନସକୁ ଯାଉଥିବା ଚାରୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ।…
ଅଧିକ ଖବର ଦେଖନ୍ତୁ...

ବାଟବଣା ଚାଷ: ମଣ୍ଡିକୁ ଆସୁନି ମାଣ୍ଡିଆ, ୬୦ ହଜାର କ୍ବିଣ୍ଟାଲ ଟାର୍ଗେଟ

ମାଲକାନଗିରି: ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ପ୍ରାଧାନ୍ୟ ଦେଉଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହାକୁ ବେଶ ଗୁରୁତ୍ବ ଦିଆଯାଉଛି। କିନ୍ତୁ ମାଲକାନଗିରି ଜିଲ୍ଲାରେ ଯେତିକି ହେକ୍ଟର ଚାଷ ହୋଇଛି। ସେଇ ତୁଳନାରେ ମଣ୍ଡିରେ ମାଣ୍ଡିଆ ନାହିଁ। ରାଜ୍ୟ ସରକାରଙ୍କ ତରଫରୁ ବାସନ ନାମକ ସଂସ୍ଥାକୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେପିରେ ଯୋଗ ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେପିରେ ଯୋଗଦାନ କରିଛନ୍ତି। ଆଜି ତାଂକର ସମର୍ଥକମାନଙ୍କ ସହ ଭୁବନେଶ୍ବର ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ସେ ବିଜେଡିର ପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...