ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

କଂଗ୍ରେସର ଦାବି: କଂସାରିଗୁଡ଼ା ଆଲୁମିନା ରିଫାଇନାରି ପ୍ଲାଣ୍ଟ ପ୍ରତିଷ୍ଠା ଦଳର ବଡ଼ ସଫଳତା

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର କଂସାରିଗୁଡାଠାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାୟନାରି ପ୍ଲାଣ୍ଟ। ଏନେଇ ଗତ ୧୭ ବର୍ଷ ହେଲା ଜମି ଅଧିଗ୍ରହଣ ପରେ ମଧ୍ୟ ପ୍ଲାଣ୍ଟ ବସୁନଥିଲା। ଲୋକଙ୍କର  ପ୍ରାୟ ୧୨ ଶହ ଏକର ଜମି ସରକାର ହିଣ୍ଡାଲକୋ କମ୍ପାନିକୁ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

୩ୟ ରେଳଲାଇନ୍‌ ନେଇ ଅଣ୍ଡରପାସ ରାସ୍ତା ବନ୍ଦ

ରାୟଗଡା: ରାୟଗଡା ସହରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ଅଣ୍ଡରପାସ ରାସ୍ତାକୁ ରେଳ ବିଭାଗ ଶୁକ୍ରବାର ବନ୍ଦ କରି ଦେଇଛି। ଏହି ରାସ୍ତା ଦେଇ ବିଜୟନଗରମ-ଟିଟଲାଗଡକୁ ଯାଉଥିବା ତୃତୀୟ ରେଳ ଲାଇନ ନିର୍ମାଣ ହେବ। ତେଣୁ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ଆଦିବାସୀଙ୍କ ବିଶାଳ ସମାବେଶ: ସିଜିମାଳି ଖଣି ଖନନକୁ ଖୋଲା ସମର୍ଥନ

ରାୟଗଡ଼ା: ରାୟଗଡ଼‌ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ସିଜିମାଳି ଖଣିରୁ ବକ୍ସାଇଟ ଖନନ ନିମନ୍ତେ ଆସନ୍ତା ୧୬ରେ ଜନଶୁଣାଣି ହେବ। ଏହା ପୂର୍ବରୁ ଅଞ୍ଚଳବାସୀ ଖଣି ଖନନ ସପକ୍ଷରେ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି କାଶୀପୁରରେ ହଜାରହଜାର ଆଦିବାସୀ ବିଶାଳି ରାଲି କରି ଖଣି ଖନନ ସପକ୍ଷରେ ସ୍ଲୋଗାନ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଯୋଗାଣରେ ଅନିୟମିତତା ଓ ସମସ୍ୟା: ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ବିଜେପି

ରାୟଗଡା: ରାୟଗଡା ସଦର ମହକୁମାସ୍ଥିତ ଅନ୍ବେଷା ହଷ୍ଟେଲରେ ପିଲାଙ୍କୁ ଖାଦ୍ୟ ଯୋଗାଣରେ ଅନିୟମିତତା ଓ ବିଭିନ୍ନ ସମସ୍ୟା ନେଇ ଆଜି ଗୁରୁବାର ବିଜେପିର ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳୀରାମ ମାଝିଙ୍କ ନେତୃତ୍ବରେ ଏକ ଟିମ ଆଜି ଗୁରୁବାର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓଏମସି ଓ ହିଣ୍ଡାଲକୋ ମଧ୍ୟରେ ଏମଓୟୁ ସ୍ବାକ୍ଷର, ପ୍ରଥମ ପର୍ଯ୍ୟାୟରେ ମିଳିବ ୫ ହଜାର ନିଯୁକ୍ତି

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାୟନାରୀ ପ୍ଲାଣ୍ଟ। ଏନେଇ ଆଜି ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଅଧ୍ୟକ୍ଷତାରେ କ୍ଷତିଗ୍ରସ୍ତ ହୋଇଥିବା ଏବଂ ବିସ୍ଥାପିତ…
ଅଧିକ ଖବର ଦେଖନ୍ତୁ...

ସିଜିମାଳି ଖଣି ଖନନକୁ ସମର୍ଥନ କରି କାଶୀପୁରରେ ଜନସମୁଦ୍ର

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ସିଜିମାଳି ଠାରେ ବକ୍ସାଇଟ ଖଣି ଖନନକୁ ସମର୍ଥନ କରି ଗୁରୁବାର ଦିନ କାଶୀପୁରରେ ଜନସମୁଦ୍ର ଦେଖିବାକୁ ମିଳିଥିଲା। କାଶୀପୁର ବ୍ଲକ ଏବଂ ଥୁଆମୂଳ ରାମପୁର ବ୍ଲକର ହଜାର ହଜାର ଗ୍ରାମବାସୀ କାଶୀପୁରରେ ଏକତ୍ରିତ ହୋଇ ଏହି ଖଣି ଖନନକୁ ସମର୍ଥନ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଉଦ୍ୟାନ ଏବେ ମଦ୍ୟପଙ୍କ ଅଡ୍ଡାସ୍ଥଳୀ, ପାଣିରେ ପଡିଲା ଲକ୍ଷାଧିକ ଟଙ୍କା

ରାୟଗଡା: ଶିଶୁ ମାନଙ୍କ ମନୋରଞ୍ଜନ ଏବଂ ଖେଳିବା ପାଇଁ ରାୟଗଡା ପୌର ପରିଷଦ ତରଫରୁ ଗତ ୨୦୧୬ ମସିହାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା। ଏଥିପାଇଁ ସେତେବେଳେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଏହି ଜାଗାଟି ସରକାରୀ ଜାଗା…
ଅଧିକ ଖବର ଦେଖନ୍ତୁ...

ବିକଳ୍ପ ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାୟଗଡା: ‘ବିକଳ୍ପ’ ଏକ ଅଭିନବ ଚିନ୍ତାଧାରାର ସଙ୍ଗଠନ। ଗ୍ରାମାଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ ତଥା ଲୋକଙ୍କ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବା ହେଲା ସଙ୍ଗଠନର ମୂଳ ଲକ୍ଷ୍ୟ। ସଙ୍ଗଠନ ତରଫରୁ ରାୟଗଡ ବ୍ଲକ ଅଧିନସ୍ଥ କୋଡପଡ଼ି ଗ୍ରାମରେ ଏକ ସଚେତନ ସଭା କରାଯାଇଥିଲା। ସଙ୍ଗଠନର ଉପଦେଷ୍ଟା…
ଅଧିକ ଖବର ଦେଖନ୍ତୁ...

୧୨ ଦଫା ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ରାମନାଗୁଡା ବ୍ଲକର ପାରିଖିତି ପଞ୍ଚାୟତରେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ନିର୍ବାଚିତ ଜନପ୍ରତିନିଧି ଓ ଗ୍ରାମ ଶାସନର ସଦସ୍ୟ ସଦସ୍ୟା ଗତ ମାସ ୭ ତାରିଖରେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ କୌଣସି ଗୁରୁତ୍ବ ଦିଆଗଲା ନାହିଁ…
ଅଧିକ ଖବର ଦେଖନ୍ତୁ...

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ; ଲୋକ ପ୍ରତିନିଧିଙ୍କ ପ୍ରତିଶ୍ରୁତି ପାଣିରଗାର ସଦୃସ୍ୟ

ରାୟଗଡା: ରାୟଗଡା ଜିଲ୍ଳାର ୧୧ଟି ବ୍ଲକରେ ରହିଥିବା ଗ୍ରାମ ଗୁଡିକର ଅବସ୍ଥା କିଭଳି ଅଛି ନ ଦେଖିଲେ ବିଶ୍ବାସ କରିହେବ ନାହିଁ। ସରକାରଙ୍କର ମୌଳିକ ସୁବିଧା ଆଜି ବି ବହୁ ଗ୍ରାମ ପାଇଁ ସ୍ବପ୍ନ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଏକ ଗ୍ରାମ ହେଉଛି କୋଲନରା ବ୍ଲକ ତଥା ସଦର ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...