ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ସମୁଦ୍ରରେ ଖସି ପଡ଼ିଲା ବିମାନ, ୪ ମୃତ

ଆବିଦ୍‌ଜାନ(ଆଇଭରି କୋଷ୍ଟ୍‍) : ଶୁକ୍ରବାର ଆଇଭରି କୋଷ୍ଟ୍‍ର ପ୍ରମୁଖ ସହର ଆବିଦ୍‌ଜାନ ନିକଟ ସମୁଦ୍ରରେ ଏକ ପଣ୍ୟବାହୀ ବିମାନ ଖସିପଡ଼ିବାରୁ ଅତି କମ୍‌ରେ ୪ ଜଣ ବିମାନଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆବିଦ୍‌ଜାନ ସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉକ୍ତ ଉଡ଼ାଜାହାଜଟି ଉଡ଼ାଣ କରିବାର କିଛି ସମୟ…
ଅଧିକ ଖବର ଦେଖନ୍ତୁ...

ଗୋମାଂସ ଚାଲାଣ ସନ୍ଦେହରେ ୫ ଜଣଙ୍କୁ ମାଡ଼

ଫରିଦାବାଦ୍‌ : ଗୋ ସୁରକ୍ଷା ନାଁରେ ଦିନକୁ ଦିନ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। ଆଜି ହରିୟାଣାର ଫରିଦାବାଦ୍‌ରେ ୫ ଜଣଙ୍କୁ ଗୋମାଂସ ନେଉଥିବା ଅଭିଯୋଗରେ ପାଖାପାଖି ଶତାଧିକ ବିଶୃଙ୍ଖଳିତ ଜନତା ନିସ୍ତୁକ ପିଟିଛନ୍ତି। ପୁଲିସ ସୂଚନାନୁଯାୟୀ, ଫରିଦାବାଦ୍‌ର ଗୋସି ଗ୍ରାମ ନିକଟରେ ଏକ ଅଟୋ…
ଅଧିକ ଖବର ଦେଖନ୍ତୁ...

ସନ୍ଦିଗ୍ଧ ହତ୍ୟାକାରୀଙ୍କ ସ୍କେଚ୍‌ ଜାରି

ବେଙ୍ଗାଲୁରୁ : ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆଜି କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୨ ସନ୍ଦିଗ୍ଧ ଅଭିଯୁକ୍ତଙ୍କ କାଳ୍ପନିକ ଫଟୋଚିତ୍ର(ସ୍କେଚ୍‌) ସର୍ବସାଧାରଣରେ ଜାରି କରିଛନ୍ତି। ଏହି ଫଟୋଚିତ୍ର ଆଧାରରେ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମାରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଲସ୍କର କମାଣ୍ଡର ଓ୍ଵାସିମ, ସହଯୋଗୀ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ଆତଙ୍କବାଦୀଙ୍କ ସ୍ୱର୍ଗ ଭାବେ ବିବେଚିତ ପୁଲ୍‌ଓ୍ଵାମା ଜିଲ୍ଲାରେ ଆଜି ସୁରକ୍ଷା ବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ସକାଳେ ଲିତ୍ତର ଅଞ୍ଚଳରେ ଲସ୍କର-ଇ-ତଇବାର ପ୍ରମୁଖ କମାଣ୍ଡର ଓ୍ଵାସିମ ଶାହ ସହ ତା’ର ସହଯୋଗୀକୁ ଆଜି ସକାଳେ ସୁରକ୍ଷା ବାହିନୀ ନିପାତ କରିଛି।…
ଅଧିକ ଖବର ଦେଖନ୍ତୁ...

ରାହୁଲ ଅଧ୍ୟକ୍ଷ ହେବାପରେ ସୋନିଆଙ୍କ ଦାୟିତ୍ୱ ବଢ଼ିବ

ନୂଆଦିଲ୍ଲୀ:   କଂଗ୍ରେସ ଉପାଧ୍ୟକ୍ଷ  ରାହୁଲ ଗାନ୍ଧୀ ଖୁବ୍‌ ଶୀଘ୍ର ଦଳର ମଙ୍ଗ ଧରିବେ ବୋଲି ଗତକାଲି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ଦଳରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ତେବେ ସେନିଆଙ୍କ ଭବିଷ୍ୟତ ଭୂମିକା କ’ଣ ହେବ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ରାହୁଲ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ:    ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ମହାଦେବ ସେଲାର ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ୬୪ ବର୍ଷୀୟ ମହାଦେବ ଅପରାହ୍ନ ସାଢ଼େ ୨ଟାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଘଟଣା ସମୟରେ ତାଙ୍କ ପତ୍ନୀ ଘରେ ଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୨୦ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରାଯିବ, ମିଳିବ ୧୦ ହଜାର କୋଟି ଅନୁଦାନ

ପାଟନା:   ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଗୋଟିଏ ମଂଚରେ ଦେଖିବାକୁ ମିଳିଥିଲା। ଜେଡିୟୁ ଏନ୍‌ଡିଏକୁ ଫେରିବା ପରେ  ଦୁଇ ନେତା ପ୍ରଥମ ଥର ପାଇଁ ଏଭଳି ଏକାଠି ହେବା ପ୍ରଥମ। ନୀତୀଶଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ପାଟନା…
ଅଧିକ ଖବର ଦେଖନ୍ତୁ...

ଆମେରିକା-ଜାପାନ-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟା

ଓ୍ଵାସିଂଟନ:     ଉତ୍ତର କୋରିଆର ପରମାଣୁ  ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ ବିରୋଧରେ ଆମେରିକା-ଜାପାନ-ଦକ୍ଷିଣ କୋରିଆ ଏବେ ଏକୁଜଟ୍‌ ହୋଇଛନ୍ତି। ତିନି ରାଷ୍ଟ୍ରର ମିଳିତ ସମରାଭ୍ୟାସ କୋରିଆ ଉପଦ୍ୱପୀ ଅଂଚଳରେ ଆରମ୍ଭ ହୋଇଯାଇଛି । ଆଗକୁ ଏହା ଆହୁରି ବ୍ୟାପକ ରୂପ ନେବ ବୋଲି ଆମେରିକା ସେନାର…
ଅଧିକ ଖବର ଦେଖନ୍ତୁ...

ଏସିଆରେ କ୍ଷମତା ଲଢ଼େଇ

କଲମ୍ବୋ:   ଭାରତ ମହାସାଗରରେ ନିଜର ସାମରିକ ଶକ୍ତି ବିସ୍ତାର କରିବାକୁ ଚାହୁଥିବା ଚୀନ୍‌କୁ ଶ୍ରୀଲଙ୍କା ବଡ଼ ଝଟ୍‌୍‌କା ଦେଇଛି। ଶ୍ରୀଲଙ୍କାର ହମ୍ବନଟୋଟାରେ ଚୀନ୍‌ ଦ୍ୱାରା ନିର୍ମିତ  ମତାଲା ରାଜପକ୍ଷେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଏମ୍‌ଆରଆଇଏ)କୁ ଭାରତକୁ ଦେବା ପାଇଁ ଶ୍ରୀଲଙ୍କା ସରକାର…
ଅଧିକ ଖବର ଦେଖନ୍ତୁ...

ଛାନିଆ ହେଲେଣି ପାକ ସେନାମୁଖ୍ୟ: ଦେବାଳିଆ ହେବାକୁ ଯାଉଛି ପାକିସ୍ତାନ୍ !

ଇସଲାମାବାଦ: ପାକିସ୍ତାନ ଏବେ ଦେବାଳିଆ ହେବା ଦିଗକୁ ଗତି କରୁଛି । ଆଗାମୀ ଦିନରେ ଏହା ହୁଏତ ଦେବାଳିଆ ଦେଶର ତାଲିକାରେ ପାକିସ୍ତାନର ନାଁ ଆସିଯାଇ ପାରେ। ଏହି ପରିସ୍ଥିତିକୁ ବିଚାର କରି ଡରିଗଲାଣି ପାକିସ୍ତାନର ଶାସକ ଓ ସାମରିକ ଗୋଷ୍ଠୀ। ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା…
ଅଧିକ ଖବର ଦେଖନ୍ତୁ...