ଅନୁସନ୍ଧାନ କରୁଥିବା ବର୍ଗ

Leading

ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷା ଦିନ ମିଳିବ ଅଧିକ ୧୫ ମିନିଟ୍‌

କଟକ: ପୂର୍ବ ବର୍ଷମାନଙ୍କରେ ମାର୍ଚ ମାସରେ ମାଟ୍ରିକ ପରୀକ୍ଷା କରାଯାଉଥିବା ବେଳେ ଏ ବର୍ଷ ଟିକେ ଆଗୁଆ ହେବ ବୋଳି ସୂଚନା ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ଏ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରିରେ କରିବାର ଘୋଷଣା କରିଛନ୍ତ। ସୂଚନା ମୁତାବକ ଫେବ୍ରୁଆରି ୨୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ।…
ଅଧିକ ଖବର ଦେଖନ୍ତୁ...

ଟୀକାକରଣ ଟାସ୍କଫୋର୍ସ ବୈଠକ: ୯୦ ପ୍ରତିଶତରୁ ଅଧିକ ଟୀକାକରଣ କରିବାକୁ ପଦକ୍ଷେପ

ଭୁବନେଶ୍ୱର: ଟୀକାକରଣ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟୀକାକରଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଦୁର୍ଗମ ଅପହଞ୍ଚ ଅଞ୍ଚଳଠାରୁ…
ଅଧିକ ଖବର ଦେଖନ୍ତୁ...

ସାଉଦି ଆରବର ବହୁ ରାଜକୁମାର ଏବଂ ମନ୍ତ୍ରୀଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ

ରିୟାଧ: ସାଉଦି ଆରବରେ ଦୁର୍ନୀତି ହଟାଇବା ପାଇଁ ପୂର୍ବତନ ମନ୍ତ୍ରୀ, କୋଟିପତି ଏବଂ ଏବେକାର ଅନେକ ମନ୍ତ୍ରୀଙ୍କୁ ଗିରଫ କରାଯାଇ ସାରିଲାଣି। ସାଉଦି ଆରବ ରାଜା ସଲମନ ଶନିବାର ଦିନ ବହୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ପଦବୀରୁ ହଟାଇବା ପରେ ଯୁବରାଜ ମହମ୍ମଦ ବିନ୍‌ ସଲମନଙ୍କ ନେତୃତ୍ୱରେ ଏକ ନୂତନ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପଡ଼ିଗଲା କହି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଜଣେ ବ୍ୟକ୍ତିଙ୍କ ଠାରୁ ଜଣେ ଦୁର୍ବୃତ୍ତ ସୋମବାର ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ ମାରିଛି। ସୂଚନାଯୋଗ୍ୟ, ସୋମବାର ରାଜନୀକାନ୍ତ ରାଉତ ଟଙ୍କା ଜମା କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ: ପୀଡ଼ିତାଙ୍କ ଖୁଡ଼ି ଓ ଦାଦା ପୁଅ ଭାଇଙ୍କର କରାଗଲା କାଉନସେଲିଂ

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ଦିନକୁ ଦିନ ଲୋକ ଅସନ୍ତୋଷ ବୃଦ୍ଧି ପାଉଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସଂପର୍କୀୟ ଓ ସମର୍ଥକମାନଙ୍କ ବିକ୍ଷୋଭ ଦେଖି ତଦନ୍ତ ସକ୍ରିୟ ହୋଇଛି। ଏହି ଘଟଣା ପରେ ପୀଡ଼ିତା ଓ ତାଙ୍କ ପରିବାର ଲୋକ ଗଭୀର ମାନସିକ ଦୁସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ନୀଳ ତିମି ପରେ ‘ଡେଥ ଗେମ୍‌’: ଶିକ୍ଷକଙ୍କୁ ହତ୍ୟା କରିବା ପରେ ଛାତ୍ର ସେଲଫି ନେଇ କଲା ଆତ୍ମହତ୍ୟା

ମାସ୍କୋ: ରୁଷର ରାଜଧାନୀ ମାସ୍କୋରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ର ଶିକ୍ଷକଙ୍କୁ ହତ୍ୟା କରିବା ପରେ ମୃତ ଶିକ୍ଷକଙ୍କ ସହ ସେଲଫି ନେଇଥିଲା। ତା’ପରେ ଇଲେକ୍ଟ୍ରିସକ୍‌ ଦ୍ୱାରା ନିଜେ ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଏହି ହତ୍ୟା ଓ ଆତ୍ମହତ୍ୟା ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ନିର୍ମଳା ସୀତାରମଣଙ୍କ ଅରୁଣାଚଳ ଗସ୍ତକୁ ଚୀନର ବିରୋଧ

ବେଜିଂ:  ଅରୁଣାଚଳ ପ୍ରଦେଶକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଗସ୍ତକୁ ବିରୋଧ କରିଛି ଚୀନ। ଏ ନେଇ ସୋମବାର ଚୀନ ପକ୍ଷରୁ କୁହାଯାଇଛି କି ସୀତାରମଣଙ୍କର ଏପରି ଗସ୍ତ ସୀମାର ଶାନ୍ତିପୂର୍ଣ୍ଣ ପରିସ୍ଥିତି ରକ୍ଷା ପାଇଁ ଅନୁକୂଳ ନୁହେଁ। ଏଠାରେ ଜଣାଇ ଦେଉଛୁ କି  ସୀତାରମଣ ଗତକାଲି…
ଅଧିକ ଖବର ଦେଖନ୍ତୁ...

ପ୍ରତି ଜିଲ୍ଲାରେ ଗୌଶାଳା ନିର୍ମାଣ କରିବ ଉତ୍ତରପ୍ରଦେଶ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଯଦି କୌଣସି ବ୍ୟକ୍ତିବିଶେଷ ଗାଈମାନଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରେ (ଗୋହତ୍ୟା କରିବା କଥା ଛାଡ଼) ତାଙ୍କୁ ଜେଲ୍‌ ଦଣ୍ଡ ମିଳିବ ବୋଲି କହିବା ସହ ଯୋଗୀ ଆଦିତ୍ୟନାଥ କହିଛନ୍ତି କି ରାଜ୍ୟରେ ଥିବା ସମୁଦାୟ ୭୫ଟି ଜିଲ୍ଲାରେ ଗୌଶାଳା ସରକାର ନିର୍ମାଣ କରିବେ। ରାଜ୍ୟ ସରକାର ନୁହେଁ…
ଅଧିକ ଖବର ଦେଖନ୍ତୁ...

ଚାଷୀ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି କୃଷିମନ୍ତ୍ରୀଙ୍କ ଘରେ ଧସେଇ ପଶିଲେ ବିକ୍ଷୋଭକାରୀ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ପଦକ୍ଷେପ ନେବା ଦାବିରେ ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ କୃଷିମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ଘର ଭିିତରକୁ ଧସେଇ ପଶିଛନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ନେଇ ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ପକ୍ଷରୁ କୃଷିମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଧାୟକ  ପ୍ରଭାତ ତ୍ରିପାଠୀଙ୍କ ଜାମିନ ବିରୋଧରେ ସିବିଆଇ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଚିଟ୍‌ ଫଣ୍ଡ ମାମଲାରେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଜାମିନ୍‌  ରାୟକୁ କାଏମ ରଖିଛନ୍ତି ସୁପ୍ରିମ କୋର୍ଟ।  ଶ୍ରୀ ତ୍ରିପାଠୀଙ୍କୁ ଜାମିନ୍‌ ପ୍ରଦାନ କଲେ ସେ ତଦନ୍ତ ପ୍ରକିୟାକୁ ପ୍ରଭାବିତ କର ପାରନ୍ତି ବୋଲି ଦର୍ଶାଇ ଓଡ଼ିଶା ହାଇକୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...