ଅନୁସନ୍ଧାନ କରୁଥିବା ବର୍ଗ

Leading

ଫୁଟବଲ ଛାଡ଼ିବା ପୂର୍ବରୁ ୭ଟି ସନ୍ତାନର ପିତା ହେବାକୁ ଚାହାଁନ୍ତି ରୋନାଲ୍‌ଡୋ

ନୂଆଦିଲ୍ଲୀ: ପର୍ତ୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଫୁଟବଲ ଦୁନିଆକୁ ବିଦାୟ କହିବା ପୂର୍ବରୁ ୭ଟି ସନ୍ତାନର ଜନକ ହେବାକୁ ଚାହାଁନ୍ତି। ରିୟଲ ମାଦ୍ରିଦର ୩୨ବର୍ଷିଅ ଖେଳାଳି ନିଜର ୧୫ ବର୍ଷର କ୍ୟାରିୟର ଭିତରେ ଏପର୍ଯ୍ୟନ୍ତ ୪ଟି ‘ବ୍ୟାଲଡ ଡି ଆର୍‌’ ହାସଲ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତୀ’ର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଉପରେ ବର୍ଷିଲେ ସିବିଏଫ୍‌ସି ଅଧ୍ୟକ୍ଷ, ବିଭିନ୍ନ ସଂଗଠନର ବିରୋଧ ଜାରି

ମୁମ୍ବାଇ: ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି)ର ଅଧ୍ୟକ୍ଷ ପ୍ରସୂନ ଜୋଶୀ ଶନିବାର ‘ପଦ୍ମାବତୀ’ ଚଳଚ୍ଚିତ୍ରର ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଭଂସାଲୀ ଏବଂ ପ୍ରଯୋଜକ ଚଳଚ୍ଚିତ୍ରର ପ୍ରମାଣନ ପୂର୍ବରୁ ଯେଭଳି…
ଅଧିକ ଖବର ଦେଖନ୍ତୁ...

ସ୍କୁଲକୁ ଜିନ୍ସ ପିନ୍ଧି ଯିବା ମହଙ୍ଗା ପଡ଼ିଲା, କଇଁଚିରେ ଫ୍ୟାଣ୍ଟ କାଟି ଛାତ୍ରକୁ ଗୁରୁତର କଲେ ଶିକ୍ଷକ

ଲକ୍ଷ୍ମୌ: ଉତ୍ତରପ୍ରଦେଶର କାନପୁରସ୍ଥିତ ସିକନ୍ଦର ଅଞ୍ଚଳରେ ଥିବା ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ର ସ୍କୁଲକୁ ଜିନ୍ସ ପରିଧାନ କରି ଯିବା ମହଙ୍ଗା ପଡ଼ିଛି। ଶିକ୍ଷକ ଉକ୍ତ ଛାତ୍ରର ଜିନ୍ସକୁ କାଟିବା ସହ ତା’କୁ ଗୁରୁତର ଆହତ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା…
ଅଧିକ ଖବର ଦେଖନ୍ତୁ...

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ୩/୧୩୮

କୋଲକାତା: ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚର ଶୃଙ୍ଖଳାର ପ୍ରଥମ ମୁକାବିଲା କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ୩ୟ ଦିନର ଖେଳ ଶନିବାର ଜାରି ରହିଛି। ଟିମ୍‌ ଇଣ୍ଡିଆ ପ୍ରଥମ ପାଳିରେ ୧୭୨ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଛି। ଏହା ପରେ ବ୍ୟାଟିଂ ଆରମ୍ଭ କରିଥିବା…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ନୂଆ ମିସନ୍‌ :୧୦୦ କୋଟି ଆଧାର ସହ ୧୦୦ କୋଟି ମୋବାଇଲ୍‌ ଓ ଆକାଉଣ୍ଟକୁ ଲିଙ୍କ୍‌ କରିବେ ସରକାର

ନୂଆଦିଲ୍ଲୀ: ମୁଡିସ୍‌ ରେଟିଙ୍ଗ୍‌ରେ ଭାରତର ଉତ୍ସାହ ଜନକ ଅଗ୍ରଗତି ଏବଂ ‘ବ୍ୟବସାୟ ଲାଗି ଅନୁକୂଳ’ କ୍ରମାଙ୍କରେ ୩୦ଟି ସ୍ଥାନ ଉପରକୁ ଉଠିବା ପରେ କେନ୍ଦ୍ର ସରକାର ଆଉ ଏକ ବଡ଼ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପ ନେଇଛନ୍ତି । ଏହା ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ମିସନ୍‌। ‘୧୦୦…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ୨ ପଲିଟେକ୍‌ନିକ୍‌ ଛାତ୍ରର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ସଦର ଥାନା ଅନ୍ତର୍ଗତ କାରିଲୋପାଟଣା ଲୁଣା କରଣ୍ଡିଆ ନଦୀ ପୋଲ ଉପରୁ ଡେଇଁ ଶନିବାର ଜଣେ ଯୁକ୍ତ ୨ ଶ୍ରେଣୀରେ ପଢୁଥିବା ପଲିଟେକନିକ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଡେରାବିସ ଅଞ୍ଚଳରେ ଥିବା ଯୁକ୍ତ ୨ ଛାତ୍ର କେଶବ ମଲ୍ଲିକର ମୃତଦେହକୁ କିଛି…
ଅଧିକ ଖବର ଦେଖନ୍ତୁ...

ଯୁବକ ଆତ୍ମହତ୍ୟା ଘଟଣା : ପତ୍ନୀ ଓ ପ୍ରେମିକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୁଲିସ

ପୁରୀ: ଆତ୍ମହତ୍ୟା ପୂର୍ବର ଫେସ୍‌ବୁକ୍‌ରେ ଭିଡିଓ ଅପଲୋଡ୍‌ କରି ଆତ୍ମହତ୍ୟା କରିଥିବା ସଦର ଥାନା ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ରଙ୍କ ସ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କ ପ୍ରେମିକକୁ ପୁଲିସ ଆଜି ଗିରଫ କରିଛି। ମୃତ ଶାନ୍ତନୁଙ୍କ ପରିବାର ପକ୍ଷରୁ ସଦର ଥାନାରେ ହୋଇଥିିବା ଅଭିଯୋଗ ଭିତ୍ତିରେ…
ଅଧିକ ଖବର ଦେଖନ୍ତୁ...

୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ସିଡିଏମଓ

ଭଦ୍ରକ: ଜଣେ ଠିକାଦାରଙ୍କ ବିଲ୍‌ ପାସ କରି ଦେବା ପାଇଁ ତାଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ସିଡିଏମଓ ଡା. ଗୀତାଞ୍ଜଳି ପଟ୍ଟନାୟକ। ଭଦ୍ରକ ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ଠାରୁ ପ୍ରକାଶ ଯେ, ଭଦ୍ରକ ସ୍ୱାସ୍ଥ୍ୟବିଭାଗରେ ସଫେଇ…
ଅଧିକ ଖବର ଦେଖନ୍ତୁ...

ନାବାଳକଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବତୀ ଗିରଫ

ବେଙ୍ଗାଲୁର: ଜଣେ ନାବାଳକଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ବେଙ୍ଗାଲୁର ପୁଲିସ ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଗିରଫ କରିଛି। ଯୁବତୀଙ୍କୁ ପୋକ୍ସୋ ଆକ୍ଟ ବଳରେ ଗିରଫ କରାଯାଇଛି। ଉଭୟ ପୀଡ଼ିତ ନାବାଳକ ଓ ଅଭିଯୁକ୍ତ ଯୁବତୀ ବେଙ୍ଗାଲୁର ଠାରୁ ୯୫ କିଲୋମିଟର ଦୂର କୋଲାବ ଗୋଲ୍ଡ ଫିଲ୍ଡ…
ଅଧିକ ଖବର ଦେଖନ୍ତୁ...

ଚେକ୍‌ ବାଉନ୍‌ସ ମାମଲାରେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପୁଲିସର ଚଢ଼ାଉ

ବାରିପଦା: ଏକ ଜମିବାଡ଼ି ଓ ଚେକ୍‌ ବାଉନ୍ସ ମାମଲାରେ କମିଶନରେଟ୍‌ ପୁଲିସ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରିଛି। ଗତକାଲି ରାତି ପ୍ରାୟ଼ ୩ଟା ସମୟରେ ଭୁବନେଶ୍ୱର ଇନ୍‌ଫୋସିଟି ପୁଲିସ ବାରିପଦା ଟାଉନ୍‌ ପୁଲିସ…
ଅଧିକ ଖବର ଦେଖନ୍ତୁ...