ଅନୁସନ୍ଧାନ କରୁଥିବା ବର୍ଗ

Leading

ୟେମେନ୍‌ ସୀମାନ୍ତ ନିକଟରେ ହେଲିକପ୍ଟର୍‌ ଦୁର୍ଘଟଣା: ସାଉଦି ରାଜପୁତ୍ର ମୃତ

ରିୟାଦ୍‌: ଯୁଦ୍ଧ-ବିକ୍ଷତ ରାଷ୍ଟ୍ର ୟେମେନ୍‌କୁ ଲାଗି ରିୟାଦ୍‌ର ଦକ୍ଷିଣ ସୀମାନ୍ତାଞ୍ଚଳରେ ରବିବାର ଦିନ ଏକ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ବସିଥିବା ଜଣେ ସାଉଦୀ ରାଜପୁତ୍ରଙ୍କ ସହ କେତେକ ଅଧିକାରୀ ମୃତ୍ୟୁ ବରଣ କରିଛନ୍ତି ବୋଲି ରାଷ୍ଟ୍ରାୟତ ଟେଲିଭିଜନ୍‌ ପ୍ରସାରଣ କରିଛି।…
ଅଧିକ ଖବର ଦେଖନ୍ତୁ...

ସ୍ପାରେ ସେକ୍ସ ର‍୍ୟାକେଟ୍‌ ଘଟଣା: ଘରମାଲିକ ଟିକାବାଲିରୁ ଗିରଫ

ବନେଶ୍ୱର: ଏକାମ୍ର ପାର୍କସ୍ଥିତ ଏକାମ୍ରଭିଲ୍ଲା ଅଞ୍ଚଳର ଏକ ଦୁଇମହଲା ଘରେ ଦୀର୍ଘଦିନ ଧରି ଆର୍ୟୁବେଦିକ ସ୍ପା ସେଣ୍ଟର୍‌ ନାଁରେ ଚାଲିଥିବା ସେକ୍ସର‍୍ୟାକେଟ୍‌କୁ ନୂଆପଲ୍ଲୀ ଥାନା ପୁଲିସ ଠାବ କରବା ପରେ ଆଜି ଏହି ସେକ୍ସ ର‍୍ୟାକେଟ୍‌ର ଅନ୍ୟତମ ଅଭିଯୁକ୍ତ ତଥା ଘର ମାଲିକ ରାମେଶ୍ୱର ଆଚାରୀ( ୩୦…
ଅଧିକ ଖବର ଦେଖନ୍ତୁ...

କି କଥା ଲେଖା ଅଛି ହନିପ୍ରୀତ୍‌ଙ୍କ ବ୍ୟକ୍ତିଗତ ଡାଏରିରେ

ଚଣ୍ଡିଗଡ଼: ଶେଷରେ ପୁଲିସ ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କର ଦୁଇଟି ବ୍ୟକ୍ତିଗତ ଡାଏରି ଉଦ୍ଧାର କରିଛି ବୋଲି ରବିବାର ଦିନ ଜଣାପଡ଼ିଛି। ସାନିଟେସନ୍‌ ଡ୍ରାଇଭ୍‌ ସମୟରେ ପୁଲିସ ଡେରା ସଚ୍ଚା ସୌଦାରୁ ଜବତ କରିଥିବା ସମସ୍ତ ଦଲିଲ, ଗ୍ୟାଜେଟ୍ସ ଏବଂ କମ୍ପ୍ୟୁଟର୍‌ ଆଦି ଏବେ ଯାଞ୍ଚ କରାଯାଉଛି। ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ମହୁଲପାଲୀରେ ଚାଷୀଙ୍କ ରାସ୍ତାରୋକ

ବରଗଡ଼: ଆଜି ସକାଳେ ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକ୍‌ ମହୁଲପାଲି ନିକଟରେ ଚାଷୀମାନେ ଆନ୍ଦୋଳନ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି। ଚକଡ଼ା ପୋକ ଦ୍ୱାରା ହୋଇଥିିବା ଫସଲହାନୀର ଠିକ୍‌ ଆକଳନ,୨୦୧୬ ଫସଲ ବୀମା ରାଶି ପ୍ରଦାନ, କ୍ରପ୍‌ କଟିଂରେ ୩୩ ପ୍ରତିଶତ ନୁହେଁ, ୨୦ ପ୍ରତିଶତ ଫସଲ ହାନୀ…
ଅଧିକ ଖବର ଦେଖନ୍ତୁ...

୪ ମାସର ବିରତି ପରେ ନିୟନ୍ତ୍ରଣ ରେଖାପାରି ବାଣିଜ୍ୟ ଓ ବସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ: ୪ ମାସର ବିରତି ପରେ ଏ ସପ୍ତାହରେ ପୁଞ୍ଚ୍‌-ରାଓ୍ଵାଲ୍‌କୋଟ୍‌ ପଥ ଦେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାପାରି ବାଣିଜ୍ୟ ଏବଂ ବସ୍‌ ସେବା ପୁଣି ଆରମ୍ଭ ହେବାର ସମ୍ଭବାନା ଅଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଭାରତ ଉଲ୍ଲେଖଯୋଗ୍ୟ କ୍ଷେତ୍ରରେ ପାକିସ୍ତାନୀ…
ଅଧିକ ଖବର ଦେଖନ୍ତୁ...

ପାରାଡାଇଜ୍‌ ପେପର୍‌ସ୍‌ ଲିକ୍‌: ସନ୍ଧାନ ଦେଇ ପାରେ ୭୧୪ ଜଣ ଭାରତୀୟଙ୍କ ଗୁପ୍ତଧନ

ନୂଆଦିଲ୍ଲୀ: ପାନାମା ପେପର୍‌ର ବର୍ଷକ ପରେ, ‘ଆପ୍ଲବି’ ନାମକ ଏକ ଦରିଆପାରି ଲ’ ଫାର୍ମ୍‌ରୁ ନିଆଯାଇଥିବା ନୂଆ ଡାଟା ସେଟ୍‌ ଭାରତୀୟଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କର ଗୁପ୍ତଧନର ସନ୍ଧାନ ଦେବା ସହ କର୍ପୋରେସନ୍‌, ହେଜ୍‌ ଫଣ୍ଡ୍‌ ଏବଂ ଅନ୍ୟମାନେ କେମିତି ଟିକସ ଫାଙ୍କିଛନ୍ତି ତାହା ଧରା…
ଅଧିକ ଖବର ଦେଖନ୍ତୁ...

ବୋଲଗଡ଼: ବନ୍ଦ ଡାକରା ଯୋଗୁଁ  ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

ବୋଲଗଡ଼: ବୋଲଗଡ଼ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ବୋଲଗଡ଼ ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଯୋଗୁଁ ୫୭ ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଉଭୟ ପଟୁ ଆସୁଥିବା ଶହଶହ…
ଅଧିକ ଖବର ଦେଖନ୍ତୁ...

ଲିଭ୍‌-ଇନ୍‌ ରିଲେସନ୍‌ରେ ରହୁଥିବା ପୁରୁଷ ବନ୍ଧୁଙ୍କ ହତ୍ୟା କଲେ ଯୁବତୀ

ବେଙ୍ଗାଲୁର:ବେଙ୍ଗାଲୁରରେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିବା ଜଣେ ୩୦ ବର୍ଷୀୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କୁ ତଣ୍ଟି ଚିପିହତ୍ୟା କରିବା ପରେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି। ଅତ୍ୟାଧିକ ମଦ୍ୟପନ କରି ତାଙ୍କ ପୁରୁଷ ବନ୍ଧୁ ପଡ଼ିଯାଇ ମୃତ୍ୟୁବରଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ଟେକ୍ସାସ୍‌ ଗୀର୍ଜା ଆକ୍ରମଣରେ ୨୬ ମୃତ

ସୁଦର୍‌ଲାଣ୍ଡ୍‌ ସ୍ପ୍ରିଙ୍ଗ୍ସ: ରବିବାର ଦିନ ଏକ କ୍ଷୁଦ୍ର ଦକ୍ଷିଣ ଟେକ୍ସାସ୍‌ ସମ୍ପ୍ରଦାୟର ଗୋଟିଏ ଗୀର୍ଜା ମଧ୍ୟରେ ଜଣେ ଲୋକ ଗୁଳି ଚଳାଇବାରୁ ୨୬ ଜଣ ବ୍ୟକ୍ତି ନିହତ ହେବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ରାଜ୍ୟର ଇତିହାସରେ ଏହା ସବୁଠୁ ମାରାତ୍ମକ ଗୁଳିକାଣ୍ଡ ଜନିତ ନରସଂହାର ବୋଲି…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ହାତୀ ଆକ୍ରମଣରେ ଜଣେ ମୃତ

ନୂଆପଡ଼ା: ସୋମବାର ପ୍ରତ୍ୟୁଷରେ ଖରିଆର ରୋଡ୍‌ ରେଞ୍ଜ୍‌ ଭଇତୁମୁଣ୍ଡି ଗ୍ରାମ ଉପକଣ୍ଠରେ ହାତୀ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି। ଆଜି ପାହାନ୍ତା ପହରରେ ୬୫ ବର୍ଷିୟ ଲକି ପାଣ୍ଡେ ନାମକ ବ୍ୟକ୍ତି ଜଣକ ଶୌଚ ହେବା ପାଇଁ ଗ୍ରାମ ବାହାରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...