ଅନୁସନ୍ଧାନ କରୁଥିବା ବର୍ଗ

Leading

ପ୍ରଶଂସକଙ୍କ ଟୁଇଟ୍‌ରର ମୁହତୋଡ଼ ଜବାବ ଦେଲେ ତାପସୀ!

ଟ୍ଵୁଇଟରରେ ଜଣେ ପ୍ରଶଂସକ ଦେଇଥିବା ଲଜ୍ଜାଜନକ କମେଣ୍ଟର ଉଚିତ ଜବାବ ଦେଇଛନ୍ତି ଦକ୍ଷିଣ ଅଭିନେତ୍ରୀ ତାପସୀ ପାନୁ। କିଛିଦିନ ପୁର୍ବରୁ ତାପସୀଙ୍କର ଏକ ପୋଷାକ ଉପରେ ମନ୍ତବ୍ୟ ଦେଇ ଜଣେ ବ୍ୟକ୍ତି କହିଥିଲେ, "କପଡ଼ା ପିନ୍ଧିବାକୁ ମିଳୁ ନାହିଁ ନା କି କିଣିବାକୁ ପଇସା ନାହିଁ? ନା ପୁଣି ଅଙ୍ଗ ନ…
ଅଧିକ ଖବର ଦେଖନ୍ତୁ...

ଚାରି ଦଶନ୍ଧି ମଧ୍ୟରେ ଦେଶର ଜାତୀୟ ପ୍ରାଣୀ ମହାବଳ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ୧୩୦୦ ପ୍ରତିଶତ

ନୂଆଦିଲ୍ଲୀ: ମହାବଳ ବାଘକୁ ଜାତୀୟ ପ୍ରାଣୀର ମାନ୍ୟତା ମିଳିବା ପରେ ବିଗତ ୪୪ ବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟାରେ ୧୩୦୦ ପ୍ରତିଶତ ବୃଦ୍ଧି ଘଟିଥିବା ଜାଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଏକଦା ମହାବଳ ବାଘରେ ପରିପୂର୍ଣ୍ଣ ଥିବା ଭାରତରେ ଏମାନଙ୍କ ସଂଖ୍ୟା ବିଭିନ୍ନ କାରଣରୁ ବେଶ୍‌ ଉଦବେଗଜନକ…
ଅଧିକ ଖବର ଦେଖନ୍ତୁ...

କଲେଜ୍‌ର ନାମ ପରିବର୍ତ୍ତିତ ହୋଇ ‘ବନ୍ଦେ ମାତାରମ ମହାବିଦ୍ୟାଳୟ’ ହେବାରୁ ଅସନ୍ତୋଷ ପ୍ରକାଶ କଲେ ଛାତ୍ର

ନୂଆଦିଲ୍ଲୀ: ଦିଲ୍ଲୀର ‘ଦୟାଲ୍‌ ସିଂହ କଲେଜ୍‌’ର ନାମ ପରିବର୍ତ୍ତିନ କରାଯାଇ ଏବେ ତାହାକୁ ‘ବନ୍ଦେ ମାତାରମ ମହାବିଦ୍ୟାଳୟ’ କରି ଦିଆଯାଇଛି। କଲେଜ ପକ୍ଷରୁ ଶୁକ୍ରବାର ନିଆଯାଇଥିବା ଏହି ପଦେକ୍ଷେପକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। କଲେଜ୍‌ର ଏକ ଛାତ୍ର ଦଳ ଏପରି ନିଷ୍ପତ୍ତିକୁ ବିରୋଧ…
ଅଧିକ ଖବର ଦେଖନ୍ତୁ...

ଟେନିସ୍‌ ଷ୍ଟାର ସେରେନା ଓ୍ଵିଲିୟମ୍‌ସଙ୍କ ବିବାହ ଉତ୍ସବ ଦେଖିଲେ ନିଜର ଅଢ଼େଇ ବର୍ଷର ଝିଅ

ନୂଆଦିଲ୍ଲୀ: ଟେନିସ ଷ୍ଟାର ସେରେନା ଓ୍ଵିଲିୟମ୍‌ସ ନିଜ ପୁରୁଷ ବନ୍ଧୁ ଏଲେକ୍ସିସ୍‌ ଓହନିୟନଙ୍କୁ ଗତ ନଭେମ୍ବର ୧୬ରେ ବିିବାହ କରିଛନ୍ତି। ଏଲେକ୍ସିସ ହେଉଛନ୍ତି ଜଣେ ବ୍ୟବସାୟୀ। ସେ ହେଉଛନ୍ତି, କମ୍ପାନି ‘ରେଡିକଟ୍‌’ର ପ୍ରତିଷ୍ଠାତା। ସେରେନା ଓ ଏଲେକ୍ସିସଙ୍କ ବିବାହ ଉତ୍ସବରେ ନିଜର ଅଢ଼େଇ…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆରଆଇ/ପିଆଇଓ/ଓସିଆଇଙ୍କ ପାଇଁ ପାନ୍‌ ଓ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ଅନିବାର୍ଯ୍ୟ ନୁହେଁ: ୟୁଆଇଡିଏଆଇ

ନୂଆଦିଲ୍ଲୀ: କେନ୍ଦ୍ରସରକାର ପ୍ରତ୍ୟେକଟି କ୍ଷେତ୍ରରେ ଆଧାରକାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ମୋବାଇଲ୍‌ ଫୋନ୍‌, ସବ୍‌ସିଡି ଓ ରାସନ୍‌ ଆଦି ପାଇଁ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଛି। ଏ ନିୟମ ପରେ ସମସ୍ତେ ନିଜର…
ଅଧିକ ଖବର ଦେଖନ୍ତୁ...

ଗୋଡ଼ ଖସି ଯିବାରୁ ବିଧାୟିକା ରାଜଶ୍ରୀ ମଲ୍ଲିକ ଗୁରୁତର, ଏସ୍‌ସିବି ସ୍ଥାନାନ୍ତର

ତିର୍ତୋଲ/ପାରାଦୀପ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଶନିବାର ଗୁରୁତର ଆହତ ହୋଇଛନ୍ତି। ତିର୍ତୋଲ ବ୍ଲକ ସଦ୍‌ଭାବନା ଗୃହରେ ଶେଷ ହୋଇଥିବା ଦିବ୍ୟାଙ୍ଗ ସଚେତନତା ଶିବିରରେ ସେ ଯୋଗ ଦେଇଥିଲେ। ଅପରାହ୍ଣ ୩ଟା ୩୦ରେ ଏହି ବୈଠକ ଶେଷ ହୋଇଥିଲା। ବୈଠକ…
ଅଧିକ ଖବର ଦେଖନ୍ତୁ...

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ୩ୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪/୧୬୫

କୋଲକାତା: ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚର ପ୍ରଥମ ମୁକାବିଲାର ୩ୟ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪୫.୪ ଓଭରରେ ୪ ଓ୍ଵିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି। କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖରାପ ପାଗ ଯୋଗୁଁ ଖେଳ ବନ୍ଦ କରିବାକୁ ଘୋଷଣା କରାଯାଇ…
ଅଧିକ ଖବର ଦେଖନ୍ତୁ...

ଲଭ ଜିହାଦ୍‌: ଧର୍ମ ପରିବର୍ତ୍ତନ ପାଇଁ ମଡେଲ ପତ୍ନୀଙ୍କୁ ସ୍ୱାମୀଙ୍କ ନିର୍ଯାତନା

ମୁମ୍ବାଇ: ହିନ୍ଦୁ ପରିବାରରେ ଜନ୍ମ ଲାଭ କରିଥିବା ମୁମ୍ବାଇର ଜଣେ ମଡେଲ୍‌ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କର ଧର୍ମ ପରିବର୍ତ୍ତନ ଘଟାଇ ମୁସଲ୍‌ମାନ ହେବା ପାଇଁ ଚାପ ପକାଉଛନ୍ତି। ମଡେଲ୍‌ ରଶ୍ମୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅସିଫ୍‌ ପୂର୍ବରୁ ମଧ୍ୟ ଧର୍ମ ପରିବର୍ତ୍ତନ କରାଇବାକୁ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନ ସିଂହ ସଫାରିରେ ଫସିଲା ବସ୍‌, ପର୍ଯ୍ୟଟକ ଭୟଭୀତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ’ର ସିଂହ ସଫାରିରେ ଶନିବାର ପର୍ଯ୍ୟଟକଙ୍କ ବସ ଫସିଛି। ଫଳରେ ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ୪୫ ଜଣ ପର୍ଯ୍ୟଟକଙ୍କୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା…
ଅଧିକ ଖବର ଦେଖନ୍ତୁ...

ବିହାର ବୋର୍ଡର ବିଚିତ୍ର ନିୟମ: ହିନ୍ଦୀରେ ୭୯ ନମ୍ବର ରଖି ବି ଛାତ୍ର ଫେଲ

ପାଟନା: ବିହାର ସ୍କୁଲ ଏକ୍ସାମିନେସନ୍‌ ବୋର୍ଡ (ବିଏସ୍‌ଇବି) ଜଣେ ୧୦ମ ଶ୍ରେଣୀ ଛାତ୍ର ହିନ୍ଦୀ ପରୀକ୍ଷାରେ ୭୯ ନମ୍ବର ରଖିଥିଲେ ସୁଦ୍ଧା ତାଙ୍କୁ ଫେଲ ବୋଲି ଘୋଷଣା କରିଥିଲେ। ଉକ୍ତ ଛାତ୍ର ଜଣକ ଏହାପରେ ସୂଚନା ଅଧିକାର ଅଧିନିୟମ (ଆରଟିଆଇ)ଅନୁଯାୟୀ ପରୀକ୍ଷା ଖାତାର ନକଲ ପାଇଁ ଆବେଦନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...