ଅନୁସନ୍ଧାନ କରୁଥିବା ବର୍ଗ

Leading

ଶିକ୍ଷକ ଗାଳି ଦେବାରୁ ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

କୋଚି : ଶିକ୍ଷକଙ୍କ ଗାଳି ସହି ନପାରି କେରଳର ଜଣେ ଛାତ୍ରୀ ସ୍କୁଲ୍‌ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କେରଳର କୋଲ୍ଲମ୍‌ ଜିଲ୍ଲା ଅନ୍ତର୍ଗତ ଟ୍ରିନିଟି ଲେସିମ୍‌ ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ରୀ ଗୌରୀ(୧୫) ଶ୍ରେଣୀଗୃହରେ ଅନ୍ୟ ଜଣେ ବିଦ୍ୟାର୍ଥୀଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାକୁ…
ଅଧିକ ଖବର ଦେଖନ୍ତୁ...

ବୋମାବର୍ଷୀ ବିମାନ ସବୁକୁ ସଜାଗ ରଖିଲା ଆମେରିକା

ଓ୍ଵାସିଂଟନ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଏକଜିଦିଆ ପଣ ଲାଗି ଦେଖାଦେଇଥିବା ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଛି। ଆମେରିକାର ଟ୍ରମ୍ପ ପ୍ରଶାସନ ଏବଂ କିମ୍‌ ଜଙ୍ଗଙ୍କ ଯୁଦ୍ଧଖୋର ମନୋବୃତ୍ତି ପାଇଁ ପରିସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ଏକ ଅବଶ୍ୟମ୍ଭାବୀ…
ଅଧିକ ଖବର ଦେଖନ୍ତୁ...

ଲାଇନଚ୍ୟୁତ ଟ୍ରେନ୍‌କୁ ଟ୍ରାକ୍‌କୁ ଆଣିଥିବା ରେଲେଓ୍ଵ କର୍ମଚାରୀଙ୍କୁ ୧୦,୦୦୦ଟଙ୍କାର ପୁରସ୍କାର

ମୁମ୍ବାଇ: ପଶ୍ଚିମ ରେଳବାଇ ନିଜ କର୍ମଚାରୀଙ୍କ ପାଇଁ ୧୦,୦୦୦ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏହି ପୁରସ୍କାର ରାଶି ସେହି ଲୋକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଗୁରୁବାର ଏକ ଟ୍ରେନ୍‌କୁ ଠେଲିଠେଲି ଡେଡ-ଏଣ୍ଡରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ। ମୁମ୍ବାଇ ଡିଭିଜିନଲ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ ଆଣୁଛି ଗ୍ରୁପ୍‌ ଭିଡିଓ କଲିଂ ସୁବିଧା!

ଏବେ ହ୍ଵାଟ୍‌ସଆପର ଜମାନା ଚାଲିଛି। ଯୋଗାଯୋଗ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ହ୍ଵାଟ୍‌ସଆପ। ଏହାସହ ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଫିଚର ଆଣୁଥିବା ହ୍ଵାଟ୍‌ସଆପ ପୁଣିଥରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଅଡିଓ ଓ ଭିଡିଓ କଲ ଭଳି ନୂଆ ନୂଆ ଫିଚର ଆଣିଥିବା ହ୍ଵାଟ୍‌ସଆପ ଏବେ ଗ୍ରୁପ୍‌…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ସହ ଯୁକ୍ତି ହେବାରୁ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ରୀ

କୋଚି: କେରଳର ଜଣେ ସ୍କୁଲ ଛାତ୍ରୀ ନିଜ ଶିକ୍ଷକଙ୍କ ସହ ଯୁକ୍ତି ତର୍କ ହେବାରୁ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। କେରଳର କୋଲାମ୍‌ସରେ ଥିବା ଟ୍ରିନିଟି ଲିସିୟମ୍‌ ସ୍କୁଲ୍‌ର ଏହି ବାଳିକା ଜଣକ ଦଶମ ଶ୍ରେଣୀର ଛାତ୍ରୀ। ଜାଣିବାକୁ ମିଳିଛି ଯେ ଛାତରୁ ଡେଇଁଥିବା ଛାତ୍ରୀଙ୍କର…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଯଦି ଟିକେଟ୍‌ କନ୍‌ଫର୍ମ ନ ହୁଏ ତେବେ ଆପଣଙ୍କୁ ମିଳିବ ବିମାନ ଯାତ୍ରା ସୁଯୋଗ!

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସ୍‌ରେ ଯାତ୍ରା ପାଇଁ ଏସି-୧ ଏବଂ ଏସି-୨ ଶ୍ରେଣୀରେ ଟିକେଟ୍‌ କରିଥିବା ଯାତ୍ରୀମାନଙ୍କର ଯଦି ଟିକେଟ୍‌ ନିଶ୍ଚିତ(କନ୍‌ଫର୍ମ) ହୋଇ ନଥାଏ ତେବେ ସେମାନେ ନିଜର ଗନ୍ତବ୍ୟ ପଥକୁ ବିମାନ ଯୋଗେ ଯାତ୍ରା କରିବାର ସୁଯୋଗ ମିଳିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଶିକ୍ଷକଙ୍କ ଅଭାବ: ଚନ୍ଦନପୁର ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଚନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଅନେକ ଦିନ ହେବ ଚନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ସ୍କୁଲରେ ପାଠ ପଢ଼ା ଠିକ୍‌ ଭାବେ ହେଉ…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୭୩ଟି ବାଘଙ୍କ ମୃତ୍ୟୁ

ଇନ୍ଦୋର: ଚଳିତବର୍ଷ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ବାଘଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଅନୁସାରେ, ୨୦୧୭ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ୭୩ଟି ବାଘଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟକ ବାଘ ମଧ୍ୟପ୍ରଦେଶରୁ ମୃତବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ, ତିନିଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମଞ୍ଜୁରୀ ମିିଳିଥିବା…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣର ଶିକାର ହେବାପରେ ଟ୍ରେନ୍‌ରୁ ଡେଇଁ ଛାତ୍ରୀ ଗୁରୁତର

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ ଭିତରେ ଜଣେ ଛାତ୍ରୀ ଅସଦାଚରଣର ଶିକାର ହେବା ପରେ ଟ୍ରେନ୍‌ରୁ ଡେଇଁପଡ଼ି ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ସିଏସଏମଟି ଷ୍ଟେସନ୍‌ରୁ ଟ୍ରେନ୍‌ କରି ରୋଡ ଯାଉଥିବା ସମୟରେ ଘଟିଛି। ସୂଚନାଯୋଗ୍ୟ, ରବିବାର ସକାଳ ୯.୨୯ ପାଖାପାଖି ସମୟରେ ଜଣେ ଛାତ୍ରୀ ଏକ ଲୋକାଲ…
ଅଧିକ ଖବର ଦେଖନ୍ତୁ...