ଅନୁସନ୍ଧାନ କରୁଥିବା ବର୍ଗ

Leading

ଚେନ୍ନାଇ: ମୁଖ୍ୟମନ୍ତ୍ରୀଙ୍କୁ ପରିହାସ କରି କାର୍ଟୁନିଷ୍ଟ୍‍ ବାଲା ଗିରଫ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ୱାମୀଙ୍କ ସମେତ ରାଜ୍ୟର ସରକାରୀ ବ୍ୟବସ୍ଥାକୁ ପରିହାସ କରିବା ଅଭିଯୋଗରେ କାର୍ଟୁନିଷ୍ଟ ବାଲା ଜି(୩୬) ରବିବାର ଗିରଫ ହୋଇଛନ୍ତି। ନିଜ ଫେସ୍‌ବୁକ୍‌ ପେଜ୍‌ରେ ବାଲା ପୋଷ୍ଟ୍‍ କରିଥିବା କାର୍ଟୁନକୁ ନେଇ ତାଙ୍କୁ ଗିରଫ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲି: ଟ୍ରଲର ଧକ୍କାରେ ମାଲବୋଝେଇ ବୋଟ୍‌ ଦୁର୍ଘଟଣା ଗ୍ରସ୍ତ, ୩ ଉଦ୍ଧାର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ବନ୍ଦର ନିକଟରେ ରବିବାର ମାଛ ଧରା ଟ୍ରଲର ଧକ୍କାରେ ଏକ ମାଲବୋଝେଇ ବୋଟ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ୩ଜଣ ପାଣିରେ ଭାସି ଯାଇଥିଲେ। ସେମାନଙ୍କୁ ଧାମରା ମେରାଇନ୍‌ ପୋଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଜାନୁଆରିରୁ ରେଳବାଇର ସମସ୍ତ କାର୍ଯ୍ୟାଳୟରେ ଲାଗୁ ହେବ ବାୟୋମ୍ୟାଟ୍ରିକ୍‌ ଆଟେଣ୍ଡାସ୍‌ ସିଷ୍ଟମ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ  ରେଳବାଇର ସମସ୍ତ କ୍ଷେତ୍ରରେ ୨୦୧୮ ଜାନୁଆରି ୩୧ ତାରିଖ ସୁଦ୍ଧା ଆଧାର ଆଧାରିତ ବାୟୋମ୍ୟାଟି୍ରକ୍‌ ଯୋଜନା ଆରମ୍ଭ କରିବାକୁ ଯାଉଛି ବୋଲି ରବିବାର ସୂଚନା ମିଳିଛି। ରେଳ ଅଧିକାରୀଙ୍କ କହିବାନୁସାରେ, ରେଳବାଇ ବୋର୍ଡ ବିଳମ୍ବରେ ଆସୁଥିବା ଓ କାମ କରୁ ନଥିବା…
ଅଧିକ ଖବର ଦେଖନ୍ତୁ...

ନୀଳଗିରିରେ ବୋଲେରୋ-ବାଇକ ଦୁର୍ଘଟଣା, ଯୁବକ ଗୁରୁତର

ନୀଳଗିରି: ରାଜ୍ୟ ରାଜପଥ କ୍ରମାଙ୍କ ୧୯ରେ ରବିବାର ପୂର୍ବାହ୍ଣ ୧୧ଟାରେ ବୋଲେରୋ-ବାଇକ ଦୁର୍ଘଟଣା ହେବାରୁ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି। ସଜନାଗଡ଼ା ଗ୍ରାମର ସ୍ୱର୍ଗତ ପାଣ୍ଡୁ ବାଗଙ୍କ ପୁଅ ବାବୁ ବାଗ ବୋଲି ଜଣାପଡ଼ିଛି। ଆହତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ବିଶେଷ: କେବଳ ଦିଲ୍ଲୀରେ ନୁହେଁ, ମଧ୍ୟପ୍ରଦେଶର କଟନୀର ଲୋକେ ମଧ୍ୟ କୋହଲିଙ୍କୁ ନେଇ ଗର୍ବିତ 

ନୂଆଦିଲ୍ଲୀ: ସମସ୍ତେ କୁହନ୍ତି ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ଦିଲ୍ଲୀର ପୁଅ। କିନ୍ତୁ ଅନେକ କ୍ରିକେଟ ପ୍ରେମି ବୋଧେ ଜାଣି ନଥିବେ ଯେ, କୋହଲିଙ୍କ ପରିବାର ମଧ୍ୟପ୍ରଦେଶର କଟନୀରୁ ଆସି ଦିଲ୍ଲୀରେ ବସତି ସ୍ଥାପନ କରିଛନ୍ତି। ଏଇଥି ପାଇଁ କଟନୀ ଅଞ୍ଚଳର ଲୋକେ ମଧ୍ୟ ବିରାଟ କୋହଲିଙ୍କୁ ନେଇ ଗର୍ବ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ସେକ୍ସ ର‍୍ୟାକେଟ ଠାବ: ୪ଯୁବତୀ ଉଦ୍ଧାର, ୪ ଯୁବକ ଅଟକ

ଭୁବନେଶ୍ୱର: ରାଜଧାନୀରେ ରବିବାର ପୁଣି ଏକ ସେକ୍ସ ର‍୍ୟାକେଟ ଠାବ ହୋଇଛି। ମିଳିଥିବା ସୂଚନା ଅନୁସାରେ ନୟାପଲ୍ଲୀ ଅଞ୍ଚଳରେ ସେକ୍ସ ର‍୍ୟାକେଟ ଚାଲିଥିବା ବେଳେ ପୁଲିସ ଚଢ଼ାଉ କରିଛି। ଏହି ସେକ୍ସ ର‍୍ୟାକେଟଟି ଏକ ବିୟୁଟି ପାର୍ଲରେ ଚାଲିଥିଲା। ଚଢ଼ାଉ ବେଳେ ପୁଲିସ ୪ଜଣ ଯୁବତୀଙ୍କୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ସାଧାରଣ ଖାଉଟି ସାମଗ୍ରୀ ଉପରୁ ଟିକସ ହ୍ରାସ ନେଇ ବିଚାର କରିପାରନ୍ତି ଜିଏସ୍‌ଟି କାଉନ୍‌ସିଲ

ନୂଆଦିଲ୍ଲୀ: ନଭେମ୍ବର ୧୦ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ ନେଇ ଗୌହାଟିରେ ବସିବ କ୍ଷମତାସଂପନ୍ନ ଜିଏସଟି କାଉନସିଲ ବୈଠକ। ଏହି ବୈଠକରେ ଏଥର ଅନେକ ସାଧାରଣ ସାମଗ୍ରୀ ଉପରେ ଟିକସ କମିପାରେ ବୋଲି ଆଶା କରାଯାଇଛି। ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରୁ ୭୦କିଲୋ ସୁନା ଜବତ, ମଳାଶୟ ଭିତରେ ଲୁଚାଇଥିଲେ ୪୦୦ଗ୍ରାମ

ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୭୦କିଲୋର ସୁନା ଜବତ ସହିତ ୩ଜଣ ଅପରାଧିଙ୍କୁ କଷ୍ଟମ ଅଧିକାରୀ ଗିରଫ କରିଛି। ଗିରଫ ହୋଇଥିବା ତିନିଜଣ ଅପରାଧିଙ୍କ ମଧ୍ୟରୁ ଜଣେ ସୁନାକୁ ମଳାଶୟ, ଅନ୍ୟଜଣେ ପେଣ୍ଟ ଚେନ୍‌ ଓ ତୃତୀୟ ଜଣକ ନିଜର ପୋଷାକ ଭିତରେ ଲୁଚାଇ ରଖିଥିବା କଷ୍ଟମ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ସିରିଆରେ ଆଇଏସ୍‌ ଆକ୍ରମଣ, ୭୫ ମୃତ

ନୂଆଦିଲ୍ଳୀ: ପୂର୍ବ ସିରିଆର ଏକ ଜନଗହଳି ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀମାନେ କାର୍‌ ବୋମା ବିସ୍ଫୋରଣ ଘଟାଇଥିବାରୁ ୭୫ ଜଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ରବିବାର ପ୍ରକାଶ ପାଇଛି। ତେବେ, ଯୁଦ୍ଧ ପରେ ବିସ୍ଥାପିତ ହୋଇ ଗୋଟାଏ ସ୍ଥାନରେ ଏକତ୍ର ବସବାସ କରୁଥିବା ଲୋକଙ୍କ ଉପରେ ଆତଙ୍କବାଦୀମାନେ…
ଅଧିକ ଖବର ଦେଖନ୍ତୁ...

ଚାଷୀ ଆତ୍ମହତ୍ୟା ଓ ଫସଲ ନଷ୍ଟ ନେଇ ୭ରୁ ବିଜେପିର ସବୁ ବ୍ଲକରେ ଆନ୍ଦୋଳନ

ଭୁବନେଶ୍ୱର: ବିଗତ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନେ ସେମାନଙ୍କ ଧାନ କ୍ଷେତରେ ନିଆଁ ଲଗାଇବା ଓ ବରଗଡ଼ ଜିଲ୍ଲା ଚାଷୀ ବୃନ୍ଦାବନ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ଭାରତୀୟ ଜନତା ପାର୍ଟି ଆଗାମୀ ନଭେମ୍ବର ୭ରୁ ରାଜ୍ୟବାପୀ ଆନ୍ଦୋଳନ କରିବାକୁ…
ଅଧିକ ଖବର ଦେଖନ୍ତୁ...