ଅନୁସନ୍ଧାନ କରୁଥିବା ବର୍ଗ

Leading

୨୦ ସେକେଣ୍ଡ୍‌ ପୂର୍ବରୁ ରେଳ ଛାଡ଼ିଦେବାରୁ ଗଭୀର ଦୁଃଖ ପ୍ରକାଶ କଲା ଜାପାନ ରେଳବାଇ

ଟୋକିଓ: ନିର୍ଦ୍ଧାରିତ ସମୟର ୨୦ ସେକେଣ୍ଡ୍‌ ପୂର୍ବରୁ ରେଳ ଗାଡ଼ି ଛାଡ଼ି ଦେବା ଭଳି ‘ଭୀଷଣ ବିଭ୍ରାଟ’ ଘଟାଇଥିବା କାରଣରୁ ଏକ ଜାପାନୀ ରେଳବାଇ ଅପରେଟର୍‌ ଗଭୀର କ୍ଷମା ଯାଚନା କରିଥିବା ବିଷୟ ସମୟାନୁବର୍ତ୍ତିତା ଏବଂ ଭଦ୍ରମି ପାଇଁ ଖ୍ୟାତ ସେ ଦେଶକୁ ଆଚମ୍ବିତ କରି ପକାଇଛି। ଟୋକିଓ ଏବଂ…
ଅଧିକ ଖବର ଦେଖନ୍ତୁ...

ବର୍ଷିକିଆ ଶିଶୁର ଜୀବନ ରକ୍ଷା କରିବାକୁ ୧୪ ଘଣ୍ଟାର ପଥ ୭ ଘଣ୍ଟାରେ ଅତିକ୍ରମ କଲା ଆମ୍ବ୍ୟୁଲାନ୍‌ସ୍‌

ତିରୁବନନ୍ତପୁରମ: ବୁଧବାର ରାତିରେ ଗୋଟାଏ ଅସମ୍ଭବ ଘଟଣା ସମ୍ଭବ ହୋଇଛି କେରଳରେ। ସେ ରାତିରେ, ସାଙ୍ଘାତିକ ସ୍ୱାସ୍ଥ୍ୟାବସ୍ଥା ଥିବା ଜଣେ ମାସିକିଆ ଶିଶୁକୁ ଧରି ଗୋଟାଏ ଆମ୍ବୁଲାନ୍‌ସ୍‌ ଉପକୂଳବର୍ତ୍ତୀ ରାଜ୍ୟର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଦ୍ରୁତ ବେଗରେ ଗତି କରି କନ୍ନୁରୁ ସହରର ଉତ୍ତର ଭାଗରୁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବିଷ ପାନ କରିଚାଷୀଙ୍କ ଆତ୍ମହତ୍ୟା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ଉଦମ୍ବର ପଞ୍ଚାୟତର ଦଳଗବିରା ଗ୍ରାମର ବାବାଜୀ ମାଝି(୫୫ ବର୍ଷ) ନାମକ ଜଣେ ଚାଷୀ ଋଣଭାର ଓ ଫସଲହାନୀରେ ବ୍ୟତିବ୍ୟସ୍ତ ହୋଇ ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚକଡ଼ା ପୋକ ସାଙ୍ଗକୁ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଦୁର୍ଘଟଣାରେ ବାଂଶପାଳ ବିଡଓ ଆହତ

ଘଟଗାଁ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବିଡିଓଙ୍କ ଗାଡ଼ି ଆଜି ସକାଳେ ଘଟଗାଁ ଥାନା ପୋଇଜାମୂଳା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିଡିଓ ଅଶ୍ୱିନୀ ମେହେର ଓ ତାଙ୍କ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅପନୁଯାୟୀ, ବିଡିଓ…
ଅଧିକ ଖବର ଦେଖନ୍ତୁ...

ବାରିପଦା: ପ୍ରେମିକାଙ୍କ ନଗ୍ନ ଫଟୋ ଭାଇରାଲ : କଲେଜ ଛାତ୍ର ଗିରଫ

ଭୁବନେଶ୍ୱର/ବାରିପଦା: ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ଉଲଗ୍ନ କରି ତାଙ୍କ ନଗ୍ନ ଫଟୋ ଭାଇରାଲ୍‌ କରିବା ଅଭିଯୋଗରେ ବାରିପଦା ପୁଲିସ ତିନିଜଣଙ୍କୁ ଗିରଫ କରିିଛି। ସେମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଅଞ୍ଚଳର ମୋତିଲାଲ ମହାତୋ, ଦୀପକ ମହାତୋ ଓ ପୁରୁଷୋତ୍ତମ ମହାତୋ। ସୁଟିଂ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତୀ’ ଏବଂ ଦୀପିକାଙ୍କୁ ବିରୋଧ ପରେ ଦୀପିକା ପାଦୁକୋନ୍‌ଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁମ୍ବାଇ:ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ ପଦ୍ମାବତୀ’ ର ରିଲିଜ୍‌ ତାରିଖ ଯେତେ ପାଖେଇ ଆସୁଛି, ତା’କୁ ନେଇ ସେତେ ଅଧିକ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡର ହଟ୍‌…
ଅଧିକ ଖବର ଦେଖନ୍ତୁ...

ଗୁଳି ଚୋଟ ଖାଇବା ସତ୍ତ୍ୱେ ଏଟିଏମ୍‌ ଡକାୟତି ପଣ୍ଡ କରିଥିବା ବୁଢ଼ା ଜଗୁଆଳି

ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଗତ ମଜ୍‌ରା ଦାବାସ୍‌ରେ ଗୋଟିଏ ଏସ୍‌ବିଆଇ ଏଟିଏମ୍‌ ଜଗନ୍ତି ଜଣେ ବୁଢ଼ା ମଣିଷ। ଜଣେ ସୁପର୍‌ ହିରୋ ଠାରୁ କୌଣସି ଗୁଣରେ ତୁଚ୍ଛ ନୁହନ୍ତି ବୋଲି ତାଙ୍କ କାର୍ଯ୍ୟ ପ୍ରମାଣିତ କରିଛି। ଗତକାଲି ଦୁଇ ବାଇକ୍‌ ଆରୋହୀ ଅପରାଧୀ ସେ ବୁଢ଼ା ମଣିଷ ଜଗୁଥିବା ଏସ୍‌ବିଆଇ…
ଅଧିକ ଖବର ଦେଖନ୍ତୁ...

ନୋଏଡ଼ାରେ ବିଜେପି କର୍ମୀଙ୍କୁ ଗୁଳି ମାରି ହତ୍ୟା

ଗ୍ରେଟର୍‌ ନୋଏଡ଼ା: ଗୁରୁବାର ଅପରାହ୍ଣରେ ଗ୍ରେଟର୍‌ ନୋଏଡ଼ାର ବିସ୍‌ରାଖ୍‌ ଅନ୍ତର୍ଗତ ତିଗ୍ରି ଗ୍ରାମ ନିକଟରେ ଜଣେ ୪୦ ବର୍ଷିୟ ବିଜେପି କର୍ମୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ୪ ଜଣ ବାଇକ୍‌ ଆରୋହୀ ଅଚାନକ୍‌ ଗୁଳିକରି ହତ୍ୟା କରିଛନ୍ତି। ଗୁଳି ଚଳାଯିବାର କେଇ ମୁହୂର୍ତ୍ତ ପୂର୍ବରୁ, ବାଇକ୍‌ ଚାଳକଙ୍କ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାରଗର ସହକାରୀ ଯନ୍ତ୍ରୀ ବିଜନ କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସର ଦୁଇଟି ଟିମ୍‌ ଏକକାଳୀନ ଶ୍ରୀ ଜେନାଙ୍କ ବଲାଙ୍ଗୀର ଭଗବତୀ ନଗରସ୍ଥିତ ଘର ଓ କଟକ ମଙ୍ଗଳପୁରସ୍ଥିତ ଘରେ ଚଢ଼ାଉ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍‌ ପାଣି ବୋତଲ

ମୁମ୍ବାଇ: ଆସନ୍ତା ବର୍ଷ ମାର୍ଚ ମାସ ଠାରୁ ପ୍ଲାଷ୍ଟିକ୍‌ ମୁକ୍ତ ରାଜ୍ୟ ହେବା ନିମନ୍ତେ ଗୁରୁବାର ଦିନ ମହାରାଷ୍ଟ୍ର ସରକାର ଏକ ଯୋଜନା ଉନ୍ମୋଚନ କରିଛନ୍ତି। ପରିବେଶ ମନ୍ତ୍ରୀ ରାମଦାସ କଦମ କହିଛନ୍ତି: ଦେଶରେ ପ୍ଲାଷ୍ଟିକ୍‌ ମୁକ୍ତ ମାନ୍ୟତା ପାଇଥିବା ଛଅଟି ରାଜ୍ୟ ଅଛି। ସେମାନଙ୍କର ମଡେଲ୍‌…
ଅଧିକ ଖବର ଦେଖନ୍ତୁ...