ଅନୁସନ୍ଧାନ କରୁଥିବା ବର୍ଗ

Leading

ମହିଳା ଏସିଆ କପ୍‌ ହକି: ଚୀନକୁ ୫-୪ ଗୋଲରେ ହରାଇ ଭାରତ ଚମ୍ପିଅନ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍‌ ‘ମହିଳା ଏସିଆ କପ୍‌ ହକି’ର ଫାଇନାଲରେ ରବିବାର ଚୀନକୁ ୫-୪ଗୋଲରେ ପରାସ୍ତ କରି ଚମ୍ପିଅନ ହୋଇଛି। ଏଥି ସହିତ ୨୦୧୮ରେ ହେବାକୁ ଥିବା ଭାରତ ବିଶ୍ୱ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଜାପାନର କାକାମିଗହରା ଠାରେ ଖେଳାଯାଇଥିବା ମ୍ୟାଚରେ ଏକ ପେଣ୍ଡାଲଟି…
ଅଧିକ ଖବର ଦେଖନ୍ତୁ...

ପୁରୁଷ ଭାବେ ଜନ୍ମ ନେଇଥିଲେ ସିନା ମହିଳା ଭାବେ ଭୋଟ ଦେବେ ମାନବି ଓ ଆକୃତି

ବଡୋଦରା: ବଡୋଦରାରେ ରହୁଥିବା ୩୧ବର୍ଷୀୟ ମାନବି ଓ ଭରୁଚର ଆକୃତିଙ୍କ ପାଇଁ ଚଳିତବର୍ଷ ଡିସେମ୍ବର ୧୪ ବହୁ ମହତ୍ତ୍ୱପୁର୍ଣ୍ଣ ପ୍ରମାଣିତ ହେବ। କାରଣ ଦୁହେଁ ପ୍ରଥମଥର ପାଇଁ ନିଜର ଚୟନ ଫଟୋ ପରିଚୟ ପତ୍ର( ଇବିଆଇସି) ସହିତ ମହିଳା ଭାବେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବେ।…
ଅଧିକ ଖବର ଦେଖନ୍ତୁ...

ଅଭିନନ୍ଦନକୁ ଅଣଦେଖା କରିବାରୁ ଜର୍ମାନୀ ପର୍ଯ୍ୟଟକଙ୍କୁ ମାଡ଼ ମାରି ଉତ୍ତରପ୍ରଦେଶ ଯୁବକ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ଶୁଭେଚ୍ଛାକୁ ଅଣଦେଖା କରି ଆକ୍ରମଣର ଶିକାର ହୋଇଛନ୍ତି  ଜର୍ମାନୀ ପର୍ଯ୍ୟଟକ ବର୍ଲିନ୍‌ର ହୋଲ୍‌ଗର ଏରିକ୍‌। ପର୍ଯ୍ୟଟକ ଜଣକ ଉତ୍ତରପ୍ରଦେଶର ସୋନଭଦ୍ରାରେ ଥିବା ରୋବଟସ୍‌ଗଞ୍ଜ ରେଲେଓ୍ଵ ଷ୍ଟେସନରେ ଓହ୍ଲାଇବା ପରେ ଅଗୋରି  ଫର୍ଟକୁ ଯିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି କୃଷି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟ ସଚିବାଳୟ ଠାରେ ସୋମବାର କୃଷି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ସନ୍ଧ୍ୟା ୫ଟା ୩୦ରେ ହେବାର କାର୍ଯ୍ୟକ୍ରମ ଅଛି। ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଅନୁମାନ କରାଯାଉଛି। ଚକଡ଼ା ପୋକ…
ଅଧିକ ଖବର ଦେଖନ୍ତୁ...

ରଣଜୀ ଟ୍ରଫି ମ୍ୟାଚ ସମୟରେ ମଦ୍ୟପ ଡ୍ରାଇଭର ପିଚ ଉପରକୁ ଗାଡି ମଡାଇବା ଘଟଣାରେ ଚାଳକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ପାଲାମ୍‌ ବିମାନ ବନ୍ଦର ଅଞ୍ଚଳରେ ଥିବା ଏୟାର ଫୋର୍ସ ଗ୍ରାଉଣ୍ଡରେ ଶୁକ୍ରବାର ଏକ ବଡ଼ ଧରଣର ଅଘଟଣା ଘଟିବାରୁ ଅଳ୍ପକେ ରକ୍ଷା ପାଇ ଯାଇଛି। ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ ସମୟରେ ଜଣେ ୩୦ବର୍ଷ ନିଶାସକ୍ତ ଯୁବକ ତୀବ୍ର ବେଗରେ କାର ଚଳାଇ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀର ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ରାସ୍ତାକଡ଼ରୁ ରବିବାର ଉଦ୍ଧାର ହୋଇଥବା ଜଣେ ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସହିଦ ନଗର ଥାନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରୂପାଲି ଛକ ନିକଟସ୍ଥ ଜନଗଣନା କାର୍ଯ୍ୟାଳୟ ସମ୍ମୁଖରେ ଥିବା ବସଷ୍ଟପ ପାର୍ଶ୍ୱରୁ ଜଣେ…
ଅଧିକ ଖବର ଦେଖନ୍ତୁ...

ଏୟାର୍‌ଟେଲ୍‌ ଆଣିଲା ୩୦୦ଜିବି ବାଲା ନୂତନ ପ୍ଲାନ୍‌! ବୈଧତା ୩୬୫ ଦିନ!

ମୁମ୍ବାଇ: ଭାରତୀୟ ଟେଲିକମ୍‌ କଂପାନି ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଯାଇ ପୁଣିଥରେ ଭାରତୀ ଏୟାର୍‌ଟେଲ୍‌ ନିଜର ଅଣ୍ଟାକୁ ସଳଖିଛି। ଏଥିସହିତ ଏବେ ପର୍ଯ୍ୟନ୍ତ ଗ୍ରାହକଙ୍କୁ ତା’ର ମାସିକିଆ ପ୍ଲାନ୍‌ ସହିତ ୮୪ଜିବିର ଡାଟା ଯୋଗାଇ ଚର୍ଚ୍ଚିତ ହେଉଥିବା ଏୟାର୍‌ଟେଲ୍‌ କିନ୍ତୁ ଏଥର ତାହାର…
ଅଧିକ ଖବର ଦେଖନ୍ତୁ...

ହେମାମାଲିନୀଙ୍କୁ ଷଣ୍ଢ ଗୋଡ଼ାଇବା ଘଟଣାରେ ରେଳ ଷ୍ଟେସନ୍‌ର ପରିଚାଳକ ନିଲମ୍ବିତ

ଅହମ୍ମଦାବାଦ: ଉତ୍ତର ପ୍ରଦେଶର ମଥୁରାର ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଲିନୀ ଗତ ବୁଧବାର ମଥୁରା ରେଳ ଜଙ୍କସନର୍‌ ରେଳ ଷ୍ଟେସନ୍‌ ପରିଦର୍ଶନରେ ଯାଇଥିଲେ। ହେମାମାଲିନୀ ରେଳ ଷ୍ଟେସନ୍‌ ପରିଦର୍ଶନ କରୁଥିବା ସମୟରେ ତାଙ୍କ ସାମ୍ନାକୁ ଆକସ୍ମିକ ଭାବେ ଏକ ଷଣ୍ଢ ପଶି ଆସିଥିଲା। ଷଣ୍ଢ…
ଅଧିକ ଖବର ଦେଖନ୍ତୁ...

ପାରାଦୀପରେ ସଡ଼କ ଦୁର୍ଘଟଣା: ପତି-ପୁତ୍ରଙ୍କ ଆଗରେ ଜୀବନ ହାରିଲେ ମହିଳା

ପାରାଦୀପ: ତାରିଣୀ ଗଡ଼ା ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ଅଞ୍ଚଳର ପାନପଲ୍ଲୀ ଗ୍ରାମର ଲକି ପରିଡ଼ା ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ବାଇକ ଛିଡ଼ା କରି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ତାଙ୍କୁ ଏକ ଟ୍ରକ…
ଅଧିକ ଖବର ଦେଖନ୍ତୁ...

୭୦ଟଙ୍କା ଚୋରି କରିଥିବା ସନ୍ଦେହରେ ୨ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ କହିଲେ ଶିକ୍ଷୟିତ୍ରୀ

ଭୋପାଲ: ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ ଏକ ଲଜ୍ଜ୍ୟନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଶିକ୍ଷୟିତ୍ରୀ ସ୍କୁଲ ପରିସରରେ ଦୁଇଜଣ ଛାତ୍ରୀଙ୍କ ଉପରେ ଚୋରି ଅଭିଯୋଗ ଲଗାଇବା ସହ ସେମାନଙ୍କୁ ପୋଷାକ ଓହ୍ଲାଇବାକୁ ବାଧ୍ୟ କରିଥିଲେ। ଜଣେ ପୀଡିତାଙ୍କ କହିବାନୁସାରେ, ଭୋପାଲରୁ ୨୫୦କିମି ଦୂର ଦାମୋହସ୍ଥିତ…
ଅଧିକ ଖବର ଦେଖନ୍ତୁ...