ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ବିନା ଖର୍ଚ୍ଚରେ ଘରେ ନିଅନ୍ତୁ ତ୍ୱଚାର ଯତ୍ନ! ଚମକିବେ ଆପଣ !

ସାଧାରଣତଃ ମହିଳାମାନଙ୍କର ତ୍ୱଚା ସେମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ। କିଭଳି ଭାବରେ ତ୍ୱଚାର ଯତ୍ନ ନିଆଯାଇପାରିବ ସେ ନେଇ ସେମାନେ ବିୟ୍ୟୁଟସିଆନ୍‌ ବା ମହଙ୍ଗା ପାର୍ଲରର ଚକ୍କର ମଧ୍ୟ କାଟନ୍ତି। ଆଜି ଆମେ ଆପଣଙ୍କୁ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ପାଇବାର ଏଭଳି କେତୋଟି ଘରୋଇ ଉପାୟ…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଶ୍ରେଣୀର ବ୍ୟକ୍ତି ଆଦୌ ଖାଆନ୍ତୁନି ଅମୃତଭଣ୍ଡା!

ସାଧାରଣତଃ ଅମୃତଭଣ୍ଡା ଖାଇବା ଦ୍ୱାରା ବ୍ୟକ୍ତିର ବହୁତ କିଛି ଲାଭ ହୋଇଥାଏ।ହେଲେ ଏପରି କିଛି ପରିସ୍ଥିତି ଥିଲେ ଜଣଙ୍କୁ ଅମୃତଭଣ୍ଡାର ଖାଇବା ମହଙ୍ଗା ପଡ଼ିପାରେ। କାହିଁକିନା ଅମୃତଭଣ୍ଡାରେ ‘ପପାଇନ୍‌’ନାମକ ନ୍ୟୁଟ୍ରିଏଣ୍ଟ୍‌ସ ରହିଥିବା ଯୋଗୁଁ,ଏହା ଉକ୍ତ ବ୍ୟକ୍ତିଙ୍କ ଲାଗି ଅନେକଗୁଡ଼ିଏ ରୋଗର…
ଅଧିକ ଖବର ଦେଖନ୍ତୁ...

ଶରୀରରୁ ଦାଗ ଛଡ଼େଇବାକୁ ଚାହାନ୍ତି କି?

ବେଳେ ବେଳେ ଶରୀରରେ ଥିବା ଛୋଟିଆ ଦାଗଟିଏ ବି ପୂରା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। ଆପଣ ଯେତେ ବି ସଜେଇ ହୁଅନ୍ତୁ ପଛେ ସେହି ଛୋଟିଆ ଦାଗଟି ଯେପରି ପୂରା ମୁଖ ମଣ୍ଡଳକୁ ଫିକା କରିଦିଏ। କେବଳ ମୁଖ ମଣ୍ଡଳ କାହିଁକି ହାତ, ଗୋଡ଼, ବେକ ଆଦି ବିଭିନ୍ନ ସ୍ଥାନରେ ଥିବା ଦାଗ ଆମ ଚିନ୍ତାର କାରଣ…
ଅଧିକ ଖବର ଦେଖନ୍ତୁ...

ସକାଳେ ଜଳଖିଆ ନ କଲେ ଶିରାପ୍ରଶିରା କଠିନ ହୋଇଯାଏ!

ନୂଆଦିଲ୍ଲୀ: ପୂର୍ବରୁ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ସକାଳ ଜଳଖିଆ ନ କଲେ ହୃଦ୍‌ରୋଗ, ରକ୍ତଚାପ ଏବଂ କୋଲେଷ୍ଟ୍ରୋଲ୍‌ ବୃଦ୍ଧି ପାଇବା ପରି ସମସ୍ୟା ଦେଖା ଦେଇଥାଏ। ନିକଟରେ ଏ ସଂପର୍କରେ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି। ସକାଳ ଜଳଖିଆ ନ ଖାଇଲେ ଧୀରେ ଧୀରେ ଶରୀରର…
ଅଧିକ ଖବର ଦେଖନ୍ତୁ...

ବିଷାଦଗ୍ରସ୍ତ ଦିଶିଲେ ସହଜରେ ସଫଳତା ମିଳେନା!

ଜୀବନରେ କିଏ ବା ସଫଳତା ହାସଲ କରିବାକୁ ନ ଚାହେଁ । ସମସ୍ତେ ଚାହାଁନ୍ତି ଯେ ଜୀବନରେ ଜଣେ ସଫଳ ମଣିଷ ହେବେ। ହେଲେ ଏଥିପାଇଁ କେତୋଟି କଥା ମନରୁ ସଂପୂର୍ଣ୍ଣ ଦୂରେଇ ଦେବାକୁ ପଡ଼ିବ। ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି,ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।କାରଣ ଅକ୍ଳାନ୍ତ…
ଅଧିକ ଖବର ଦେଖନ୍ତୁ...

ହାତରେ ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା!

ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଚାମଚ ସାହାଯ୍ୟରେ ଖାଉଥିବା ବେଳେ ଭାରତୀୟ କିନ୍ତୁ ହାତ ଦ୍ୱାରା ଖାଇବାକୁ ବେଶି ପସନ୍ଦ କରିଥାନ୍ତି। ଯୁଗ ଅଧୁନିକରଣ ହେବା ସଙ୍ଗେ ସଙ୍ଗେ ଆମ ଦେଶର ଲୋକେ ବି ଧୀରେ ଧୀରେ ହାତ ଲଗାଇ ଖାଇବାକୁ ବାଦ୍‌ ଦେଇ ଚାମଚ ସାହଯ୍ୟରେ ଖାଇବାକୁ ଆପଣେଇବାରେ ଲାଗିଛନ୍ତି। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, କେମିତି ଥିଲା ମହାତ୍ମା ଗାନ୍ଧୀଙ୍କ ଖାଦ୍ୟଶୈଳୀ 

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁସାରେ ଖଦ୍ୟ ଔଷଧ ପରି କାମ କରେ ।  ଶରୀରକୁ ଫିଟ୍‌ ରଖିବା ପାଇଁ ହେଲେ  ଭଲ ଖାଦ୍ୟ ଆବଶ୍ୟକ ଅଟେ । ଗାନ୍ଧିଜୀ ଶାକାହାରୀ  ଥିଲେ । ଗାନ୍ଧିଜୀ ନିଜ ଡାଏଟ୍‌ ଉପରେ କରିଥିବା ପ୍ରୟୋଗ ସବୁ  ୟଙ୍ଗ୍‌ ଇଣ୍ଡିଆ ଏବଂ ହରିଜନ୍‌  ସମାଚାର ପତ୍ରରେ  ଲେଖା ଅଛି  ଏବଂ…
ଅଧିକ ଖବର ଦେଖନ୍ତୁ...

ଆଖିତଳ କଳା ପଡ଼ୁଛି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ବ୍ୟସ୍ତବହୁଳ ଜୀବନରେ ବିଭିନ୍ନ କାରଣକୁ ନେଇ ବ୍ୟକ୍ତି ଠିକ୍‌ ଭାବରେ ଶୋଇ ପାରି ନ ଥାଏ । ଯେଉଁ କାରଣକୁ ନେଇ  ଆଖିତଳ କଳାପଡ଼ିଯାଏ। ଫଳରେ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ।  ତେବେ ଆଜି ଆମେ ଆପଣଙ୍କୁ ଏପରି ସରଳ ଓ ଘରୋଇ ଉପାୟ ବିଷୟରେ ଜଣାଇବୁ,ଯାହାକୁ ପ୍ରୟୋଗ କରି ଆପଣ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

କିପରି ପତି-ପତ୍ନୀ ରହିବେ ସୁଖୀ ?

ପତି-ପତ୍ନୀ ମୁଦ୍ରାର ଦୁଇ ପାର୍ଶ୍ୱଭଳି। ଉଭୟଙ୍କ ଭିତରେ ଭଲ ବୁଝାମଣା ଥିଲେ ସେମାନଙ୍କର ଦାଂପତ୍ୟ ସୁଖମୟ । ସଂସାର ଚଳାଇବାଲାଗି ଉଭୟଙ୍କର ଯଥେଷ୍ଟ ଦାୟିତ୍ୱ ରହିଛି। ଏଣୁ ପତି ଏବଂ ପତ୍ନୀ ଦୁହେଁ ତାହା ସଂପାଦନ କରିବା ଉଚିତ। ଏହା  ଜରୁରି ନୁହେଁ ଯେ ଘରର ସବୁ ଦାୟିତ୍ୱ ପୁରୁଷମାନେ ହିଁ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ସାଥୀଙ୍କ ପାଖରେ ଏହି ୪ଟି ଗୁଣ ଅଛି କି?

ସାଧାରଣତଃ ପ୍ରତ୍ୟେକ ସଂପର୍କ ଭଲପାଇବା ଏବଂ ବିଶ୍ୱାସ ଉପରେ ଚାଲିଥାଏ। ତେବେ ସଂପର୍କରେ ଏପରି କିଛି ଛୋଟ-ଛୋଟ କଥା ରହିଛି, ଯାହାକି କୌଣସି ବି ସଂପର୍କର ବନ୍ଧନକୁ ଆହୁରି ମଜ୍‌ବୁତ୍‌ କରିଥାଏ। ଠିକ୍‌ ସେହିପରି ଝିଅମାନଙ୍କର ଏମିତି କିଛି ଅନ୍ଦାଜ ରହିଛି ,ଯାହା ପୁଅମାନଙ୍କୁ ଏକ ପ୍ରକାର ପାଗଳ…
ଅଧିକ ଖବର ଦେଖନ୍ତୁ...