ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଚର୍ଚ୍ଚାରେ ଭାରତର ଏହି ରାଜ୍ୟରେ ଥିବା ରହସ୍ୟମୟ ଭୂତ ରେଳ ଷ୍ଟେସନ !

ନୂଆଦିଲ୍ଲୀ: ରେଳୱେ ଷ୍ଟେସନରେ ଭୂତ ଭୟ । ରାତି ହେଲେ ଟ୍ରେନ ଆଗେ ଆଗେ ଦୌଡ଼ିଥାଏ ଭୂତ । ସଞ୍ଜ ନଇଁଲେ ଷ୍ଟେସନର ଆଖପାଖ ମାଡିବାକୁ ଲୋକେ ଭୟ କରନ୍ତି । ଭୂତ ଭୟରେ ଏହି ଷ୍ଟେସନରେ ନା କୌଣସି କର୍ମଚାରୀ ରୁହନ୍ତି, ନା କୌଣସି ଯାତ୍ରୀ ଏଠାରେ ଓହ୍ଲାନ୍ତି । ମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ…
ଅଧିକ ଖବର ଦେଖନ୍ତୁ...

ହରିୟାଣାର ସିନ୍ଧୁ ଉପତ୍ୟକାସ୍ଥଳ ରାଖୀଗଢ଼ୀରୁ ୫୦୦୦ ବ‌ର୍ଷ ତଳର  ଅଳଙ୍କାର କାରଖାନା ଆବିଷ୍କୃତ

ହିସାର୍‌: ଦୀର୍ଘ ୩୨ ବର୍ଷ ହେବ ହରିୟାଣାର ରାଖୀଗଢ଼ୀରେ ଉତ୍‌ଖନନ  କରୁଥିବା ‘ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ’ (ଏଏସ୍‌ଆଇ) ଗୋଟାଏ ୫୦୦୦ ବର୍ଷ ତଳର  ଅଳଙ୍କାର ତିଆରି କାରଖାନା ଆବିଷ୍କାର କରିଛି। ଉତ୍‌ଖନନ ପରେ ଉକ୍ତ ସ୍ଥାନରୁ ବାହାରି ଥିବା କେତେକ ଘରର  ମୂଳଦୁଆ, ରୋଷଘର ଏବଂ…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ମାତୃ ଦିବସ: ଏବେ ବି ଦୁନିଆ ଦେଖୁଛନ୍ତି ମୋ ଦୁଇ ରତ୍ନ

ଭୁବନେଶ୍ବର,(‌ସୋମନାଥ ପରିଡ଼ା): ଅନ୍ତଫାଡ଼ି ଜନ୍ମ ଦେଇଥିଲେ ‘ମା’। ଯତନର ସହ ଲାଳନପାଳନ କରିଥିଲେ। କିନ୍ତୁ ଦଇବର କି ନିଷ୍ଠୁର ଲୀଳା, ଆଖି ଆଗରେ ଆଗପଛ ହୋଇ ଚାଲିଗଲା ଦୁଇ ଦୁଇଟା ଝିଅଙ୍କ ଜୀବନ। ଦୁଇ ଝିଅ ସିନା ଚାଲିଗଲେ, ହେଲେ ସେମାନଙ୍କ ଆଖିରେ ଆଉ କିଏ ଦୁନିଆର ଆଲୋକ ଦେଖୁ ଭାବି ଦୁଇ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ଲେଫ୍ଟନାଣ୍ଟ ଭାବେ ସେନାରେ ସାମିଲ ହେବେ ଯବାନଙ୍କ ପତ୍ନୀ

ଭୋପାଳ: ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ସେନାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ଯବାନଙ୍କ ପତ୍ନୀ | ମଧ୍ୟପ୍ରଦେଶର ରେୱା ଜିଲ୍ଲାର ଫାରେଡା ଗ୍ରାମରେ ରହୁଥିବା ବୀର ଚକ୍ର ପୁରସ୍କାର ପ୍ରାପ୍ତ ସହିଦ ଦୀପକ ସିଂଙ୍କ ପତ୍ନୀ ରେଖା ସିଂ ସ୍ୱାମୀଙ୍କ ସ୍ୱପ୍ନକୁ ସାକାର କରି ସେନାରେ…
ଅଧିକ ଖବର ଦେଖନ୍ତୁ...

ବିବାହ ସମୟରେ କନ୍ୟାଙ୍କ ଚାହାଣୀର ଭିଡିଓ ଭାଇରାଲ୍‌, ଏବେ ସୁଦ୍ଧା ହେଲାଣି ୩୯୩ ହଜାର ଭିୟୁ

ଭାଇରାଲ୍‌ ଭିଡିଓ: ପୂର୍ବରୁ ଅନେକ ଭାଇରାଲ୍‌ ଭିଡିଓ ଆମେ ଦେଖିଛେ। ଅନେକ ମଜା ମଜା ଭିଡିଓ ସବୁ ଦେଖିବାକୁ ମିଳିଛି। ମାତ୍ର ନିକଟରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହାକୁ ଦେଖିବା ପରେ ଆପଣ ନିଜର ହସ ରୋକିପାରିବେ ନାହିଁ। ଭିଡିଓଟି ଭାଇରାଲ୍‌ ହେବା ପରେ ତାହାକୁ ନେଇ ଏବେ ଲୋକେ…
ଅଧିକ ଖବର ଦେଖନ୍ତୁ...

ବିବାହର ୪୨ ବର୍ଷ ପରେ ପତ୍ନୀଙ୍କୁ ଆଣିବାକୁ ବର ବେଶରେ ଶଶୁରଘରେ ପହଞ୍ଚିଲେ ୭୦ ବର୍ଷୀୟ ବୃଦ୍ଧ

ପାଟ୍‌ନା: ବିବାହାର ସାରଣ ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ଜଣେ ୭୦ ବର୍ଷୀୟ ବୃଦ୍ଧ ବିବାହର ୪୨ ବର୍ଷ ପରେ ତାଙ୍କ ପତ୍ନୀଙ୍କୁ ଆଣିବା ପାଇଁ ଶଶୁରଘରକୁ ବରଯାତ୍ରୀ ନେଇ ଯିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ବାରାତରେ ତାଙ୍କର ୭ ଝିଅ ଓ ଜଣେ ପୁଅ ବି ସାମିଲ୍‌ ଥିଲେ।…
ଅଧିକ ଖବର ଦେଖନ୍ତୁ...

ନିର୍ବନ୍ଧ ଉତ୍ସବକୁ ସଂପର୍କୀୟ ଓ ବନ୍ଧୁଙ୍କୁ ନିମନ୍ତ୍ରଣ କଲେ ଯୁବତୀ, ସ୍ଥାନରେ ପହଞ୍ଚି ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ଭାଇରାଲ୍‌ ଭିଡିଓ: ବିବାହ ଏକ ଏପରି ପ୍ରଥା ଯାହା ସଂପର୍କରେ ଅନେକ ଦିନ ଆଗରୁ ସଂପର୍କୀୟମାନେ ଅବଗତ ଥାଆନ୍ତି। ବିବାହ ସ୍ଥିର ହେବାରୁ ନେଇ ନିର୍ବନ୍ଧ, ହଳଦୀ, ସଂଗୀତ ଆଦି ପ୍ରତ୍ୟେକ ଉତ୍ସବ ସଂପର୍କରେ ପ୍ରିୟଜନଙ୍କୁ ଜଣାଥାଏ। ମାତ୍ର ଏପରି କେଉଁ ବିବାହ ଦେଖିଛନ୍ତି କି, ଯେଉଁଥିରେ ବିବାହ ଦିନ…
ଅଧିକ ଖବର ଦେଖନ୍ତୁ...

ବରକୁ ସୁଇମିଂ ପୁଲ୍‌କୁ ଠେଲିଦେଲେ କନ୍ୟା, ଆଉ ତାପରେ…

ଭାଇରାଲ୍‌ ଭିଡିଓ: ବିବାହରେ ଯଦି ମଜା ନାହିଁ, ମସ୍ତି ନାହିଁ ତେବେ ତାହା ‌କି ପ୍ରକାରର ବିବାହ! ଆପଣ ଏପରି ଅନେକ ବିବାହ ଦେଖିଥିବେ ଯେଉଁ ବିବାହରେ କିଛି ନିଆରା ଘଟଣା ଘଟିଥିବ। ମାତ୍ର କେଉଁ ବିବାହରେ ବରକୁ କନ୍ୟା ସୁଇମିଂ ପୁଲ୍‌ ଭିତରକୁ ଠେଲି ଦେଉଥିବାର ଦେଖିଛନ୍ତି କି? ଏପରି ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ନବଜାତ ଭଉଣୀକୁ ଦେଖି ଖୁସିରେ ଝୁମିଗଲେ କୁନି ଝିଅ, ଭିଡିଓ ଭାଇରାଲ୍‌

ଭାଇରାଲ୍‌ ଭିଡିଓ: କେବେ କେଉଁ କୁନି ପିଲାଙ୍କୁ ତାଙ୍କ ସାନ ନବଜାତ ଭାଇ କିମ୍ବା ଭଉଣୀକୁ ପ୍ରଥମ ଭେଟୁଥିବାର ଆପଣ ଦେଖିଛନ୍ତି? ଯଦି ଦେଖିନାହାନ୍ତି, ତାହାଲେ ଏହି ଭିଡିଓଟିକୁ ଦେଖନ୍ତୁ। ଭିଡିଓରେ ଏକ ନବଜାତ ଭଉଣୀକୁ ଦେଖି ଏକ କୁନି ଝିଅ ଯେପରି ପ୍ରତିକ୍ରିୟା ଦେଇଛି ତାହା ନିଶ୍ଚୟ ବହୁମୂଲ୍ୟ।…
ଅଧିକ ଖବର ଦେଖନ୍ତୁ...

ମାଗଣା ଖାଦ୍ୟ ଓ ପାନୀୟ ପାଇଁ ପ୍ରତିଦିନ ଭିନ୍ନ ଯୁବକଙ୍କ ସହ ଡେଟିଂ, ପୋଷ୍ଟ୍‌ କରି ଡେଟିଂ ସିଡୁଲ୍‌ ବତାଇଲେ ଯୁବତୀ

ନୂଆଦିଲ୍ଲୀ: ମାଗଣାରେ ଖାଦ୍ୟ ଓ ପାନୀୟ ପାଇଁ ଭିନ୍ନ ଭିନ୍ନ ଦିନରେ ଭିନ୍ନ ପୁରୁଷଙ୍କ ସହ ଡେଟ୍‌ରେ ଯାଉଥିବା ଜଣେ ଯୁବତୀ ଏବେ ଚର୍ଚ୍ଚିତ ପାଲଟିଛନ୍ତି। ଏହି ପ୍ରକ୍ରିୟାକୁ ସେ ନେଟ୍‌ୱର୍କ ଡେଟିଂ ସ୍କିମ୍‌ ନାମ ଦେଇଛନ୍ତି। ଯୁବତୀ ଜଣକ ଏକ ଭିଡିଓ ଜାରି କରି ଏ ସଂପର୍କରେ ଲୋକଙ୍କୁ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...