ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ମଧ୍ୟପ୍ରଦେଶ ‘ସିଭିଲ୍‌ ଜଜ୍‌ ପରୀକ୍ଷା’ରେ ଉତ୍ତୀର୍ଣ୍ଣ ହେଲେ ବୁଲା ପରିବା ବିକ୍ରେତାଙ୍କ ଝିଅ

ନୂଆଦିଲ୍ଲୀ: ଚାରିଥର ଉଦ୍ୟମ କରିବା ପରେ ମଧ୍ୟପ୍ରଦେଶ ଅନ୍ତର୍ଗତ ଇନ୍ଦୋରର ଜଣେ ବୁଲା ପରିବା ବିକ୍ରେତାଙ୍କ ଝିଅ ଅଙ୍କିତା ନାଗର ‘ସିଭିଲ୍‌ ଜଜ୍‌’ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ଦିନ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ସହ ସାକ୍ଷାତ୍‌କାର ବେଳେ ୨୯ ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ଭାବି ସ୍ବାମୀଙ୍କୁ ଏହି କାରଣରୁ ଗିରଫ କରି ନେଇ ଗଲେ ମହିଳା ପୁଲିସ୍‌

ଗୌହ୍ବାଟୀ: ବିବାହ ସ୍ଥିର ହୋଇଯିବା ପରେ ଝିଅମାନେ ସ୍ବପ୍ନ ଦେଖିବା ଆରମ୍ଭ କରିଦିଅନ୍ତି। ବିବାହକୁ ନେଇ ନାନା ପ୍ରସ୍ତୁତି ଆରମ୍ଭ କରନ୍ତି। ମାତ୍ର ଗୌହାଟୀରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଯେଉଁଠାରେ ଜଣେ ମହିଳା ପୁଲିସ୍‌ ବିବାହ ସ୍ଥିର ହୋଇସାରିବା ପରେ ନିଜ ଭାବି ସ୍ବାମୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ୟୁପିରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଦିଆଯାଉଥିବା ଘଟଣାର ଖୁଲାସା କରିଥିବା ସାମ୍ବାଦିକଙ୍କ ମୃତ୍ୟୁ

ଲକ୍ଷ୍ନୌ: ୨୦୧୯ରେ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମିର୍ଜାପୁରର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଲୁଣ ସହିତ ରୁଟି ଦିଆଯାଉଥିବା ଖବର ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

କଫି ଅର୍ଡର ମିଳିବା ପରେ ନିଜେ ନଯାଇ ଏଭଳି ଡେଲିଭର କଲେ ସ୍ବିଗି ଡେଲିଭରି ବଏ

ବେଙ୍ଗାଲୁରୁ: ଘରେ ବସି ଭିନ୍ନ ଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ଅର୍ଡର କରିବା ପାଇଁ ବିଭିନ୍ନ ଆପ୍ ତିଆରି କରାଯାଇଛି। ସେମଧ୍ୟରୁ ସ୍ବିଗି ହେଉଛି ଅନ୍ୟତମ। ଲୋକେ ଏହି ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କଲେ ଡେଲିଭରି ବଏ ଆସି ଖାଦ୍ୟ ଡେଲିଭର କରିଥାଏ। ହେଲେ ବେଙ୍ଗାଲୁୁରୁରେ ଜଣେ ସ୍ବିଗି ଡେଲିଭରି…
ଅଧିକ ଖବର ଦେଖନ୍ତୁ...

ଆଲିବାବାକୁ ବଡ଼ ଝଟକା : ସମାନ ନାଁ ପାଇଁ ବୁଡ଼ିଗଲା ୧ ଲକ୍ଷ ୯୭ ହଜାର ୮୮୭ କୋଟି, ଜାଣନ୍ତୁ ଘଟଣା ପଛର ପୂରା କାହାଣୀ

ନୂଆଦିଲ୍ଲୀ : ଏମିତି ବି ଘଟେ !  ସମାନ ନାଁ ପାଇଁ ଆଖିପିଛୁଳାକେ ବୁଡ଼ିଲା ୧ ଲକ୍ଷ ୯୭ ହଜାର ୮୮୭ କୋଟି । ମାତ୍ର କେଇ ମିନିଟରେ ଏତେ ବଡ଼ ପରିମାଣର ଅର୍ଥ ହରାଇଲା କମ୍ପାନୀ । ଏହା ଶୁଣିବା ପରେ ହୁଏତ ମନରେ ପ୍ରଶ୍ନ ଉଠିପାରେ- ନାଁରେ ଏମିତି କ’ଣ ଅଛି ଯେ ଲକ୍ଷଲକ୍ଷ କୋଟି ଟଙ୍କା କ୍ଷତି…
ଅଧିକ ଖବର ଦେଖନ୍ତୁ...

ଉଚ୍ଚତା କମ ଥିବାରୁ ବିବାହ ସମ୍ଭବ ନଥିଲା, ହେଲେ ପରେ ପରସ୍ପରକୁ ଖୋଜି ପାଇଲେ ମମତା-ମୁନ୍ନା

ନୂଆଦିଲ୍ଲୀ: କୁହାଯାଏ ଯେ ଆକାଶରେ ଯୋଡି ତିଆରି ହୁଏ ଏବଂ ପୃଥିବୀରେ ମିଳନ ହୁଏ। ବିହାରର ଭାଗଲପୁରରେ ଏଭଳି ଏକ ଯୋଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିମନ୍ତ୍ରଣ ନଥାଇ ବି ଏଭଳି ଯୋଡ଼ିକୁ ଦେଖିବାକୁ ବିବାହରେ ହଜାର ହଜାର ଅତିଥି ଯୋଗ ଦେଇଥିବା କୁହାଯାଉଛି। ଏହି ବିବାହ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ପାଣିରେ ଭାସିବ ସହର: ୧ଲକ୍ଷ ଲୋକ ରହିବା ସହ ଖର୍ଚ୍ଚ ହେବ ୧୫୩୦ କୋଟି ଟଙ୍କା

ନୂଆଦିଲ୍ଲୀ: ପାଣି ଉପରେ ସହର। ରହିବେ ୧ଲକ୍ଷ ଲୋକ। ୧୫୩୦ କୋଟି ଟଙ୍କା ଖର୍ଚ୍ଚ କରି ଫ୍ଲୋଟିଂ ସିଟି ତିଆରି କରିବ ଦକ୍ଷିଣ କୋରିଆ। ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ। ପାଣିରେ ଭାସୁଥିବା ସହର ବିଷୟରେ ଆପଣ ଫିଲ୍ମରେ ଦେଖିଥିବେ, କିନ୍ତୁ ଦକ୍ଷିଣ କୋରିଆରେ ଏହା ବାସ୍ତବତାରେ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଅଟୋରେ ସବୁଜ ବଗିଚା, ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ

ନୂଆଦିଲ୍ଲୀ: ଆପଣ ଅନେକ ଥର ଅଟୋରେ ବସିଥିବେ | ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ପ୍ରାୟତଃ ଅଟୋ କିମ୍ବା କ୍ୟାବ ସାହାଯ୍ୟରେ କଲେଜ କିମ୍ବା ଅଫିସ୍ ଯାଆନ୍ତି | ଏପରି ପରିସ୍ଥିତିରେ, ଯାତ୍ରୀଙ୍କୁ ପ୍ରଚଣ୍ଡ ତାତିରୁ ମୁକ୍ତି ଦେବାକୁ ଏବେ ଜଣେ ଅଟୋ ଡ୍ରାଇଭର ଏଭଳି କିଛି କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପାହାଡିଆ ରାସ୍ତାରେ ପାଦରେ ଚାଲି ଚାଲି ମା’ଙ୍କୁ ଭେଟିବାକୁ ପହଞ୍ଚିଲେ ଯୋଗୀ

ହରିଦ୍ୱାର: ସମାପ୍ତ ହୋଇଛି ୫ ବର୍ଷର ଅପେକ୍ଷା | ପୁଅ କେବେ ଆସିବ ବାଟ ଚାହିଁ ବସିଥିବା ମା'ର ଆଶା ପୂରଣ ହୋଇଛି | ଆଉ ମା'ଙ୍କୁ ଭେଟିବାର ଇଚ୍ଛା ଆଗରେ ଅନ୍ତରାୟ ସାଜିପାରିନାହିଁ ପାହାଡିଆ ରାସ୍ତା | ନିଜ ମାଙ୍କୁ ଭେଟିବାକୁ ଆଜି ନିଜ ଗାଁରେ ପହଁଚିଯାଇଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କିଏ ସେହି ବାନ୍ଧବୀ? ଯାହାଙ୍କ ପାଇଁ ବିବାଦୀୟ ହୋଇପଡ଼ିଛନ୍ତି ରାହୁଲ

ନୂଆଦିଲ୍ଲୀ: ବିଦେଶୀ ନାଇଟ୍‌କ୍ଲବ୍‌ରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପାର୍ଟି କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ‘ବିଜେପି’ ତାଙ୍କୁ ତୀବ୍ର ସମାଲୋଚନା କରିଛି। ସମ୍ପ୍ରତି ଉକ୍ତ ଭିଡିଓ କ୍ଲିପ୍‌ଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଚାଲିଛି। ତେବେ ହଠାତ୍…
ଅଧିକ ଖବର ଦେଖନ୍ତୁ...