ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଲେମନଗ୍ରାସ୍‌ ଚାଷ କରି ଚାଷୀ ହଟହଟା: ପାଣିରେ ପଡ଼ିଲା ୫.୯୦ ଲକ୍ଷ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବଡ଼ପିଛୁଳା ପଞ୍ଚାୟତ ଝାରବେଡ଼ା ଗ୍ରାମରେ ୨୦-୨୧ ଆର୍ଥିକ ବର୍ଷରେ କେନ୍ଦୁଝର ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମନରେଗା ଯୋଜନାରେ ୧୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଜମିରେ ଲେମନଗ୍ରସ ଚାଷ କରାଯାଇଥିଲା। ଫସଲ ଅମଳ ଅପେକ୍ଷାରେ ରହିଛି।…
ଅଧିକ ଖବର ଦେଖନ୍ତୁ...

ଘାସରେ ଆଚ୍ଛାଦିତ ଚାନ୍ଦିପୁର ବେଳାଭୂମିର ମାଟି, ଘାସ ପରୀକ୍ଷା ପାଇଁ ପଠାଗଲା

ବାଲେଶ୍ବର : ଚାନ୍ଦିପୁର ବେଳାଭୂମିରେ ଘାସ ଓ ବିଭିନ୍ନ ଗୁଳ୍ମ ଦେଖାଯିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ପରିବେଶ ବିଜ୍ଞାନୀମାନେ ଏହାର କାରଣ ଖୋଜିବା ଆରମ୍ଭ କରିଛନ୍ତି। ରବିବାର ମଧ୍ୟାହ୍ନରେ ଫକୀରମୋହନ ବିଶ୍ବବିଦ୍ୟାଳୟ ‌ପରିବେଶ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷା କେଳେଙ୍କାରୀ: ଦାଦନ ଖଟୁଥିବା ଛାତ୍ରଛାତ୍ରୀଙ୍କୁ ବି ଷ୍ଟାଇପେଣ୍ଡ୍‌

ରାଜନଗର : ମାଟ୍ରିକ ପରୀକ୍ଷାରେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ କାହିଁକି ଅନୁପସ୍ଥିତ ରହିଲେ? ସେମାନେ କାହିଁକି ପରୀକ୍ଷା ଦେଲେନାହିଁ? ଏହାପଛରେ ପାରିବାରିକ ସମସ୍ୟା ନାଁ ଆଉ କିଛି କାରଣ ରହିଛି? ପରୀକ୍ଷାର୍ଥୀ ନିଜେ ଫର୍ମ ପୂରଣ କରିଥିଲେ ନାଁ ସେମାନଙ୍କ ଅଜାଣତରେ ଏହା ହୋଇଛି? ଏତେସବୁ କାରଣକୁ…
ଅଧିକ ଖବର ଦେଖନ୍ତୁ...

ବାପା-ମା ଜୀବିତ ଥିଲେ ବି ଜୀବନରେ କେବେ ଭେଟିପାରିନଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ୍

ସିଡନୀ: କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଶନିବାର ରାତି ୧୧ଟା ପରେ କୁଇନ୍‌ସ୍‌ଲାଣ୍ଡ୍‌ ପ୍ରଦେଶର ଟାଉନ୍‌ସ୍‌ଭାଇଲ୍‌ ବାହାରେ ଏକାକୀ କାର୍‌ ଚଳାଇ ଯାଉଥିଲେ। ଆଲିସ୍‌ ନଦୀ ସେତୁ ନିକଟ ହର୍‌ଭେରି ରେଞ୍ଜ୍‌…
ଅଧିକ ଖବର ଦେଖନ୍ତୁ...

ଆଣ୍ଠୁଗଣ୍ଠି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏଭଳି ପାଇଖାନା ନିର୍ମାଣ କଲେ ଏହି ଭାରତୀୟ ଯୁବକ, ପକେଟକୁ ସୁହାଇବ ଦାମ

ନୂଆଦିଲ୍ଲୀ: ଦେଶୀ ପାଇଖାନା ବା ଇଣ୍ଡିଆନ ଟଏଲେଟ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ | ଆଜିକାଲି ଡାକ୍ତରମାନେ ମଧ୍ୟ ଏଭଳି ପାଇଖାନା ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି । ଯଦି ଆପଣ 'ପିକୁ' ଚଳଚ୍ଚିତ୍ର ଦେଖିଥିବେ, ତେବେ ଅମିତାଭ ବଚ୍ଚନ ମଧ୍ୟ ଆପଣଙ୍କୁ ଏହାର ପ୍ରମାଣ ଦେଉଥିବାର…
ଅଧିକ ଖବର ଦେଖନ୍ତୁ...

କାନ୍ଥରେ ଚଢ଼ୁଛି ବିଷାକ୍ତ ସାପ

ଇଣ୍ଟରନେଟରେ ସାପ ସମ୍ପର୍କିତ ଅନେକ ଭିଡିଓ ରହିଛି। କେବେକେବେ ସୋସିଆଲ ମିଡିଆରେ ଭୟାନକ ସାପମାନଙ୍କ ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳେ। କେତେବେଳେ କାହା ଘର ଭିତରେ ତ ଆଉ କେତେବେଳେ ରାସ୍ତା ଉପରେ ସାପ ସାଲୁବାଲୁ ହେଉଥିବା ଦେଖିବାକୁ ମିଳେ। ଆଉକେବେ ନାଗ, ଗୋଖର, ଅହିରାଜ ଭଳି ବିଷାକ୍ତ…
ଅଧିକ ଖବର ଦେଖନ୍ତୁ...

ସମାନ ହସ୍ପିଟାଲ୍‌ରେ ଗୋଟାଏ ଦିନରେ ୨ ଶିଶୁପୁତ୍ରଙ୍କୁ ଜନ୍ମଦେଲେ ଯାଆଁଳା ଭଉଣୀ

ୱାଶିଂଟନ୍‌: ଯମଜ ଭଉଣୀ ଏକା ସାଥୀରେ ଗୋଟାଏ ହସ୍ପିଟାଲ୍‌ରେ ମାଆ ବନିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ଏହାକୁ ଏକ ଚମତ୍କାର ବୋଲି କହୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି। ସେ ଦୁଇ ଜଣ ପିଲାଙ୍କ ବି ସମାନ ଓଜନ ଓ ସମାନ ଦେଖିବାକୁ। ଆମେରିକାର ଏହି ଯାଆଁଳା ଭଉଣୀ ୨ ଜଣ…
ଅଧିକ ଖବର ଦେଖନ୍ତୁ...

ହଠାତ୍ ଅଟକିଗଲା ଚଳନ୍ତା ଟ୍ରେନ୍; ଖୋଲିଲାନି ଦ୍ବାର, ଘଣ୍ଟାଘଣ୍ଟା ଧରି ହନ୍ତସନ୍ତ ହେଲେ ଯାତ୍ରୀ, ନକରିବା କାମ ବି…

ନୂଆଦିଲ୍ଲୀ: ବିଦୁତ୍ କାଟ ହେବାରୁ ଟ୍ରାକ ମଝିରେ ଅଟକି ଗଲା ଟ୍ରେନ୍ । ଯାହାଦ୍ବାରା ଟ୍ରେନରେ ପୂରା ଅନ୍ଧାର ହୋଇଗଲା । ଘଣ୍ଟାଘଣ୍ଟା ଧରି ଗୋଟିଏ ସ୍ଥାନରେ ଟ୍ରେନଟି ଛିଡ଼ାହୋଇ ରହିଲା । ଏପରିକି ଶୌଚାଳୟର କବାଟ ମଧ୍ୟ ଖୋଲି ନ ଥିଲା, ଫଳରେ ଯାତ୍ରୀମାନେ ଟ୍ରେନ୍ ଭିତରେ ମୁତ୍ରତ୍ୟାଗ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତିର କରୁଣ ପରିଣତି: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ପରକୀୟ‌ା ପ୍ରୀତି ଆଜିକାଲି ସମାଜ ପାଇଁ ଏକ ସ‌ାଧ‌ାରଣ କଥା ପାଲଟିଗଲାଣି। କେଉଁଠି ପତ୍ନୀ ପଛରେ ସ୍ବାମୀ ରଖନ୍ତି ଅଲଗା ସଂପର୍କ ତ ପୁଣି କେଉଁଠି ସ୍ବାମୀଠାରୁ ଲୁଚି ପରପୁରୁଷକୁ ପ୍ରେମ କରନ୍ତି ସ୍ତ୍ରୀ। ରାଜଧ‌ାନୀ ଦିଲ୍ଲୀରେ ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ବଡ଼ ଅଜବ ଏ ପ୍ରେମ! କର୍କଟ ଚିକିତ୍ସା କାଳରେ ଗଢ଼ିଉଠିଲା ସଂପର୍କ, ହସ୍ପିଟାଲ୍‌ରେ ହେଲା ବିବାହ

ୱାଶିଂଟନ୍‌: କର୍କଟ ରୋଗରୁ ସୁସ୍ଥ ହୋଇଥିବା ଏକ ପ୍ରେମୀ ଯୁଗଳ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କର୍କଟ ଚିକିତ୍ସା ସମୟରେ ୨ ଜଣଙ୍କ ଭିତରେ ପ୍ରଥମେ ବନ୍ଧୁତା ଓ ପରେ ଏହି ବନ୍ଧୁତା ପ୍ରେମରେ ବଦଳିବା ପରେ ଶେଷରେ ଦୁହିଁଙ୍କ ବିବାହ ହୋଇଛି। ଏବେ ଏହି ଦମ୍ପତି କର୍କଟକୁ ହରାଇ ଖୁସିରେ ଘର…
ଅଧିକ ଖବର ଦେଖନ୍ତୁ...