ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ରେଳବାଇ ମ୍ୟାନେଜର୍‌ ଚାକିରି ପାଇଗଲେ କି କଚା ବାଦାମ ଗୀତର ଲେଖକ ଭୁବନ ବାଦ୍ୟକର?

ନୂଆଦିଲ୍ଲୀ: କିଛି ଦିନ ତଳେ ମାର୍କେଟରେ ହଲ୍ଲା ମଚାଇଥିଲା ବାଦାମ ବିକାଳୀ ଭୁବନ ବାଦ୍ୟକରଙ୍କ ଗୀତ ‘କଚା ବାଦାମ’। ‘କଚା ବାଦାମ୍‌’ ଗୀତକୁ ନେଇ ବହୁ ଭିଡିଓ ଓ ରିଲ୍‌ସ ବନିବା ପରେ ରାତା ରାତି ସେଲିବ୍ରେଟି ପାଲଟି ଯାଇଥିଲେ ଭୁବନ। ନିକଟରେ କିଛି ଦିନ ତଳେ ଏକ ଖବର ପ୍ରକାଶ ପାଇଥିଲା ଯେ ଭୁବନ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାକୁ କର୍କଟ ରୋଗ ହେଇଥିବା ଜାଣି ପ୍ରେମିକ କଲା ଏଭଳି ଆଶ୍ଚର୍ଯ୍ୟ କଲା ଭଳି କାମ

ନୂଆଦିଲ୍ଲୀ: ଆପଣ ପ୍ରେମକୁ ନେଇ ବର୍ଣ୍ଣିତ ବିଭିନ୍ନ କାହାଣୀ ବା ଘଟିଥିବା ଘଟଣା ଭିନ୍ନଭିନ୍ନ ମାଧ୍ୟମରେ ଦେଖିଥିବେ ବା ଶୁଣିଥିବେ । ଏବେ ବି ସମୟର ଚକ ଯେତିକି ଯେତିକି ବୁଲୁଛି ପ୍ରେମକୁ ନେଇ ସେତିକି ସେତିକି ନୂଆନୂଆ ରୋମାଞ୍ଚ ଭରା କଥା ସାମ୍ନାକୁ ଆସୁଛି । ଆଜି ଆମେ ସେମିତି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ଆଜି ଜନ୍ମଦିନ: ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି

୧୮୯୨ ଏପ୍ରିଲ ୨୬ ତାରିଖରେ ଜନ୍ମ ହୋଇଥିଲେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ସେ ଥିଲେ ସ୍ବାଭିମାନୀ, ନିରହଂକାର ତଥା ଆତ୍ମମର୍ଯ୍ୟାଦା ସଚେତନ ଜନନାୟକ। ଓଡ଼ିଆ ଭାଷା ଓ ଓଡ଼ିଶା ମାଟି ଏକ ସଂକଟାପନ୍ନ ପରିସ୍ଥିତିରେ ପଡ଼ିଥିବା ବେଳେ ତାଙ୍କର ଆବିର୍ଭାବ ଘଟିଥିଲା।…
ଅଧିକ ଖବର ଦେଖନ୍ତୁ...

କପଡ଼ା କାରଖାନାରେ ୮୪ ବର୍ଷ ହେଲା କାମ କରୁଛନ୍ତି ଶତାୟୁ ବ୍ରାଜିଲୀୟ

ବ୍ରାଜିଲ: ଦକ୍ଷିଣ ବ୍ରାଜିଲର ବ୍ରୁସ୍କେ ସହରର ଜଣେ ୧୦୦ ବର୍ଷ ବୟସ୍କ ବ୍ୟକ୍ତି ଏକ କପଡ଼ା କାରଖାନାରେ ୮୪ ବର୍ଷ କାର୍ଯ୍ୟ କରି ଗିନିଜ୍‌ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି। ଦୀର୍ଘ ଏବଂ ପୁରସ୍କୃତ କ୍ୟାରିଅର୍ ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ୱାଲ୍ଟର ଅର୍ଥମ୍ୟାନ୍‌ଙ୍କ ପରାମର୍ଶ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ନିଜ ବିବାହରେ ଖୁସିରେ ଝୁମିଲେ ଟିନା ଡାବି, ନୃତ୍ୟ ସମୟର ଭିଡିଓ ଭାଇରାଲ୍‌

ଜୟପୁର: ବହୁଚର୍ଚ୍ଚିତ ଆଇଏଏସ୍‌ ଯୋଡ଼ି ଟିନା ଡାବି ଓ ପ୍ରଦୀପ ଗୱାଣ୍ଡେ ପ୍ରେମୀରୁ ପତି-ପତ୍ନୀ ବନି ସାରିଛନ୍ତି। ଏବେ ଟିନା ଡାବିଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଟିନା ନିଜ ବିବାହରେ ନୃତ୍ୟ ପ୍ରଦର୍ଶନ କରୁଥିବାର ନଜର…
ଅଧିକ ଖବର ଦେଖନ୍ତୁ...

ମାତ୍ର ୫୦ ଟଙ୍କାରେ ଗ୍ରାହକଙ୍କୁ ଦେଶୀ ଖାଦ୍ୟ ଯୋଗାଉଛନ୍ତି ଏହି ବୃଦ୍ଧ ଦମ୍ପତି, ନିଜ ପିଲା ପରି ବାଣ୍ଟୁଛନ୍ତି ସ୍ନେହ

ବେଙ୍ଗାଲୁର: ଆଜିକାଲିକା ପଞ୍ଚତାରକା ହୋଟେଲ୍‌ରେ ବିଭିନ୍ନ ଦେଶର ନୂଆ ନୂଆ ଖାଦ୍ୟ ଆଗରେ ଟିକେ ମାନ୍ଦା ପଡ଼ିଯାଇଛି କି ଦେଶୀ ଖାଦ୍ୟ? ଆଜ୍ଞା ନା, ବରଂ ଦେଶୀ ଖାଦ୍ୟ ଭିତରେ ଯେଉଁ ନିଆରାପଣ ରହିଛି ତାହା ଆଉ କେଉଁଠାରେ ନାହିଁ। ଆଜି ବି ଲୋକେ ବିଭିନ୍ନ ସ୍ଥାନରୁ ସୁସ୍ବାଦ ଖାଦ୍ୟ ଖାଇବା ପରେ…
ଅଧିକ ଖବର ଦେଖନ୍ତୁ...

୧୭ ଦିନ ହେଲା ମା’କୁ ନ ଦେଖି କାନ୍ଦି କାନ୍ଦି ଗଡି ଯାଉଛି ଦେଢ଼ ବର୍ଷର ଶିଶୁ

କୋରାପୁଟ: ମୁଣ୍ଡ ଉପରେ ଖରାର ତାତିକୁ ବଳି ଯାଉଛି ପେଟର ଭୋକ। ମା’କୁ ନ ଦେଖି ଡହଳବିକଳ ହେଉଛି ଦେଢ ବର୍ଷର ଶିଶୁ। ଥରେ କାନ୍ଦିବା ଆରମ୍ଭ କଲେ କାନ୍ଦ ବନ୍ଦ ହେଉନି। ବାହୁନି ବାହୁନି କାନ୍ଦୁଛି ଯେ ନିଦ ହେଲା ଯାଏ। ଶୋଇଗଲେ ଶୁଭୁନି କାନ୍ଦ। କି ରାତି କି ଦିନ ଗତ ୧୭ ଦିନ ହେଲା…
ଅଧିକ ଖବର ଦେଖନ୍ତୁ...

୭୫ବର୍ଷ ପରେ ମା’କୁ ଖୋଜି ପାଇଲା ପୁଅ, ଆଲିଙ୍ଗନ କରି ଭୋଭୋ ହୋଇ କାନ୍ଦିବାକୁ ଲାଗିଲା

ନୂଆଦିଲ୍ଲୀ: ପରିବାର ଠାରୁ ପିଲା ଅଲଗା ହୋଇଯିବାର କଷ୍ଟ ଭଗବାନ କାହାକୁ ନଦିଅନ୍ତୁ। ଏମିତି ଘଟଣା ବହୁତ କଷ୍ଟ ‌ଦେଇଥାଏ। ଜଣେ ବ୍ୟକ୍ତି ୭୫ବର୍ଷ  ହେବ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲେ। ନିକଟରେ ସେ  ନିଜ ପରିବାରକୁ ଭେଟିବା ପରେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା, ଭୋଭୋ ହୋଇ…
ଅଧିକ ଖବର ଦେଖନ୍ତୁ...

୬୬ବର୍ଷରେ ଦ୍ବିତୀୟ ବିବାହ କରିବେ ଭାରତର ପୂର୍ବ କ୍ରିକେଟର ଅରୁଣ ଲାଲ, ୨୮ବର୍ଷ ସାନ ବୁଲବୁଲକୁ କରିବେ ବିବାହ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନର୍ ଅରୁଣ ଲାଲ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ସେ ୬୬ବର୍ଷ ବୟସରେ ଦ୍ୱିତୀୟ ଥର ବର ବେଶରେ ସଜ ହେବେ। ବୁଲବୁଲ ନାମକ ଜଣେ ମହିଳାଙ୍କ ସହ ତାଙ୍କର ବିବାହ ହେବ ବୋଲି ଜଣାପଡ଼ିଛି। ଅରୁଣଙ୍କୁ ୬୬ବର୍ଷ ହୋଇଥିବା ବେଳେ ବୁଲବୁଲ ତାଙ୍କଠାରୁ ୨୮ବର୍ଷ ସାନ।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧ ଟ୍ରକ ଚାଳକଙ୍କ ସୁମଧୁର ଗୀତ ଶୁଣି ‌ଆପଣ ବି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଏହି କ୍ରମରେ ନିକଟରେ ଜଣେ ଟ୍ରକ ଚାଳକଙ୍କ ଗୀତ ଗାଇବା ଶୈଳୀ ଦେଖି ଲୋକେ ଖୁବ ପ୍ରଶଂସା କରୁଛନ୍ତି। ଭିଡିଓରେ ବୃଦ୍ଧ ମହମ୍ମଦ…
ଅଧିକ ଖବର ଦେଖନ୍ତୁ...