ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ପ୍ରଦର୍ଶନୀରେ ସୁନାର ମାସ୍କ ଦେଖି ଆକର୍ଷିତ ହେଲେ ଲୋ‌କେ, ୩ ଜଣ କରି ସାରିଛନ୍ତି ବୁକିଂ

କରୋନା ମହାମାରୀର ପ୍ରକୋପରେ ଆମ ଆଖପାଖର ଅନେକ କିଛି ବଦଳି ଯାଇଛି। କିଛି ବର୍ଷ ତଳେ ଯେଉଁ ମାସ୍କକୁ ଲୋକେ କେବେ କେବେ ବ୍ୟବହାର କରୁଥିଲେ ଏବେ ତାହା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଲଟି ଯାଇଛି। ଏବେ ବଜାରରେ ବିଭିନ୍ନ ରକମର ଫେସ୍‌ ମାସ୍କ ମିଳୁଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି…
ଅଧିକ ଖବର ଦେଖନ୍ତୁ...

ପ୍ଲାଟ୍‌ଫର୍ମରେ ଯୁବତୀଙ୍କୁ ମରଣ ମୁହଁରୁ ବଞ୍ଚାଇ ହିରୋ ପାଲଟିଲେ ହୋମ୍‌ଗାର୍ଡ

ମୁମ୍ବାଇ: ରେଳବାଇ ଯାତ୍ରୀଙ୍କ ପାଇଁ ଦୁର୍ଘଟଣା ଏକ ସାଧାରଣ ଘଟଣା। ଲୋକେ ସମୟରେ ଟ୍ରେନ୍‌ ପାଇବା ପାଇଁ ତରତର ହୋଇ ଯାଉଥିବା ବେଳେ ଅନେକ ଦୁର୍ଘଟଣାର ସାମ୍ନା କରିଥାନ୍ତି। ମାତ୍ର ଅନେକ ସମୟରେ ଯାତ୍ରୀମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ହିରୋ ପାଲଟିଥାନ୍ତି ‌ପ୍ଲାଟ୍‌ଫର୍ମରେ ଉପସ୍ଥିତ ଥିବା…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ସ୍ବାମୀଙ୍କ ବିରୋଧରେ ‌‌ଯୌତୁକ ନିର୍ଯାତନା ଆଣିଲେ ଆଇଆର୍‌ଏସ୍‌

‌ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭ‌ୋପାଳରେ ଆଇଏଏସ୍‌ ଅଧିକାରୀ ମୋହିତ ବୁନ୍ଦସଙ୍କ ନାମରେ ପତ୍ନୀଙ୍କୁ ଯୌତୁକଜନୀତ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆଇଏଏସ୍‌ ମୋହିତଙ୍କ ପତ୍ନୀ ଜଣେ ଆଇଆର୍‌ଏସ୍‌ ଅଧିକାରୀ। ମୋହିତ ଯୌତୁକ ଦାବି କରି ତାଙ୍କ ପତ୍ନୀଙ୍କୁ ମାରପିଟ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ସୌରମଣ୍ଡଳ ବାହାରେ ପୃଥିବୀତୁଲ୍ୟ ଗ୍ରହ ଖୋଜା

ଆମ ପାଇଁ ଯୋଗାଯୋଗ ଓ ଗମନାଗମନ ସୁବିଧା ଏତେ ବ୍ୟାପକ ହୋଇଯାଇଛି ଯେ ସମଗ୍ର ପୃଥିବୀ ସଂକୁଚିତ ହୋଇଗଲା ପରି ମନେ ହେଉଛି। ତେଣୁ ବୈଜ୍ଞାନିକମାନେ ପୃଥିବୀ ବାହାରେ କେଉଁଠି ବସବାସ କରିବା ପାଇଁ ଉଦ୍ୟମରତ। ଏହି କ୍ରମରେ ପୃଥିବୀର ଉପଗ୍ରହ ଚନ୍ଦ୍ରପୃଷ୍ଠରେ କି ପୃଥିବୀ ସହ କିଛି ସାମଞ୍ଜସ୍ୟ ରଖୁଥିବା…
ଅଧିକ ଖବର ଦେଖନ୍ତୁ...

ନବ ଉତ୍କଳର ଜନକ ତଥା ଓଡ଼ିଆ ସ୍ବାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ

ଇଂରେଜ ଶାସନ କାଳରେ ଓଡ଼ିଆ ଜାତିକୁ ଆତ୍ମପରିଚିତିର ସଂକଟରୁ ଉଦ୍ଧାର କରିଥିବା ଶ୍ରେଷ୍ଠ ଓଡ଼ିଆ ବୀର ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ସେ ସ୍ବତନ୍ତ୍ର ଉତ୍କଳ ଗଢ଼ିବାର ସ୍ବପ୍ନ ଦେଖିଥିଲେ ଏବଂ ଏହାକୁ ସାକାର କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଦିବସ ସ୍ବତନ୍ତ୍ର: କର୍ମପୀଠ ସ˚ଗ୍ରହାଳୟରେ ଝାଡ଼ୁ ମାରିବାକୁ କର୍ମଚାରୀ ବି ନାହାନ୍ତି

ଶୈଳବାଳା ସ୍ବୟଂଶାସିତ ମହିଳା କଲେଜ ପରିସରକୁ ଲାଗି ରହିଛି ମଧୁସୂଦନ ସ˚ଗ୍ରହାଳୟ। ମଧୁସୂଦନଙ୍କ ଘରର ଏକ ପାର୍ଶ୍ବକୁ ସ˚ଗ୍ରହାଳୟରେ ପରିଣତ କରାଯାଇଛି। ଏହାକୁ ୨୦୦୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସର୍ବସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା। ଇତିମଧୢରେ ୧୫ ବର୍ଷ ବିତି…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଦିବସ ସ୍ବତନ୍ତ୍ର : ନବ ଉତ୍କଳ ନିର୍ମାଣର ପ୍ରମୁଖ ବିନ୍ଧାଣୀ ମଧୁବାବୁ

ସେ ଥିଲେ ଅନେକ କିମ୍ବଦନ୍ତୀ ଆଉ ଐତିହାସିକ ଘଟଣାର ନାୟକ। ତାଙ୍କୁ ନେଇ ପ୍ରଚଳିତ ଅନେକ ରୋଚକ କାହାଣୀ ଏବେ ବି ଓଡ଼ିଆ ମନ ଆଉ ପ୍ରାଣରେ ପ୍ରେରଣାର ଆଧାର। ସେ ଥିଲେ ନବ ଉତ୍କଳ ନିର୍ମାଣର ଅନ୍ୟତମ ପ୍ରମୁଖ ବିନ୍ଧାଣୀ। ସେ ଥିଲେ ଓଡ଼ିଆ ଜାତିର ଗୌରବ। ଉତ୍କଳ ମାଟିର ଗୌରବ। ଅନେକ କ୍ଷେତ୍ରରେ ତ…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଦିବସ ସ୍ବତନ୍ତ୍ର: ଜନ୍ମପୀଠ ସତ୍ୟଭାମାପୁରରେ ଉଦ୍‌ଘାଟନ ହେବ ସଂଗ୍ରହାଳୟ

ସାଲେପୁର: ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର। ପ୍ରାୟ ୪ ବର୍ଷ ତଳେ ମଧୁବାବୁଙ୍କ ଜନ୍ମପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଥିଲା। ହେଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏ ଯାଏ ମଧୁ ବାବୁଙ୍କ ପୀଠରେ ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

କେମୋଥେରାପି ସମୟରେ ହସ୍ପିଟାଲ ବିଛଣାରେ ଚାକିରି ପାଇଁ ସାକ୍ଷାତକାର ଦେଉଥିବା କର୍କଟ ପୀଡିତା ବଖାଣିଲେ ଦୁଃଖ

ନୂଆଦିଲ୍ଲୀ: କେମୋଥେରାପି ସମୟରେ ଜ‌ଣେ ବ୍ୟକ୍ତି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଉଥିବାର ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ପୋଷ୍ଟ ସେୟାର କରି ଆଇଟି ପ୍ରଫେସନାଲ ଅର୍ଶ ନନ୍ଦନ ପ୍ରସାଦ ଚିକିତ୍ସା ଚାଲିଥିବା ସମୟରେ ଚାକିରିର ସଂଘର୍ଷ ସେୟାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ତାରେ ଜମିନ ପର୍‌’ର ଆମୀରଙ୍କ ପରି ଛାତ୍ରୀଙ୍କ ସହ ଏପରି ଘନିଷ୍ଠ ଏହି ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: କେବେ କେବେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହ ଏକଦମ୍‌ ମାନ୍ଦାଳିଆ ହୋଇପଡ଼େ। ପାଠ ପଢ଼ିବା ତ ଦୂରର କଥା, ସେଠା‌ରେ ଉପସ୍ଥିତ ରହିବାକୁ ବି ଇଚ୍ଛା ହୁଏ ନାହିଁ। ମାତ୍ର ଶିକ୍ଷକ ଯଦି ମଜାଳିଆ ସ୍ବଭାବର ହୋଇଥାନ୍ତି ତାହାଲେ ତ କଥା ଅଲଗା ପ୍ରକାରର ହୁଏ। ଆଜି ଆମେ ଜଣେ ମଜାଳିଆ…
ଅଧିକ ଖବର ଦେଖନ୍ତୁ...