ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

୩୦ ବର୍ଷ ବୟସରେ ୫୭ ପିଲାଙ୍କ ବାପା ! ଜାଣନ୍ତୁ ଜଣେ ନିଆରା ‘ସ୍ପର୍ମ ଡୋନର୍’ଙ୍କ ପୂରା କାହାଣୀ

କାଲିଫର୍ଣ୍ଣିଆ: ଜଣେ ଯୁବକଙ୍କ ଦାବି କରନ୍ତି କି ସେ ୪୭ ଜଣ ସନ୍ତାନଙ୍କ ବାପା! ପୁଣି ଯୁବକଙ୍କ ବୟସ ମାତ୍ର ୩୦ ବର୍ଷ!!  ଖୁବ୍ ଶୀଘ୍ର ତାଙ୍କର ଆହୁରି ୧୦ ପିଲା ଜନ୍ମ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକୃତରେ ସେ ହେଉଛନ୍ତି ଜଣେ ସ୍ପର୍ମ ଡୋନର ବା ବୀର୍ଯ୍ୟଦାତା।  ଆପଣ ସ୍ପର୍ମ…
ଅଧିକ ଖବର ଦେଖନ୍ତୁ...

ଫୁଲର ପର୍ବ ‘ଫୁଲ ଭାଙ୍ଗୁଣି’ : ଗଛରେ ନୂଆ ପତ୍ର,ଫୁଲ କଁଅଳିଲେ ନାଚଗୀତରେ ମସଗୁଲ ହୁଅନ୍ତି ଯୁବକଯୁବତୀ

ସାନ୍ତାଳ ଜନଜାତି‌ର କିଛି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ସେମାନେ ନୂଆ ପତ୍ର ଫୁଲ କଁଅଳିଲେ ବାହା ପରବ ପାଳନ କରିଥାନ୍ତି। ଏହି ପର୍ବକୁ ସାନ୍ତାଳୀ ଓ ହୋ ସଂପ୍ରଦାୟ ସମେତ ଆଉ କିଛି ଜନଜାତି ମଧ୍ୟ ପାଳିଥାନ୍ତି। ପ୍ରତିବର୍ଷ ବାହା ପରବ ନ ହେବାଯାଏ କୌଣସି ନୂଆପତ୍ର ଓ ଫୁଲର ବ୍ୟବହାର ନ…
ଅଧିକ ଖବର ଦେଖନ୍ତୁ...

ବିରଳ ଶୂନ ମୁଦ୍ରା

ବହୁ ଆଗରୁ ସାମଗ୍ରୀ ଅଦଳବଦଳ ଦ୍ବାରା ବିଭିନ୍ନ ପ୍ରକାର ଦ୍ରବ୍ୟର କିଣାବିକା ହୋଇପାରୁଥିଲା। ଅର୍ଥାତ୍‌‌ ଚା’ ବଦଳରେ ତେଲ, ଚିନି ବଦଳରେ ମସଲା କି ଧାନ ବଦଳରେ ମୁଗ- ଏପରି ଭାବେ ସାର୍ବଜନୀନ ବଜାରରେ ଦ୍ରବ୍ୟର କାରବାର ହେଉଥିଲା। ତେବେ ସେଥିରେ ପରିବହନରେ ଭୀଷଣ ଅସୁବିଧା ରହିଥିଲା। କାରଣ କୌଣସି…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତାର ମହାନାୟକ: ସ୍ବାମୀ ବିବେକାନନ୍ଦ

ସ୍ବାମୀ ବିବେକାନନ୍ଦ ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରାଇଥିବା ଆଧ୍ୟାତ୍ମିକ ଧର୍ମଗୁରୁ ଭାବରେ ପ୍ରସିଦ୍ଧ। ଆଧୁନିକ ଭାରତ ଗଠନରେ ସ୍ବାମୀ ବିବେକାନନ୍ଦଙ୍କର ବହୁବିଧ ଅବଦାନ ରହିଥିଲା। ସେ ମଧ୍ୟରୁ ଗୋଟିଏ ହେଲା ତାଙ୍କର ବ୍ୟକ୍ତିତ୍ବ ଓ ଅତୁଲ୍ୟ ରାଷ୍ଟ୍ରଭକ୍ତିର ଆଦର୍ଶ ପିଢ଼ି ପରେ…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରରେ କନ୍ୟା ଘରକୁ ଗଲା ଚାଷୀଙ୍କ ପୁଅ, ଦେଖଣାହାରୀଙ୍କର ଲାଗିଲା ଭିଡ଼

ଇନ୍ଦୋର: ପୁଅର ବିବାହ ପାଇଁ ହେଲିକପ୍ଟର ମଗାଇଲେ ଚାଷୀ | ହେଲିକପ୍ଟରରେ ଯାଇ ବର ସହ ବର ପିତା ଯେତେବେଳେ କନ୍ୟାଘରେ ପହଞ୍ଚିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ନିଜ ପୁଅର ବିବାହକୁ ସ୍ମରଣୀୟ କରିବାକୁ ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାର ଆରାଣ୍ଡିଆ ଗ୍ରାମର ଚାଷୀ ଅଣ୍ଟା ଭିଡ଼ିଥିଲେ |…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟଜନକ ଦୃଶ୍ୟ, ଦେଖନ୍ତୁ କିଭଳି ଦୁଇଟି ବିଶାଳ ଅଜଗରକୁ କାନ୍ଧରେ ପକାଇ ନୃତ୍ୟ କରୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ। ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। ଯଦି ଆମେ ବିଶାଳ ଅଜଗର ସାପ ବିଷୟରେ କହିବା, ତେବେ ଏହା ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କୁ ବି ଗିଳି ଦେଇଥାଏ।| ସେଥିପାଇଁ ସର୍ବଦା ସାପ  ଠାରୁ ଦୂରରେ ରହିବାକୁ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଯିବାକୁ ରାଜି ହେଉ ନଥିବା ପୁଅର ଏଭଳି ଅବସ୍ଥା କଲେ ମା’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ପ୍ରେରଣାଦାୟକ ହୋଇଥିବା ବେଳେ ଆଉ କିଛି ଭିଡିଓ ମଜାଳିଆ ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ହସିହସି ବେଦମ ହୋଇଯିବେ। କରୋନାଭାଇରସ୍ କାରଣରୁ ପିଲାମାନେ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ଫର୍ ୱାଟର ! ପରିସ୍ଥିତି ଏମିତି କି ମୁନ୍ଦାଏ ପାଣି ପାଇଁ ଦେହ ଦାନ କରିବାକୁ ବାଧ୍ୟ ହେଉଛନ୍ତି ମହିଳା   

ନୂଆଦିଲ୍ଲୀ:  ‘‘ହେ ବାବୁ, ମୋ ଦେହକୁ ଉପଭୋଗ କର, ହେଲେ ପାଣି ମୁନ୍ଦେ ଦିଅ, ଜୀବନ ବଂଚେଇ ଦିଅ ।’’ ପାଣି ପାଇଁ ମହିଳାମାନଙ୍କୁ ନିଜ ଶରୀର ଦାନ କରିବାକୁ ପଡୁଛି ! ପାଣି ଦଲାଲମାନଙ୍କ ସହ ରାତି କଟାଇବାକୁ ପଡୁଛି !! ଏପରିକି ଚାରି ଚାରିଟି ପିଲାର ମାଆକୁ ମଧ୍ୟ ପାଣି ପାଇଁ ଦଲାଲ ପାଖରେ ନିଜକୁ…
ଅଧିକ ଖବର ଦେଖନ୍ତୁ...

ଉଡ଼ାଜାହାଜ ଝରକା ଗୋଲାକାର କାହିଁକି?

ସାଧାରଣତଃ ଆମ ବାସଗୃହଗୁଡ଼ିକର ଝରକା ଓ କବାଟ ସବୁ ଆୟତାକାର ହୋଇଥାଏ। ବେଳେ ବେଳେ ସୌଖୀନ ଅନୁସାରେ ସେଗୁଡ଼ିକ ମଧ୍ୟ ବିଭିନ୍ନ ଆକାର ଧାରଣ କରିଥା’ନ୍ତି। ମାତ୍ର ଉଡ଼ାଜାହାଜର ଝରକାଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ବର୍ତ୍ତୁଳାକାର କରାଯାଇଥାଏ। ଏହା ପଛରେ ନିର୍ଦ୍ଦିଷ୍ଟ ବିଜ୍ଞାନସମ୍ମତ କାରଣ…
ଅଧିକ ଖବର ଦେଖନ୍ତୁ...

ଆସନ୍ନ ବିପଦକୁ ଆଖିରେ ରଖି ୩ଟି କୃତ୍ରିମ ଦ୍ବୀପ ନିର୍ମାଣ କରୁଛି ମାଳଦ୍ବୀପ; ଜାଣନ୍ତୁ ବିପଦଟି କ’ଣ ?

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଭିନ୍ନ ଭୌଗଳିକ କାରଣରୁ ବିଶ୍ବରେ ସମୁଦ୍ରପତ୍ତନ ବୃଦ୍ଧି ଘଟୁଛି। ଏହି ସମସ୍ୟା ଏବେ ମାଳଦ୍ବୀପ ସରକାରଙ୍କ  ମୁଣ୍ଡବିନ୍ଧାର କାରଣ ପାଲଟିଛି । ସମୁଦ୍ରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ତିନୋଟି କୃତ୍ରିମ ଦ୍ବୀପ ନିର୍ମାଣ କରୁଛନ୍ତି ମାଳଦ୍ବୀପ ସରକାର।…
ଅଧିକ ଖବର ଦେଖନ୍ତୁ...