ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ସଫଳ ଚାଷୀ

ରାମଚନ୍ଦ୍ର ଜଣେ ବଡ଼ ଓ ସଫଳ ଚାଷୀ। ସେ ଥରେ ଦୂର ଗାଁର ଜଣେ ସ˚ପର୍କୀୟ ଭୁବନଙ୍କ ବସାକୁ ବୁଲିବାକୁ ଗଲେ। ଭୁବନ ବି ଥିଲେ ଜଣେ ବଡ଼ ଓ ସଫଳ ଚାଷୀ। ରାମଚନ୍ଦ୍ର ଦେଖିଲେ ଯେ ଭୁବନଙ୍କ ବିଲରେ ସୁନାର ଫସଲ ଲହଡ଼ି ଭାଙ୍ଗୁଛି। କିନ୍ତୁ ଗାଁର ଅନ୍ୟ ଚାଷୀମାନଙ୍କ ବିଲର ଫସଲ ତାଙ୍କ ଆଗରେ ଶ୍ରୀହୀନ…
ଅଧିକ ଖବର ଦେଖନ୍ତୁ...

ରହସ୍ୟମୟ ଗୁମ୍ଫା ଭିତରେ ରହିଛି ଟନ୍ ଟନ୍ ସୁନା!

ପାଟଣା: ରହସ୍ୟମୟ ଗୁମ୍ଫା । ରହସ୍ୟମୟ ଗୁମ୍ଫାରେ ରହସ୍ୟମୟ ଦ୍ୱାର  ପାହାଡ଼ର ପାଦଦେଶରେ ରହିଛି ପଥରର ଚଟାଣ । ଆଉ ପଥର ଚଟାଣରେ ତିଆରି ହୋଇଛି ଗୁମ୍ଫା । ଗୁମ୍ଫା ଭିତରେ ରହିଛି ଟନ୍ ଟନ୍ ସୁନା । ସୁନାକୁ ସୁରକ୍ଷିତ ରଖିବା ପାଇଁ ଗୁମ୍ଫାର ଦ୍ୱାରକୁ ପଥର ଦେଇ ବନ୍ଦ କରିଦିଆଯାଇଛି । କଣ ରହିଛି…
ଅଧିକ ଖବର ଦେଖନ୍ତୁ...

ହାଏ ମେଁ ମର ଯାଉଁ ୟେହିଁ ପେ’; ଏଭଳି କହିବାର କିଛି ସମୟ ପରେ ଚାଲିଯାଇଥିଲା କେକେଙ୍କ ଜୀବନ, ଦେଖନ୍ତୁ ଭିଡିଓ

କୋଲକାତା: ଜୀବନକୁ ଅବା କି ଭରସା, ଆଜି ଅଛି କାଲି କି ନାହିଁ; ଏହି ଗୀତଟି ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନଥ(କେକେ)ଙ୍କ କ୍ଷେତ୍ରରେ ପ୍ରମାଣ ହୋଇଛି। ଯେଉଁ ଷ୍ଟେଜକୁ ସେ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ କରିବା ପାଇଁ ଯାଇଥିଲେ, ସେଠାରୁ ଯେ ତାଙ୍କର ମରଶରୀର ଆସିବ ତାହା କେହି ଜାଣିନଥିଲେ।…
ଅଧିକ ଖବର ଦେଖନ୍ତୁ...

ୟୁପିଏସସିରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚାରେ ଅଙ୍ଗନବାଡି ସହାୟିକାଙ୍କ ପୁଅ

ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚାରେ ଜଣେ ଅଙ୍ଗନବାଡି ସହାୟିକାଙ୍କ ପୁଅ । ମାତ୍ର ୨୩ ବର୍ଷ ବୟସରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ରେ ୩୨୯ ରାଙ୍କ ହାସଲ କରି ସମଗ୍ର ପରିବାର ଓ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କୃଷ୍ଣପାଲ ସିଂ ରାଜପୁତ ।…
ଅଧିକ ଖବର ଦେଖନ୍ତୁ...

ବ୍ୟର୍ଥ ହେଲା ୧୦ ବର୍ଷର କଠୋର ପରିଶ୍ରମ; ତଥାପି ସ୍ବାଭିମାନ ଓ ଆତ୍ମବିଶ୍ବାସ ଅଛି: ଶେଷ ଚେଷ୍ଟାରେ ବିଫଳ ‘ସିଭିଲ୍‌…

ନୂଆଦିଲ୍ଲୀ: ୧୦ ବର୍ଷର କଠୋର ପରିଶ୍ରମ ବୃଥା ହୋଇଗଲା… କିନ୍ତୁ ମୋର ଆତ୍ମସମ୍ମାନ ଓ ଆତ୍ମବିଶ୍ବାସ ଅକ୍ଷୁଣ୍ଣ ରହିଛି ବୋଲି ଶେଷ ଚେଷ୍ଟାରେ ସଫଳତାର ନିକଟବର୍ତ୍ତୀ ହୋଇ ବିଫଳ ହୋଇଥିବା ଜଣେ ‘ସିଭିଲ୍‌ ସର୍ଭିସ୍‌’ ଆଶାୟୀ କହିଛନ୍ତି। ଚଣ୍ଡୀଗଡ଼ସ୍ଥିତ ‘ପଞ୍ଜାବ ଇଞ୍ଜିନିୟରିଙ୍ଗ୍‌’…
ଅଧିକ ଖବର ଦେଖନ୍ତୁ...

ସ୍ଥାୟୀ ହସ ସହିତ ଜନ୍ମିତ ଶିଶୁକନ୍ୟା

ନୂଆଦିଲ୍ଲୀ:  ଏକ ଅତ୍ୟନ୍ତ ବିରଳ ଗୁଣସୂତ୍ରଜନିତ ବିକାର ସହ ଅଷ୍ଟ୍ରେଲିଆରେ ଜନ୍ମ ନେଇଥିବା ଏକ ଶିଶୁକନ୍ୟା ପିତାମାତାଙ୍କ ସମେତ ଡାକ୍ତରଙ୍କୁ ଚକିତ କରିଛି। ଗତ ବର୍ଷ ଡିସେମ୍ବରରେ ଜନ୍ମ ନେଇଥିବା ଆଲ୍ୟା ସମର୍‌ ମୁଚା ‘ବାଇଲାଟେରାଲ୍ ମାଇକ୍ରୋଷ୍ଟୋମିଆ’ ନାମକ ବିକାର ପୀଡ଼ିତା। ଏହି ବିକାର…
ଅଧିକ ଖବର ଦେଖନ୍ତୁ...

ମତେ ସ୍ତ୍ରୀଟିଏ ଦିଅ: ଲୋକ ଅଦାଲତରେ ସରକାରୀ ବାବୁମାନଙ୍କ ପାଖରେ ଗୁହାରି କଲେ ଯୁବକ

ରାୟପୁର: ମତେ ସ୍ତ୍ରୀଟିଏ ଦିଅନ୍ତୁ | ଘରେ ଚଳିବାକୁ ବହୁତ କଷ୍ଟ ହେଉଛି | ଲୋକ ଅଦାଲତରେ ସରକାରୀ ବାବୁମାନଙ୍କ ପାଖରେ କିଛି ଏଭଳି ଗୁହାରି କଲେ ଯୁବକ | ଛତିଶଗଡର ଜାନଜଗିର-ଚାମ୍ପା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଲୋକ ଅଦାଲତରେ ୬୩ଟି ଆବେଦନ ମଧ୍ୟରେ ଜଣେ ଯୁବକ ପତ୍ନୀଟିଏ…
ଅଧିକ ଖବର ଦେଖନ୍ତୁ...

ଶାଶୂଘରେ ଅତ୍ୟାଚାର ସହି ବି ଚଳାଇଥିଲେ ପ୍ରସ୍ତୁତି, ଏବେ ହେବେ ଆଇଏଏସ୍ ଅଫିସର

ନୂଆଦିଲ୍ଲୀ: ଆଇଏଏସ୍ ଅଫିସର ହେବା ଲକ୍ଷ୍ୟ ଥିଲା, ଆଉ ସେଥିପାଇଁ ପଢାପଢି କରୁଥିଲେ | ତେବେ ବିବାହ ହୋଇଯିବାରୁ ଶାଶୂଘରେ ଏହି ପ୍ରୟାସ ଜାରି ରଖିବାର ସ୍ୱପ୍ନ ଦେଖିଥିଲେ | ସେଠାରେ କିଛିଦିନ ଭଲରେ ବିତିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା | ସ୍ୱାମୀ, ଶାଶୁ ଓ ଶ୍ୱଶୁର ବାପ ଘରୁ ଯୌତୁକ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତାର ମହାନାୟକ: ଅନ୍ନପୂର୍ଣ୍ଣା ମହାରଣା

ମାତୃଭୂମିର ସ୍ବାଧୀତନା ପାଇଁ ବାଲ୍ୟକାଳରୁ ସଂଘର୍ଷ କରିଥିବା ଓଡ଼ିଶାର ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଥିଲେ ଅନ୍ନପୂର୍ଣ୍ଣା ମହାରଣା। ତାଙ୍କର ସଂପୂର୍ଣ୍ଣ ଜୀବନ ନିଃସ୍ବାର୍ଥପର ଦେଶପ୍ରେମ ଓ ସମାଜସେବାର ଏକ ବଳିଷ୍ଠ ଉଦାହରଣ। ୧୯୧୭ ନଭେମ୍ବର ୩ ତାରିଖରେ କଟକରେ ସେ…
ଅଧିକ ଖବର ଦେଖନ୍ତୁ...

ନିରବ ଘାତକ ‘ତମାଖୁ’

ଯନ୍ତ୍ରଣା ଦାୟକ ମୃତ୍ୟୁର ଅନ୍ୟ ନାମ ତମାଖୁ। ସିଗାରେଟ, ଗଞ୍ଜେଇ, ଗୁଡ଼ାଖୁ, ଗୁଟ୍‌‌ଖା ଏ ସବୁ ତମାଖୁ ଅନ୍ତର୍ଭୁକ୍ତ। ନିୟମିତ ତମାଖୁ ବ୍ୟବହାର କରିବା ଯୋଗୁଁ ପ୍ରତି ୮ ସେକେଣ୍ଡରେ ଜଣେ କ୍ୟାନ୍‌ସରରେ ଆକ୍ରାନ୍ତ ହେଉଛନ୍ତି। ଆମ ଦେଶରେ ୨୫ କୋଟିରୁ ଅଧିକ ତମାଖୁ ଜନିତ କର୍କଟ ରୋଗୀ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...