ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଖୋଲିଲା ବାହାନଗା ଉଚ୍ଚବିଦ୍ୟାଳୟ, ରେଳ ଦୁର୍ଘଟଣା ପରେ ଚର୍ଚ୍ଚାରେ ଥିଲା

ସୋର/ବାହାନଗା : ଗ୍ରୀଷ୍ମ ଛୁଟି ପରେ ଆଜି ରାଜ୍ୟରେ ଖୋଲିଛି ବିଦ୍ୟାଳୟ। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ନିଜ ନିଜ ବିଦ୍ୟାଳୟକୁ ଆସିଛନ୍ତି। ଏଥିସହିତ, ରେଳ ଦୁର୍ଘଟଣା ପରେ ଚର୍ଚ୍ଚାକୁ ଆସିଥିବା ବହାନଗା ଉଚ୍ଚବିଦ୍ୟାଳୟ ବି ଖୋଲିଛି। ତେବେ, ସ୍କୁଲ୍‌ରେ ଭିନ୍ନ ପରିବେଶ ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ରିମାଣ୍ଡରେ ଆସିଲେ ବିଶ୍ବଜିତ, ଜ୍ଞାନ: ବ୍ୟାଙ୍କ ଆକାଉଣ୍ଟ ଜବତ

କଟକ : ପୁରୀରୁ ଓଡ଼ିଶାର ୫ ହଜାରରୁ ଅଧିକ ପ୍ରିଆକ୍ଟିଭ୍ ସିମ୍ କାର୍ଡ ସାଇବର ଅପରାଧୀଙ୍କୁ ବିକ୍ରି କାରବାରର ମାଷ୍ଟରମାଇଣ୍ଡ ବିଶ୍ବଜିତ ପ୍ରଧାନ ଓ ଜ୍ଞାନ ରଞ୍ଜନ ପାତ୍ର ଓରଫ ଜ୍ଞାନ ରିମାଣ୍ଡରେ ଆସିଛନ୍ତି। କଟକ ସାଇବର୍ ଥାନା ପୁଲିସ ଏହି ଦୁଇ ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି। ଏମାନଙ୍କ…
ଅଧିକ ଖବର ଦେଖନ୍ତୁ...

ମାନବାଧିକାର ସୁରକ୍ଷା ପ୍ରସଙ୍ଗ: ପୁଲିସ ଅଧିକାରୀଙ୍କ କାଉନ‌ସେଲିଂ କରାଯିବ

କଟକ : ଦାୟିତ୍ବ ସଂପାଦନ ବେଳେ ପୁଲିସ ଅଧିକାରୀ ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ପ୍ରସଙ୍ଗକୁ ଅଗ୍ରାଧିକାର ଦେବାଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ପ୍ରସଙ୍ଗରେ ପୁଲିସ ଅଧିକାରୀଙ୍କ ନିୟମିତ କାଉନସେଲିଂ କରାଯିବ। ଏଥିପାଇଁ ପୁଲିସ ଡିଜି…
ଅଧିକ ଖବର ଦେଖନ୍ତୁ...

କେତେ ମାରିବ କୁମ୍ଭୀର? ପୋଖରୀ ତୁଠରୁ ମହିଳାଙ୍କୁ ଟାଣିନେଲା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣକ ପରେ ଜଣକ ଜୀବନ ଚାଲିଯାଉଛି। ବୁଧବାର ଦିନ ନିଜ ବାଡ଼ି ପୋଖରୀ ତୁଠରେ ବାସନ ମାଜୁଥିବା ବେଳେ ଜଣେ ମହିଳାଙ୍କୁ ଟାଣି ନେଇଛି। ଏହି ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଧମା : ବୁଧବାର ଦିନ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ ଗ୍ରାମସାଥୀ ଦୟାନିଧି ଭୋଇଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିପଡ଼ିଛନ୍ତି। ପ୍ରଣତି ନିକଟରେ ବତେମୁରା ଓ ବରଗାଁ ପଞ୍ଚାୟତ ଦାୟିତ୍ବ ନେଇଛନ୍ତି। ଏହାପୂର୍ବରୁ ସେ ବଦୁଆପାଲି ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଯୋଗ ଦିବସରେ ପ୍ରଚାରିତ ହେଲା ‘ଯୋଗକ୍ଷେମ ବହାମ୍ୟହମ୍’

ଖୋର୍ଦ୍ଧା: ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବୁଧବାର ବିଭିନ୍ନ ବିଦ୍ୟାଳୟ, ଯୋଗ କେନ୍ଦ୍ର ଓ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମଦ ଭଗବଦଗୀତାର "ଯୋଗକ୍ଷେମ ବହାମ୍ୟହମ୍'ର ବାର୍ତା ନେଇ ଶତାଧିକ ପୁରୁଷ ମହିଳା, ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦହିବରା ବିକାଳିଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ରାଇରଙ୍ଗପୁର: ଦହିବରା ବିକ୍ରେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୧୦ ଅଁଳାଡୁବାରେ। ଅଭିଯୋଗ ଅନୁଯାୟୀ ଅଁଳାଡୁବାର ଦହିବରା ବିକ୍ରେତା ପରମେଶ୍ବର ଚାଟାର୍ଜୀ (୪୪) ଅଁଳାଡୁବା ୟୁପି ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ନାବାଳକ ମୃତ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା​ ପଞ୍ଚାୟତ ପ୍ରଜାନାଗଫେଣି ଗ୍ରାମରେ ବଜ୍ରପାତରେ ଡଙ୍ଗରିପଡ଼ାର ଭାସ୍କରରାମ ଧଙ୍ଗଡ଼ାମାଝୀଙ୍କ ପୁଅ ଟଙ୍କଧର ଧଙ୍ଗଡ଼ାମାଝୀ (୧୪)ର ମୃତ୍ୟୁ ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ ଟଙ୍କଧର ସାଙ୍ଗମାନଙ୍କ ସହ ବୁଲାବୁଲି କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କାର୍‌ ମଡ଼ାଇ ବିଜେଡି ନେତାଙ୍କୁ ହତ୍ୟା

ଦିଗପହଣ୍ଡି/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଖମ୍ବାରିଗାଁର ଜଣେ ଜଣାଶୁଣା ବିଜେଡି ନେତାଙ୍କୁ କାର୍‌ ମଡ଼ାଇ ହତ୍ୟା କରାଯାଇଛି। ଅଭିଯୁକ୍ତ ମଧ୍ୟ ସେହି ଗାଁର। ଘଟଣା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଦିଗପହଣ୍ଡି…
ଅଧିକ ଖବର ଦେଖନ୍ତୁ...

ପ୍ରସୂତିଙ୍କ ଜୀବନ ଯିବା ଘଟଣା: ଡା. ମନୋଜ ନାୟକଙ୍କୁ ମାଲକାନଗିରିକୁ ବଦଳି

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୂରପୁର ଗ୍ରାମର ପ୍ରସୂତି ରଞ୍ଜିତା ବାଘ (୨୨ ବର୍ଷ)ଙ୍କ ମୃତ୍ୟୁ ଘଟଣାରେ ଡା. ମନୋଜ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଡା. ନାୟକଙ୍କୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ବଦଳି ‌କରାଯାଇଛି।…
ଅଧିକ ଖବର ଦେଖନ୍ତୁ...