ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବ୍ୟାଙ୍କ ମ୍ୟାନେଜରଙ୍କୁ ହାତ କରି ମହିଳାଙ୍କୁ ଠକେଇ! ଥାନାରେ ମାମଲା ରୁଜୁ

ସମ୍ବଲପୁର : ଘର ବିକ୍ରି କରିବା ପରେ ଖାଲି ନ କରିବା, ଘର ଭଡ଼ା ବାବଦ ଅର୍ଥ ହଡ଼ପ କରିବା, ଦେଇଥିବା ଚେକ୍ ବାଉନ୍‌ସ ହେବା ଆଦି ଅଭିଯୋଗରେ ଯୁଯୁମୁରାର ଶୁଭ୍ରଶ୍ରୀ ମହାପାତ୍ର ନାମ୍ନୀ ମହିଳାଙ୍କ ବିରୋଧରେ ଝାରସୁଗୁଡ଼ା ଜିଲ୍ଲା କନକତୋରା ନିବାସୀ ନୀଳିମା ସାହୁ ଏବଂ ତାଙ୍କ ସ୍ବାମୀ ପ୍ରଶାନ୍ତ…
ଅଧିକ ଖବର ଦେଖନ୍ତୁ...

କେସିଙ୍ଗା ଏନ୍‌ଏସିର ପିଛା ଛାଡୁନାହିଁ ବିବାଦ: କାଉନ୍‌ସିଲ୍‌ ବୈଠକରେ ଅଧ୍ୟକ୍ଷ ଓ କାଉନ୍‌ସିଲର ଧସ୍ତାଧସ୍ତି

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସିରେ ବିବାଦ ବଢ଼ିବାରେ ଲାଗିଛି। କଲ୍ୟାଣ ମଣ୍ଡପ ଟେଣ୍ଡର ଫିକ୍ସିଂ ଘଟଣା ବାଟରେ ଯାଇ ଦାଣ୍ଡରେ ଗଡୁଥିବାବେଳେ ଗୁରୁବାର ଅନୁଷ୍ଠିତ କାଉନ୍‌ସିଲ ବୈଠକରେ କଂଗ୍ରେସ କାଉନସିଲର ରୋହିତ ଜୈନ ଓ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ସ୍ଲଟର ହାଉସ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ଦିଲ୍ଲୀପ ତିର୍କିି

ଝାରସୁଗୁଡ଼ା : ଭାରତୀୟ ହକି ସଂଘର ସଭାପତି ଡ. ଦିଲ୍ଲୀପ ତିର୍କି ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କୁ ଭେଟି ଜିଲ୍ଲାରେ ହକିର ପ୍ରଚାର ପ୍ରସାର ନେଇ ଆଲୋଚନା କରିଥିଲେ। ଝାରସୁଗୁଡ଼ାରେ ଏକ ଆଷ୍ଟ୍ରୋ ଟର୍ଫ ହକି ପଡ଼ିଆ ନିର୍ମାଣ ହେଲେ ଏଠାରୁ ଅଧିକରୁ ଅଧିକ ଖେଳାଳି ରାଜ୍ୟସ୍ତରରେ…
ଅଧିକ ଖବର ଦେଖନ୍ତୁ...

ଓମ୍‌ବାଡ୍‌ସି ପାଣ୍ଠିରେ ଦୁର୍ଗମ ଅଞ୍ଚଳକୁ ୨୨୪.୦୪ କିମି ରାସ୍ତା ନିର୍ମାଣ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଯାତାୟାତ ସୁଗମ ହେଉଛି। ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା‌ରେ ରାସ୍ତା ନିର୍ମାଣ କ୍ଷେତ୍ରରେ ଓମ୍‌ବାଡ୍‌ସି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି ସୁଦ୍ଧା ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଗଲେ ଚକୋଟିଆ ଭୁଞ୍ଜିଆ ପ୍ରତିନିଧି, ୧୨ରେ  ରାଷ୍ଟ୍ରପତିଙ୍କୁ ଭେଟି ସମସ୍ୟା ଜଣାଇବେ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆଙ୍କ ଏକ ୨୦ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବିଭିନ୍ନ ସମସ୍ୟା ନେଇ ଆସନ୍ତା ୧୨ ତାରିଖ ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ଦଳ ନୂଆପଡ଼ାରୁ ଏକ ଘରୋଇ ବସ୍‌ରେ…
ଅଧିକ ଖବର ଦେଖନ୍ତୁ...

ଜମିରେ ନଡ଼ା ପୋଡ଼ିବା କାଳ ହେଲା; ଟ୍ରକ୍‌ରେ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ଚାଳକ

ଏସ୍‌.ରାମପୁର : ଚଳନ୍ତା ଟ୍ରକ୍‌ରେ ନିଆଁ ଲାଗିବାରୁ ଏକ ବଡ଼ ଘଟଣାରୁ ବର୍ତ୍ତିଲେ ଟ୍ରକ୍‌ ଚାଳକ। ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ସାରସମାଲ ବଜାର ଛକ ନିକଟରେ। ସୂଚନାନୁସାରେ ଅଖା ବସ୍ତା ନେଇ ବରପାଲି ପଟରୁ ରାମପୁର ଦେଇ କଣ୍ଟାମାଳ…
ଅଧିକ ଖବର ଦେଖନ୍ତୁ...

କିଶାନ କ୍ଷେତ ମଜଦୁର ସଂଘ ପକ୍ଷରୁ ହାଟଡିହି ବ୍ଲକ ଓ ତହସିଲ ଘେରାଉ

ହାଟଡ଼ିହି : ବିଭିନ୍ନ ଦାବିନେଇ ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଘ ପକ୍ଷରୁ ଗୁରୁବାର ଦିନ ହାଟଡିହି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରିଛି। ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ହାଟଡିହି ବ୍ଲକ କେ ବାଲିପାଳ, ହଦଗଡ ଓ ଧନୁର୍ଜୟପୁର ପଞ୍ଚାୟତର ଏକ ହଜାରରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଏକ…
ଅଧିକ ଖବର ଦେଖନ୍ତୁ...

ରାସ୍ତାରୁ ହଟୁନି ଦୁର୍ଘଟଣାଗ୍ରସ୍ତ ଗାଡ଼ି

ଟମକା : ବ୍ୟସ୍ତବହୁଳ ଟମକା-ବ୍ରାହ୍ମଣୀପାଳ ରାସ୍ତାରୁ ମାସମାସ ଧରି ହଟୁନି ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଫଳରେ ଏହି ଗାଡ଼ି ଅନ୍ୟ ପଥଯାତ୍ରୀଙ୍କ ପାଇଁ ବିପଦର କାରଣ ହେଉଛି। ଟମକା ଓ ବ୍ରାହ୍ମଣୀପାଳ ବଜାର ମଧ୍ୟରେ ଦୂରତା ୬ କିଲୋମିଟର ହୋଇଥିବାବେଳେ ଦୈନିକ ଏହି ରାସ୍ତାରେ ହଜାରହଜାର ଗାଡ଼ି ଚଳାଚଳ…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ କମିଲା ପାସ୍‌ ହାର

ଯାଜପୁରସଦର : ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବାବେଳେ ଯାଜପୁର ଜିଲ୍ଲାରେ ପାସ୍‌ ହାର କମିଛି। କଳାରେ ପାସ ହାର ୭୧.୭୦ ପ୍ରତିଶତ ହୋଇଥିବା ବେଳେ ଗତବର୍ଷ ପାସ  ହାର ୭୮.୯୧  ରହିଥିଲା। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୬୩.୬୬ ପ୍ରତିଶତ ପାସ୍‌ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ବର୍ଷେ ହେବ ସମିତି ସଭ୍ୟା ପଦବି ଖାଲି, ହେଉନି ନିର୍ବାଚନ

ଧର୍ମଶାଳା : ଧର୍ମଶାଳା ବ୍ଲକ୍ ନେଉଳପୁର ପଞ୍ଚାୟତର ସମିତିସଭ୍ୟା ନିରୁପମା ବାରିକଙ୍କ ମୃତ୍ୟୁକୁ ବର୍ଷେ ବିତିଲାଣି। ହେଲେ ଉକ୍ତ ପଦବି ପୂରଣ ପାଇଁ ଏପର୍ଯ୍ୟନ୍ତ ଉପନିର୍ବାଚନ ହେଉନାହିଁ। ଫଳରେ ଏକ ବର୍ଷ ହେଲା ନେଉଳପୁର ସମିତିସଭ୍ୟ ପଦବି ଖାଲିପଡ଼ିଛି। ନିୟମାନୁସାରେ କୌଣସି ଲୋକ…
ଅଧିକ ଖବର ଦେଖନ୍ତୁ...